ଥଣ୍ଡା ପାଣି ପିଉଥିଲେ ସାବଧାନ ! ଏହା କୁ ନିଶ୍ଚୟ ଥରେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ ।

ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଆମେ ଜାଣିଛୁ ଯେ ଦୂଷିତ ପାଣି ପିଇବା ଦ୍ୱାରା ଅନେକ ପ୍ରକାର ରୋଗ ହୋଇଥାଏ କିନ୍ତୁ ଆପଣ ହୁଏ ତ ଏହା ଜାଣି ନ ଥିବେ ଯେ ଥଣ୍ଡା ପାଣି ପିଇବା ଦ୍ୱାରା ମଧ୍ୟ ଅନେକ ମାରାତ୍ମକ ରୋଗ ହୋଇଥାଏ ।

ଥଣ୍ଡା ପାଣି ପିଇବା ଦ୍ୱାରା ମନୁଷ୍ୟ ମୃତ୍ୟୁ ମୁଖରେ ମଧ୍ୟ ପଡିପାରେ । ବନ୍ଧୁଗଣ ଗରମ ଦିନ ରେ ଆମେ ବହୁତ ଥଣ୍ଡା ପାଣି ପିଇଥାଉ । କିନ୍ତୁ ଏହି ଥଣ୍ଡା ପାଣି ଦ୍ଵାରା ଆମର ବହୁତ କ୍ଷତି ମଧ୍ୟ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସ୍ୱହି କ୍ଷତି ଗୁଡିକ ବିଷୟ ରେ ଜଣାଇବାକୁ ଯାଉଛୁ ।

ବନ୍ଧୁଗଣ ଗରମ ଦିନ ରେ ଆମକୁ ବହୁତ ଶୋଷ ଲାଗିଥାଏ । ସେହି ଶୋଷ କୁ ମେଣ୍ଟାଇବା ପାଇଁ ଆମେ ଥଣ୍ଡା ପାଣି ପିଇଥାଉ । କିନ୍ତୁ ଏହି ଥଣ୍ଡା ପାଣି ପିଇବା ଦ୍ୱାରା ଆମେ ଆମ ପାଇଁ ଅନେକ ରୋଗ କୁ ଡାକି ଆଣିଥାଉ । ବନ୍ଧୁଗଣ ଥଣ୍ଡା ପାଣି ପିଇବା ଦ୍ୱାରା ଆମ ପେଟ ଭିତରେ ରହିଥିବା ବଡ଼ ବଡ଼ ଅନ୍ତ ଗୁଡିକ ସଙ୍କୁଚିତ ହୋଇଯାଇଥାଏ । ଅନ୍ତ ଗୁଡିକ ସଙ୍କୁଚିତ ହୋଇଯିବା ଦ୍ଵାରା ଖାଦ୍ୟ ଗୁଡିକ ଆମ ପେଟ ଭିତରେ ଭଲ ଭାବରେ ପାଚନ ହୋଇପାରେ ନାହିଁ ।

ଖାଦ୍ୟ ପାଚନ ନ ହେବା ଦ୍ଵାରା ତାହା ଆମ ପେଟ ଭିତରେ ସଢ଼ି ଯାଇଥାଏ ଓ ତାହା ବଡ଼ ହଜମି ରୋଗ ସହିତ ଅନେକ ରୋଗ ସୃଷ୍ଟି କରିଥାଏ । ଏହା ଆମର ଶରୀର ରେ କବଜ ଭଳି ରୋଗ କୁ ମଧ୍ୟ ଜନ୍ମ ଦେଇଥାଏ । ତେଣୁ ଥଣ୍ଡା ପାଣି ପିଇବା ବିଲକୁଲ ଉଚିତ ନୁହେଁ । ଏହା ସହିତ ଥଣ୍ଡା ପାଣି ପିଇବା ଦ୍ୱାରା ଏହା ଆମ ଶରୀର ର କୋଷ କୁ ମଧ୍ୟ ସଙ୍କୁଚିତ କରିଥାଏ । ଯାହା ଦ୍ୱାରା ଆମର ହୃତସ୍ପନ୍ଦନ ମଧ୍ୟ କମ ହୋଇଯାଇଥାଏ ।

ଥଣ୍ଡା ପାଣି ପିଇବା ଦ୍ୱାରା ଆମ ମନ କୁ ହୁଏ ତ ଶାନ୍ତି ମିଳିଥାଏ କିନ୍ତୁ ତାହା ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଆମେ କୌଣସି କସରତ କରିବା ପରେ ଆମର ହୃତସ୍ପନ୍ଦନ ବହୁତ ବଢିଯାଇଥାଏ ଯାହା ଦ୍ୱାରା ଆମକୁ ବହୁତ ଆରାମ ମିଳିଥାଏ । କିନ୍ତୁ ଥଣ୍ଡା ପାଣି ପିଇବା ଦ୍ୱାରା ଆମର ହୃତସ୍ପନ୍ଦନ କମ ହୋଇଯାଇଥାଏ ଯାହା ଦ୍ୱାରା ଆମ ଶରୀର ଆବଶ୍ୟକ କରୁଥିବା ଅମ୍ଳଜାନ ପାଇ ପାରି ନ ଥାଏ ।

ଏହା ଦ୍ଵାରା ଅନେକ ଲୋକଙ୍କ ହୃଦଘାତ ଭଳି ରୋଗ ହେବାର ସମ୍ଭାବନା ରହିଥାଏ । ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଲିଭର ରେ ମଧ୍ୟ ବହୁତ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଥଣ୍ଡା ପାଣି ପିଇବା ଦ୍ୱାରା ଅନେକ ଲୋକ ଙ୍କ ର ଲିଭର ର ଆକାର ବଡ଼ ମଧ୍ୟ ହୋଇଯାଇଥାଏ । ବେଳେବେଳେ ଆମର ପେଟ ର ଗୋଟିଏ ପାର୍ଶ୍ଵ ରେ ଯନ୍ତ୍ରଣା ହୋଇଥାଏ । ଏହା ଥଣ୍ଡା ପାଣି ପିଇବା ଦ୍ଵାରା ହିଁ ହୋଇଥାଏ । ତେବେ ଯଦି ଆପଣ ଥଣ୍ଡା ପାଣି ପିଉଛନ୍ତି ତେବେ ଆପଣଂକୁ ମଧ୍ୟ ଲିଭର ଜନିତ ସମସ୍ୟା ଦେଖା ଦେଇପାରେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *