Odia Gk;- ତାହା କ’ଣ ଯାହା ଝିଅମାନେ ବର୍ଷକୁ ଥରେ କିଣନ୍ତି ?

ବନ୍ଧୁଗଣ ଢଗଢମାଳି ତଥା ମଜାଳିଆ କଥା, ଢଗ ଆଦି ସବୁ କିଏ ବା ପଢିବାକୁ ପସନ୍ଦ କରେ ନାହିଁ । କାରଣ ସେଥିରୁ ସବୁ ମଜା ମଜାରେ ଆମେ ଅନେକ କିଛି ଶିଖିବାକୁ ମଧ୍ୟ ପାଇଥାଉ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଠାରେ ସେହିଭଳି କିଛି ଢଗଢମାଳି କହିବାକୁ ଯାଉଛୁ । ଯାହାର ପ୍ରଶ୍ନ ପଢି ଆପଣ ପ୍ରଥମେ ଅବାକ ହୋଇପଡିବେ ଏବଂ ପରେ ତାହାର ଉତ୍ତର ପଢି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ । ତେବେ ଆଉ ବିଳମ୍ବ ନକରି ଆସନ୍ତୁ ସେ ସମ୍ପର୍କରେ ଏଠାରେ ଆଲୋଚନା କରିବା ।

୧ – ଆଧୁନିକ ଯୁଗର ତୁଳସୀ ଦାସ କାହାକୁ କୁହା ଯାଇଥାଏ ?

ଉତ୍ତର:- ମୈଥିଲି ଶରଣ ଗୁପ୍ତା ।

୨:- କେଉଁ ଜୀବର ମସ୍ତକ କାଟି ଦେବା ପରେ ମଧ୍ୟ ସେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ରହି ପାରେ ?

ଉତ୍ତର:- ଅସରପା ।

୩:- ଜଣେ ବ୍ୟକ୍ତି 30 ଦିନ ନଶୋଇ କେମିତି ବଞ୍ଚିପାରିବ ?

ଉତ୍ତର:- ବ୍ୟକ୍ତି ଦିନରେ ଶୋଇବା ଆବଶ୍ୟକ ନାହିଁ କାରଣ ସେ ରାତିରେ ଶୋଇପାରିବେ ।

୪:- କେଉଁ ଭିଟାମିନ ଆମ ଶରୀରରେ ହେଉଥିବା କ୍ଷତ ବା ଖଣ୍ଡିଆକୁ ଭରିବାରେ ସାହାଯ୍ୟ କରିଥାଏ ?

ଉତ୍ତର:- ଭିଟାମିନ କେ ।

୫:- କେଉଁ ଜୀବକୁ ଭୋକ ଲାଗିଲେ ସେ ନିଜ ଶରୀରକୁ ଖାଇ ଦେଇଥାଏ ?

ଉତ୍ତର:- ମୂଷା ।

୬:- ଜଣେ ଭାଇ ତା’ ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ ଲାଗିଲେ ଖାଇବୁ, ଶୋଷ କଲେ ପିଇବୁ, ଶୀତ ଲାଗିଲେ ଜାଳିବୁ । ତାହା କ’ଣ ?

ଉତ୍ତର:- ନଡ଼ିଆ ।

୭:- ସେ କିଏ ଯିଏ ଆମର କାନ ଧରି ନାକ ଉପରେ ବସିପଡେ ?

ଉତ୍ତର:- ଚଷମା ।

୮:- ବିଶ୍ବରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ବି ନଦୀ ନାହିଁ ?

ଉତ୍ତର:- ସାଉଦି ଆରବ ।

୯:- ଇଂଲଣ୍ଡରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଏ ?

ଉତ୍ତର:- ଜୁନ ୮ ।

୧୦:- ଆମ ସୌରମଣ୍ଡଳରେ ସୂର୍ଯ୍ୟ ଚାରିପାଖେ କେତୋଟି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି ?

ଉତ୍ତର:- ୯ଟି ।

୧୧:- ଆମେରିକା କେଉଁ ଗ୍ରହର ସନ୍ଧାନ କରିବା ପାଇଁ ଗାଲିଲିଓ ନାମକ ରକେଟ ଅନ୍ତରୀକ୍ଷକୁ ପଠାଇ ଥିଲା ?

ଉତ୍ତର:- ବୃହସ୍ପତି ।

୧୨:- କଅଁଳିଆ ସେ ଛୋଟ ପିଲା, ଗୁମ୍ଫା ଭିତରେ ଗଲା ଝପଟି, ରାକ୍ଷସ ସେଠି ଥିଲେ ବତିଶ, ପିଲାଟି ସେଠି ହେଲା ପେଷି, ରକ୍ତ ବୋହିଲା ଧାର ଧାର, କହିବ ତାର ନାଁ ଟି କଣ ?

ଉତ୍ତର:- ପାନ ।

୧୩:- ବିଶ୍ଵର ସବୁଠାରୁ ମହଙ୍ଗା ଖଣିଜ ପଦାର୍ଥର ନାମ କ’ଣ ?

ଉତ୍ତର:- ୟୁରାନିୟମ ।

୧୪:- କେଉଁ ଦେଶ କେବେ ହେଲେ ସ୍ଵାଧୀନତା ଦିବସ ପାଳନ କରେ ନାହିଁ ?

ଉତ୍ତର:- ୟୁରାନିୟମ ।

୧୫:- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ?

ଉତ୍ତର:- ଅରୁଣାଚଳ ପ୍ରଦେଶ।

୧୬;- ତାହା କ’ଣ ଯାହା ଝିଅମାନେ ବର୍ଷକୁ ଥରେ କିଣନ୍ତି ?

ଉତ୍ତର;- ରାକ୍ଷୀ ।

ବନ୍ଧୁଗଣ ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *