ତକିଆ ତଳେ କଉଡି ରଖି ଶୋଇଲେ ସ୍ଵାମୀ ସ୍ତ୍ରୀଙ୍କ ପାଇଁ କେଉଁ କେଉଁ ଲାଭ ହୁଏ ? ପଢନ୍ତୁ ଆଜିର କିଛି Anuchinta

ବନ୍ଧୁଗଣ ଘରର ଅଗ୍ନି କୋଣ ରେ ଅର୍ଥାତ ଦକ୍ଷିଣ ପୂର୍ବ କୋଣରେ ସ୍ଵାମୀ ସ୍ତ୍ରୀ ଶୋଇବା ଦ୍ଵାରା ଉଭୟ ସମ୍ପର୍କ ରେ ସବୁବେଳେ ଅଶାନ୍ତି ଓ ବିବାଦ ଦେଖା ଦେଇଥାଏ । ଶୋଇବା ଘରର କ୍ଷତ ରୁ ବ ଅକବାଟ ରୁ କୌଣସି ଶବ୍ଦ ବାହାରିଥାଏ ତେବେ ଏହା ଦ୍ଵାରା ଦାଂପତ୍ଯ ଜୀବନରେ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ନବ ବିବାହିତ ଦମ୍ପତି ଯଦି ଶୋଇବା ଘରର ଝରକାର ଫୋଟୋ ରଖାଯାଏ, ତେବେ ଏହା ଦ୍ଵାରା ଜୀବନ ସୁଖ ଶାନ୍ତିରେ କଟି ଥାଏ ।

ଘରର ଐଶାନ୍ୟ କୋଣ କୁ ସଫା ରଖୀ ପାଣି ପାତ୍ର ରଖିବା ଦ୍ଵାରା ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ବୈବାହିକ ଜୀବନ ମଧ୍ୟରେ କୌଣସି ସମସ୍ଯା ଦେଖା ଦେଇଥାଏ ତେବେ ଛୋଟ ପିଲା ମାନଙ୍କୁ ମିଠା ବାଣ୍ଟିବା ଦ୍ଵାରା ଏବଂ ସାତ ପ୍ରକାର ଦାନା ମିଶାଇ ପକ୍ଷୀ ମାନଙ୍କୁ ଖୁଆଇବା ଦ୍ଵାରା ଶୁଭ ପ୍ରଦ ହୋଇଥାଏ ।

ଶୋଇବା ଘରେ ଖଟ ତଳେ କୌଣସି କିଛି ଜିନିଷ ରଖିବା ଦ୍ଵାରା ଜୀବନରେ ନକରାତ୍ମକତା ପ୍ରବେଶ କରିଥାଏ । ସନ୍ତାନ ଇଛା ରଖୁଥିବା ଦମ୍ପତ୍ତି ମାନେ ଶୋଇବା ଘରେ ଉତ୍ତର ପଟରେ ନାଚୁଥିବା ମୟୂର ର ଫୋଟୋ କିମ୍ବା ଗାଈ ବାଛୁରୀ ଙ୍କର ଫୋଟୋ ଲଗାଇବା ଦ୍ଵାରା ଶୁଭ ଓ ମଙ୍ଗଳକାରୀ ହୋଇଥାଏ ।

ସ୍ତ୍ରୀ ମାନେ ସ୍ଵାମୀ ଙ୍କର ବାମ ପାର୍ଶ୍ଵ ରେ ଶୋଇବା ଦ୍ଵାରା ଜୀବନ ରେ ସୁଖ ଶାନ୍ତି ଲାଗି ରହିଥାଏ । ଯଦି ନିଜର ସ୍ଵାମୀ କିମ୍ବା ସ୍ତ୍ରୀ ଅନ୍ୟ ଲୋକ ଙ୍କ ପ୍ରତି ଆକର୍ଷିତ ହୋଇ ପରିବାର ରୁ ଅଲଗା ହେଉଥାନ୍ତି, ତେବେ ଶୋଇବା ସମୟ ରେ ତାଙ୍କ ତକିଆ ତଳେ କଉଡି ରଖିବା ଦ୍ଵାରା ସମସ୍ଯା ଦୂର ହୋଇଥାଏ ।

ଶନିବାର ଦିନ ଆମ୍ବ କିମ୍ବା ଅଶୋକ ଡାଳ ଶୋଇବା ଘରେ ରଖିବା ଦ୍ଵାରା ଶୁଭ ହୋଇଥାଏ । ଏବଂ ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧ୍ୟ ମଧୁର ହୋଇଥାଏ । ଶୋଇବା ଘରେ ଖରାପ ଘଡି, ଇଲେକ୍ଟ୍ରିକାଲ ଉପକରଣ କିମ୍ବା ଚିରା ଫୋଟୋ ଚିତ୍ର ରଖିବା ଦ୍ଵାରା ଘରେ ଅଶାନ୍ତି ବୃଦ୍ଧି ହୋଇଥାଏ ଏବଂ ଘରେ ନକରାତ୍ମକ ଶକ୍ତି ମଧ୍ୟ ଦେଖା ଦେଇଥାଏ ।

ଘରେ କୌଣସି କୋଣ ରେ ଜଳ ଜମା କରି ରଖିବା ଦ୍ଵାରା ଘରେ କଳହ ଲାଗି ରହିବାର ସମ୍ଭାବନା ଥାଏ । ପ୍ରତ୍ଯେକ ଦିନ ଘର ପୋଛିବା ସମୟରେ ଯଦି ସେହି ଘର ପୋଛିବା ପାଣି ରେ କିଛି ଲୁଣ ପକାଇ ଗହର ପୋଛା ଯାଏ, ତେବେ ଏହା ଦ୍ଵାରା ଘରର ସମସ୍ତ ନକରାତ୍ମକତା ଦୂର ହୋଇ ଯାଇଥାଏ ।

ତାହାସହ ଘରର ସୁଖ ଶାନ୍ତି ଓ ସମୃଦ୍ଧି ରେ ମଧ୍ୟ ବୃଦ୍ଧି ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯାଇଦ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *