Swapna Shastra: ସ୍ଵପ୍ନରେ ଶାରୀରିକ ସମ୍ପର୍କ ରଖିବାର ଅର୍ଥ କ’ଣ ?

ବନ୍ଧୁଗଣ, ସ୍ଵପ୍ନ ଅନେକ ପ୍ରକାରର ହୋଇଥାଏ । ଯଦି ଆପଣ କୌଣସି ସ୍ଵପ୍ନ ରେ ନିଜକୁ ସଂଭୋଗ କରିବାର ପାଇଥାନ୍ତି, ସମ୍ଭବତ ଏଭଳି ସ୍ଵପ୍ନ କୁ ଭୁଲିବା ଆପଣଙ୍କ ପକ୍ଷେ ମୁସ୍କିଲ ହୋଇଥାଏ । ସ୍ଵପ୍ନ ଶାସ୍ତ୍ରରେ ସମସ୍ତ ସ୍ଵପ୍ନର ବିଶେଷତ୍ଵ ବର୍ଣ୍ଣନା କରାଯାଇଅଛି । ଏହି ଶାସ୍ତ୍ର ରେ ସ୍ଵପ୍ନ ର ସମ୍ଭୋବିତ ହେବାର ବାସ୍ତବ ରେ ଅର୍ଥ ରହିଅଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ପରିଚିତ ବ୍ୟକ୍ତି ଙ୍କ ସହିତ ଏହିଭଳି ସ୍ଵପ୍ନ ଦେଖିଥାନ୍ତି ତେବେ ତାହା ଶୁଭ ହୋଇଥାଏ ।

ଏହାର ଅର୍ଥ ଏହା ଯେ ଯଦି ଆପଣ ବିବାହ ପାଇଁ ଯୋଗ୍ୟ ଥାନ୍ତି ଅଥବା ଆପଣଙ୍କ ଘରେ ବିବାହ ପ୍ରସ୍ତାବ ଚାଲୁଥାଏ ତେବେ ତାହା ସୁନିଶ୍ଚିତ ସଠିକ ହୋଇଯିବ । ଯଦି ଆପଣ ବିବାହ ଯୋଗ୍ୟ ଅବସ୍ଥାରେ ନାହାଁନ୍ତି ଅଥବା ପ୍ରଥମରୁ ବିବାହିତ ଅଛନ୍ତି, ତେବେ ସେହି ସ୍ଵପ୍ନ ଲକ୍ଷ୍ମୀ ପ୍ରଦାତା ଅଟେ । ଯାହାର ଅର୍ଥ ହେଲା ଆପଣଙ୍କ ପାଖକୁ ଧନ ଆସିବାର ଅଛି । ଏବଂ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କର କୃପାଦ୍ରୁଷ୍ଟି ହେବାକୁ ଯାଉଅଛି । ଯଦି ନବବିବାହିତା ସ୍ତ୍ରୀ କୁ ବାରମ୍ବାର ସମ୍ଭୋବ ର ସ୍ଵପ୍ନ ଦେଖାଯାଇଥାଏ ତେବେ ତାହା ତାଙ୍କ ଉପରେ ପ୍ରେତ ବାଧାର ସଙ୍କେତ ଦେଇଥାଏ ।

ଯଦି ଆପଣ ସ୍ଵପ୍ନ ରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ଭୋବ କରିଥାନ୍ତି ତେବେ, ସ୍ଵପ୍ନଶାସ୍ତ୍ର ରେ ଏହାର ୨ ଟି ଅର୍ଥ ମନେକରାଯାଇଅଛି । ପ୍ରଥମଟି ଆପଣ ନିଜର ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ବିତାଉଛନ୍ତି । ଅନ୍ୟଟି ହେଉଛି ଆପଣଙ୍କୁ ଆପଣଙ୍କ ଜୀବନସାଥୀଠାରୁ ଯାହା ଆଶା ଥିଲା ତାହା ଆପଣଙ୍କୁ ମିଳୁନାହିଁ ।

ଯଦି ଆପଣ ନିଜ ସ୍ଵପ୍ନ ରେ ପୂର୍ବ ପ୍ରେମୀ ତଥା ପ୍ରେମିକା ଙ୍କ ସହିତ ସମ୍ଭୋବ କରିଥାନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହାର ମଧ୍ୟ ୩ ଟି ଅର୍ଥ ଅଛି । ପ୍ରଥମ ଟି ହେଉଛି ଆପଣଙ୍କ ପୂର୍ବ ପ୍ରେମିକଙ୍କ ସହିତ ଶାରୀରିକ ସମ୍ପର୍କ ବହୁତ ଭଲ ରହିଥିଲା । ଦ୍ଵିତୀୟ ଟି ପୂର୍ବ ସାଥି ତୁଳନାରେ ନୂଆ ସାଥି ଙ୍କୁ ସେତିକି ପ୍ରେମ କରିପାରୁ ନାହାଁନ୍ତି ।

ଏବଂ ତୃତୀୟ ଟି ହେଉଛି ବର୍ତ୍ତମାନ ସମୟରେ ଆପଣଙ୍କ ଶାରୀରିକ ସମସ୍ୟା ପୂରଣ ହୋଇ ପାରୁନାହିଁ । କୌଣସି ପରିଚିତ ଙ୍କ ସହିତ ଦେଖିଥିବା ଏହିଭଳି ସ୍ଵପ୍ନ ଶୁକ୍ଲପକ୍ଷରେ ଅଧିକଥର ଦେଖିବାକୁ ମିଳିଥାଏ । ଏବଂ କୌଣସି ଅପରିଚିତ ଙ୍କ ସହିତ ଦେଖିଥିବା ଏହିଭଳି ସ୍ଵପ୍ନ କୃଷ୍ଣ ପକ୍ଷ ରେ ଅଧିକ ଦେଖିବାକୁ ମିଳିଥାଏ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *