Vastu Tips- ଯେଉଁ ସ୍ତ୍ରୀ ତକିଆ ତଳେ ଏହି 1 ଜିନିଷ ରଖି ଶୋଇଥାଏ, ତାଙ୍କ ଘରେ କେବେ ବି ହୁଏ ନାହିଁ ଧନର ଅଭାବ

ନମସ୍କାର ବନ୍ଧୁଗଣ ତେବେ ଗୋଟିଏ ସୁଖି ଏବଂ ସମୃଦ୍ଧି ଜୀବନର କାମନା ପ୍ରତ୍ୟକ ବ୍ୟକ୍ତି କରିଥାନ୍ତି । ମାତ୍ର ଅଧିକାଂଶ ସମୟରେ ଆମ୍ଭର ପରିସ୍ଥିତି ଏଭଳି ହୋଇଯାଇଥାଏ ଯେ, ସଫଳତା ପ୍ରାପ୍ତ କରିବା ପାଇଁ ହୃଦୟର ସହିତ ପ୍ରତ୍ୟକ କାର୍ଯ୍ୟ ରେ ପ୍ରୟତ୍ନ କରିଲେ ମଧ୍ୟ ଆମ୍ଭେ ଲଗାତାର ଅସଫଳ ହୋଇଯାଇଥାଉ । ଏହି ପରିସ୍ଥିତି ରେ ଦୁଖୀ ହୋଇ ଆମ୍ଭେ ସମସ୍ତ ସୁଖରୁ ବଞ୍ଚିତ ହୋଇ ଯାଇଥାଉ । ଆମ୍ଭର ସମସ୍ତ ସଫଳତା ଏବଂ ଅସଫଳତାର କାରଣ ଆମ୍ଭର କୁଣ୍ଡଳୀ ରେ ଗ୍ରହର ସ୍ଥିତି ହୋଇଥାଏ ।

ବନ୍ଧୁଗଣ ଆଜି ଆମ୍ଭେ ମହିଳା ମାନଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ମହିଳା ମାନେ ଅଥବା ସ୍ତ୍ରୀ ମାନେ କେଉଁ ଜିନିଷ ଟି ନିଜ ଶୋଇବା ତକିଆ ତଳେ ରଖିଲେ ଶୁଭ ହେବ, ତାହା ବିଷୟରେ ଜଣାଇବାକୁ ଯାଉଅଛୁ । ତେବେ ଜାଣିନେବା ସେହି ବିଶେଷ କଥା ଟି କଣ ଅଟେ ? ଜ୍ଯୋତିଷ ଶାସ୍ତ୍ର ରେ କିଛି ଏଭଳି କିଛି ସରଳ ଉପାୟ ମାନ ବର୍ଣ୍ଣନା କରାଯାଇଛି ଯାହାକୁ ପ୍ରୟୋଗ କରି ଆମ୍ଭେ ଗ୍ରହ ଗୁଡିକର ଦୂଷ ପ୍ରଭାବକୁ ନିଶ୍ଚିତ ରୂପରେ କମା ଯାଇପାରିବ ।

ବନ୍ଧୁଗଣ ତକିଆ ଏକ ଏଭଳି ବସ୍ତୁ ଅଟେ ଯାହା ତଳେ କିଛି ବସ୍ତୁ କୁ ରଖି ଶୋଇବାରୁ ଚମତ୍କାରୀ ଲାଭ ମିଳିଥାଏ । ଯାହା ରାତାରତି ଆମ୍ଭକୁ ରାଜା ବନାଇଥାଏ । ତେବେ ଯଦି ଆପଣଙ୍କୁ ଲାଗୁଆଚି ଯେ, ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ତାଳ ମିଶାଇ ଚାଲୁନାହିଁ ତଥା ଆପଣଙ୍କୁ ଆପଣଙ୍କ ସମସ୍ତ ମହତ୍ବପୂର୍ଣ୍ଣ କାମରେ ମିଳୁଥିବା ଅସଫଳତାରୁ ଆପଣ ନିରାଶ ହୋଇଗଲେଣି ତେବେ ଏହି ଉପାୟଟି ଆପଣ ନିଶ୍ଚିତ କରି ଦେଖନ୍ତୁ ।

ଆପଣ ନିଜ ତକିଆ ତଳେ ମୟୁର ପଙ୍ଖ ନିଶ୍ଚିତ ରଖନ୍ତୁ । ଏବଂ ସକାଳୁ ଉଠିବା କ୍ଷଣି ସର୍ବପ୍ରଥମେ ସେହି ମୟୂର ପଙ୍ଖ ର ଦର୍ଶନ କରନ୍ତୁ । ଏହିଭଳି କିଛି ଦିନ ପର୍ଯ୍ୟନ୍ତ କରନ୍ତୁ ଆପଣଙ୍କ କୁଣ୍ଡଳୀରେ ଯେତେ ମଧ୍ୟ ଦୋଷ ରହିଥିବ ତାହା ଧୀରେ ଧୀରେ କମିଯିବ । ଏହା ସହିତ ଆପଣଙ୍କର ସମସ୍ତ ବିଗିଡି ଯାଉଥିବା କାର୍ଯ୍ୟ ବନିବାକୁ ଲାଗିବ ।

ଦ୍ଵିତୀୟ ରେ ଆପଣ ତୁଳସୀ ପତ୍ରକୁ ନିଜ ତକିଆ ତଳେ ରଖୀ ଶୋଇଲେ, ଶାନ୍ତ ଏବଂ ଗଭୀର ନିଦ ଆସିଥାଏ । ଖରାପ ସ୍ଵପ୍ନ ଆସିନଥାଏ, କୌଣସି ପ୍ରକାରର ଦୁଶ୍ଚିନ୍ତା ମଧ୍ୟ ଆସିନଥାଏ, କୌଣସି ପ୍ରକାରର ଭୟ ମଧ୍ୟ ଲାଗିନଥାଏ । ଏହି ଉପାୟ ଲଗାତାର ୨୧ ଦିନ ପର୍ଯ୍ୟନ୍ତ ପ୍ରୟୋଗ କରିଲେ, ଆମ୍ଭ ମାନଙ୍କର ମହତ୍ବପୂର୍ଣ୍ଣ କାର୍ଯ୍ୟ ବିନା ବାଧାବିଘ୍ନ ରେ ସଂପୂର୍ଣ୍ଣ ହୋଇଯାଇଥାଏ । ପ୍ରତ୍ୟକ କାର୍ଯ୍ୟ ରେ ସଫଳତା ମିଳିଥାଏ, ଏହା ସହିତ ଆମ୍ଭର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇ ଯାଇଥାଏ ।

ତେବେ ଯଦି ଆପଣ କୌଣସି କରଜ କୁ ଚୁକାଇ ପାରୁ ନାହାନ୍ତି । ଆପଣଙ୍କୁ ଅର୍ଥ ର ଅଭାବ ଲାଗି ରହୁଅଛି ଅଥବା ଆପଣ ଯେତେ କମାଉଛନ୍ତି ସେଥିରେ ଆପଣଙ୍କ ଘରର ସମସ୍ତ ଖର୍ଚ୍ଚ କୁ ବହନ କରିପାରୁ ନାହାନ୍ତି, ତେବେ ଆପଣ ଏହି ଉପାୟଟିକୁ କରି ଦେଖନ୍ତୁ ।

ବନ୍ଧୁଗଣ ସକାରତ୍ମକ ଊର୍ଜା ବିଭୁତି, ଲାଲ ସିନ୍ଦୁର, ଅରୁଆ ଚାଉଳ, ଆପଣଙ୍କ ଆରାଧ୍ୟ ଦେବତାଙ୍କ ଫଟୋଚିତ୍ର, ଅଥବା କୌଣସି ପବିତ୍ର ଧାର୍ମିକ ପୁସ୍ତକ କୁ ଆପଣ ଭଗବାନ ଙ୍କ ନିକଟରେ ଆବିମନ୍ତ୍ରିତ କରି ନିଜ ତକିଆ ତଳେ ରଖି ଶୁଅନ୍ତୁ । ତେବେ ଆପଣ ଦେଖିବେ ଆପଣଙ୍କ ସମସ୍ତ ଚିନ୍ତା କ୍ଷୟ ହେବା ସହିତ ଆପଣଙ୍କୁ ଧନ ପ୍ରାପ୍ତି ହେବ । ତେବେ ଏହି କେତୋଟି ନିୟମ କୁ ପ୍ରୟୋଗ କରନ୍ତୁ ନିଶ୍ଚିତ ଏଥିରୁ ସୁଫଳ ମିଳିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *