Chanakya Niti- ଯଦି ଘରେ ଟଙ୍କାର ଅଭାବ ଲାଗି ରୁହେ ତ ଏହି 5 ଟି ସ୍ଥାନରୁ ଜଲ୍ଦି ଦୂରକୁ ଚାଲି ଯାଆନ୍ତୁ… 

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଟଙ୍କା ନିହାତି ଆବଶ୍ୟକ। କାରଣ ଶୋଷ ମେଣ୍ଟାଇବା ପାଇଁ ପାଣି ମଧ୍ୟ ମାଗଣାରେ ମିଳୁନାହିଁ । ତେବେ ଅନ୍ୟ ଆବଶ୍ୟକତା ଜିନିଷ କିଏ ବ ମାଗଣା ଦେବ । ତେବେ ଏହି ପଇସାର ଆବଶ୍ୟକତା ପଡୁଥିବା ଦୁନିଆରେ କିଛି ଲୋକ ବହୁତ ଅଭାବର ସମ୍ମୁଖୀନ ହେଉଛନ୍ତି । ଯେଉଁଥିପାଇଁ ତାଙ୍କ ଜୀବନରେ ଶୁଖ ଶାନ୍ତି ମଧ୍ୟ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତି ଅନୁଯାୟୀ ଜଣାଇବା ପାଇଁ ଯାଉଛୁ ଟଙ୍କାର ଅଭାବ ହେବାକୁ ଲାଗିଲେ କେଉଁ 5 ସ୍ଥାନରୁ ଆପଣଙ୍କୁ ଦୂରେଇ ଯିବା ଉଚିତ ।

କାମ ପଛେ କମ କର କିନ୍ତୁ ସେହି କାମକୁ ମନ ଲଗାଇ ଅନ୍ତରରୁ ଭଲରେ କରିବା ଆବଶ୍ୟକ । ଏହି କାଥାର ଜ୍ଞାନ ମଣିଷକୁ ବାଘ ଠାରୁ ଶିଖିବା ଉଚିତ । ସମୟ ଅନୁସାରେ ନିଜର ଶକ୍ତିର ପ୍ରଭାବରେ କାମ କରିବାର ଗୁଣ ମଣିଷକୁ ବଗ ଠାରୁ ଶିଖିବା ଦରକାର । ଠିକ ସମୟରେ ଉଠିବା ନିଜ କାମକୁ ଠିକ ସମୟରେ କରିବା ସହ ଖାଇବାର ମଧ୍ୟ ଉଚିତ ସମୟ ରଖିବା ନୀତି କୁକୁଡା ଠାରୁ ଶିଖିବା ଆବଶ୍ୟକ ।

ସମୟ ଅନୁଯାୟୀ ସଜାଗ ରହିବା ଖୁବ ଶୀଘ୍ର କାହା ଉପରେ ବିଶ୍ଵାସ ନ କରିବ ଗୁଣ କାଉ ଠାରୁ ମଣିଷକୁ ଶିଖିବା ଆବଶ୍ୟକ । ବହୁତ ଭୋକ ଲାଗୁଥିଲେ ମଧ୍ୟ ଅଳ୍ପ ଖାଦ୍ୟରେ ସନ୍ତୁଷ୍ଟ ହେବା ଏବଂ ଗଭୀର ନିଦରେ ଶୋଇ ମଧ୍ୟ ସଜାଗ ରହିବା ଏବଂ ନିଜ ମାଲିକର ବଫାଦାରି କରିବା ଇତ୍ୟାଦି ଗୁଣ ମଣିଷକୁ କୁକୁଡ଼ା ଠାରୁ ଶିଖିବା ଉଚିତ ।

ଯଦି ଆପଣଙ୍କ ଘରେ ଧନର ଅଭାବ ଦେଖା ଦିଏ ଏବଂ ମନର ଶାନ୍ତି ନଷ୍ଟ ହୋଇଯାଏ ତେବେ ଏହିସବୁ କଥା ବୁଦ୍ଧିମାନ ଲୋକମାନେ କେବେ ମଧ୍ୟ ଅନ୍ୟକାହାକୁ କହିନଥାନ୍ତି । ଯେଉଁ ବ୍ୟକ୍ତି ନିଜର ଅଭାବ ଅସୁବିଧାକୁ ଅନ୍ୟକୁ କହିବାର ଭୁଲ କରିଥାନ୍ତି ଲୋକ ତାଙ୍କର ମଜାକ ହିଁ ଉଡାଇ ଥାନ୍ତି । ନିଜ ହାତରେ କରୁଥିବା କାର୍ଯ୍ୟ ସବୁଠାରୁ ଶ୍ରେଷ୍ଠ ହୋଇଥାଏ ।

ତେଣୁ ମଣିଷକୁ ନିଜର ସବୁ କାର୍ଯ୍ୟ ନିଜ ହାତରେ ହିଁ କରିବା ଆବଶ୍ୟକ । ନିଜର ଆୟ ଠାରୁ ଯେଉଁ ବ୍ୟକ୍ତି ଅଧିକ ଧନ ଖର୍ଚ କରିଥାଏ ଏବଂ ଅନ୍ୟ ସହ ସର୍ବଦା ଝଗଡା କରିଥାନ୍ତି ଏଭଳି ଲୋକେ କେବେ ମଧ୍ୟ ଖୁସିରେ ରୁହନ୍ତି ନାହିଁ । ସର୍ବଦା ନିଜକୁ କୌଣସି ଭଲ କାମରେ ନିୟୋଜିତ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ ।

ଯଦି ଆପଣ ମାନେ ଏହି ସମସ୍ତ କଥାର ଧ୍ୟାନ ରଖନ୍ତି ତେବେ ଆପଣଙ୍କ ଜୀବନରେ ହେଉଥିବା ଧନର ଅଭାବ ରହିନଥାଏ । କାରଣ ଜୀବନକୁ ଠିକ ମାର୍ଗରେ ନେବା ଦ୍ଵାରା ହିଁ ସମସ୍ତ ଜିନିଷର ପ୍ରାପ୍ତି ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *