ଠାକୁରଙ୍କ ପାଖରେ ଦୀପ କିପରି ଲଗେଇବା ଉଚିତ ? ଜାଣନ୍ତୁ ପୂଜା ଘରେ ଦୀପ ଲଗେଇବାର ନିୟମ (Ajira Anuchinta)

୧- ବନ୍ଧୁଗଣ, ଯଦି ଆପଣ ଘୀଅ ଦୀପ ଠାକୁରଙ୍କ ପାଖରେ ଦଉଛନ୍ତି ତେବେ, ଘୀଅ ଦୀପକୁ ଡାହାଣ ହାତରେ ଲଗାଇବେ, ତେଲ ଦୀପ ବାମ ହାତରେ ଲଗାଇକି ଦେବେ । ଏଭଳି କରିଲେ ଉତ୍ତମ ଫଳ ମିଳିବ । ମାତ୍ର ଆପଣ ନିଜ ମନକୁ ଦୀପ ଲଗାଇଲେ ସେହି ଦୀପ ଲଗାଇବାର କିଛି ଅର୍ଥ ନାହିଁ କି ପ୍ରଭୁ ଗ୍ରହଣ କରିବେ ନାହିଁ । ଏଣୁ ମନେ ରଖିବେ ଡାହାଣ ହାତରେ ଘିଅ ଦୀପ ଏବଂ ବାମ ହାତରେ ତେଲ ଦୀପ । ଏବଂ ଯେତେ ଯିଏ ଦୀପ ଦିଏ ତାହାର ୨ ଟି କଥା ମଙ୍ଗଳ ହୋଇଥାଏ, ପଦୌନ୍ନତି ହୋଇଥାଏ ।

ଦ୍ଵିତୀୟ କଥା ଯିଏ ଦୀପ ଦେବ ତାହାର ଆଖି ଖରାପ ହେବ ନାହିଁ କେବେ ମଧ୍ୟ । ଏବଂ ଆଖିର ଜ୍ୟୋତି ସଦାବେଳେ ଉନ୍ନତ ଅବସ୍ଥାରେ ରହିବ । ୨- ଯେଉଁ ଘରେ ମହିଳାଙ୍କ ସନ୍ନମାନ ହୋଇନଥାଏ ସେଠାରେ ଶୁକ୍ର ଏବଂ ଚନ୍ଦ୍ରଙ୍କ ଖରାପ ପ୍ରଭାବ ପଡିଥାଏ, ଯାହାଦ୍ୱାରା ଦାରିଦ୍ର୍ୟତା ଦେଖା ଦେଇଥାଏ ।

୩- ଘରର ଦକ୍ଷିଣ ପୂର୍ବ କୋଣରେ କେବେ ମଧ୍ୟ ଜଳପାତ୍ର ରଖିବା ଉଚିତ ନୁହେଁ, ଏହାଦ୍ଵାରା ବାସ୍ତୁଦୋଷ ଉତ୍ପନ୍ନ ହୋଇ ଦରିଦ୍ରତା ଦେଖା ଦେଇଥାଏ ।

୪- ପ୍ରତ୍ୟକ ଦିନ ରାତିରେ ଡେରିରେ ସୋଇ ଡେରିରେ ଉଠିଲେ ଶନି ଏବଂ ଚନ୍ଦ୍ର ଙ୍କ ଖରାପ ପ୍ରଭାବ ପଡିବ । ଏହାଦ୍ଵାରା ଦାରିଦ୍ରତା ଦେଖା ଦେଇଥାଏ ।

୫- ଘରେ ଛୋଟ ଛୋଟ କଥାରେ କଳିଝଗଡା କରିବା ଅନୁଚିତ ଏହାଦ୍ଵାରା ଆର୍ଥିକ ସ୍ଥିତି ଖରାପ ହୋଇ ଦାରିଦ୍ରତା ଦେଖା ଦେଇଥାଏ ।

୬- ଘରେ ଏଠି ସେଠି ଅଳିଆ ଆବର୍ଜନା ପକାଇବା ଅନୁଚିତ । ଏହା ଅର୍ଥହାନିର କାରଣ ହୋଇଥାଏ । ଏବଂ ଦାରିଦ୍ରତା ଦେଖା ଦେଇଥାଏ ।

୬- ଭାଙ୍ଗି ଯାଇଥିବା ଜିନିଷ ବ୍ୟବହାର କରିବା ଅନୁଚିତ, ଏହା ଅଶୁଭ ହୋଇଥାଏ ଏବଂ ଦାରିଦ୍ରତାର କାରଣ ହୋଇଥାଏ ।

୭- ୪୦ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ କେଶ ରଖିବା ଉଚିତ ନୁହେଁ, କିମ୍ବା ଭାଙ୍ଗିଯାଇଥିବା ପାନିଆରେ ମୁଣ୍ଡ କୁଣ୍ଡାଇବା ଦ୍ଵାରା ଦାରିଦ୍ରତା ବୃଦ୍ଧି ହୋଇଥାଏ ।

୮- ଶ୍ମଶାନ ଭୂମିରେ କେବେ ମଧ୍ୟ ଛିଡା ହୋଇ ହସିବା ସଠିକ ନୁହେଁ, ଏହା ଅଶୁଭ ହେବା ସହିତ ଦାରିଦ୍ରତା ଦେଖା ଦେଇଥାଏ ।

୯- ଘରେ ଠାକୁରଙ୍କ ଫାଟିଯାଇଥିବା ଫଟୋ ଅଥବା ଭଙ୍ଗା ମୂର୍ତ୍ତି ରଖିବା କଥା ନୁହେଁ, ଏହାଦ୍ଵାରା ଅର୍ଥହାନୀ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *