ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।
୧;- ଶନିଦଶା ପଡିଲେ, କାଉ କୁ ଖାଇବାକୁ ଦିଅନ୍ତୁ ଏବଂ ଘୋଡା ନାଲ କୁ ଆଙ୍ଗୁଠିରେ ପିନ୍ଧିଲେ ମଙ୍ଗଳ ହୋଇଥାଏ ।
୨;- ଘରର ମୁଖ୍ୟଦ୍ଵାରରେ କଣ୍ଟା ଗଛ କିମ୍ବା ଭାଙ୍ଗିଯାଇଥିବା ଜିନିଷ କୁ ରଖନ୍ତୁ ନାହିଁ ।
୩;- ମାଟି ସୁରେଇରେ ପାଣି ରଖି ତାକୁ ଘରର ଉତ୍ତର ପୂର୍ବ କୋଣରେ ରଖିଲେ, ବାସ୍ତୁ ସମସ୍ୟା ଦୂର ହୋଇଥାଏ ।
୪;- ୭ ଟି ଦ୍ଵିତୀୟା ଚନ୍ଦ୍ର ଦର୍ଶନ କଲେ, ମନବାଞ୍ଛା ପୂର୍ଣ୍ଣ ହୋଇଥାଏ ।
୫;- ପୁରୁଷ ହୁଅନ୍ତୁ ଅଥବା ମହିଳା ବେକ କେବେ ଖାଲି ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ ।
୬;- ପ୍ରତିଦିନ ସକାଳେ ଦୁଇଟି ଲିମ୍ବପତ୍ର ଖାଇଲେ, ମୁହଁର ଦାଗ ଲିଭିବା ସହିତ ତେଜ ବଢିଥାଏ ।
୭;- ସକାଳୁ ଉଠି ବାସି ମୁହଁରେ ଏକ ଗ୍ଳାସ ପାଣି ପିଇଲେ ମଙ୍ଗଳ ହୋଇଥାଏ ।
୮;- ପିତୃ ମାତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ କିମ୍ବା ଅନ୍ୟର ଘରେ ଖାଆନ୍ତୁ ନାହିଁ ।
୯;- ଦିନ ସମୟରେ ଅଧିକାଂଶ ସମୟ ନୀରବ ରହିଲେ, ମଙ୍ଗଳ ହୋଇଥାଏ ।
୧୦;- ଭୂମି ଉପରେ ଆସନ ପାରି ବାସିକରି ଖାଇଲେ, ମଙ୍ଗଳ ହୋଇଥାଏ ।
୧୧;- ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡା ଲାଗୁଥିଲେ, ଦୁଇଟି ମୟୁରପଙ୍ଖ ବିବାହ ଆଲବମରେ ରଖିଲେ, ମଙ୍ଗଳ ହୋଇଥାଏ ।
୧୨;- ଗାଧୁଆ ଘରେ ଉଳଘ୍ନ ହୋଇ ଗାଧୋଇବା ଉଚିତ ନୁହେଁ, କାରଣ ପିତୃ ପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି ।
୧୩;- ସିନ୍ଧୁର ପିନ୍ଧିଲା ବେଳେ କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିଲେ, ଶୁଭ ହୋଇଥାଏ ।
୧୪;- ସନ୍ଧ୍ୟା ସମୟରେ ଖାଇବା, ଶୋଇବା ଏବଂ ପାଠ ପଢିବା ଉଚିତ ନୁହେଁ ।
୧୫;- ସକାଳୁ ଉଠିବା ପରେ ନିଜ ମୁହଁ ଆଇନ ରେ ଦେଖନ୍ତୁ ନାହିଁ, ଠାକୁର ଦର୍ଶନ କରି ସାରିବା ପରେ ଦେଖିବା ଉଚିତ ।
୧୬;- ଯଦି ପୁରୁଷ ଙ୍କ ଡାହାଣ ପାପୁଲି ଏବଂ ମହିଳା ଙ୍କ ବାମ ହାତ ପାପୁଲି କୁଣ୍ଡାଇ ହୁଏ ତେବେ ଧନପ୍ରାପ୍ତି ହୁଏ ।
୧୭;- ଦୋକାନ ଘରର ମୁଖ୍ୟ ଦ୍ଵାର ଉପରେ ଲାଲ ରଙ୍ଗର ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ ।
୧୮;- ଗ୍ରହଣ ଲାଗିବା ସମୟରେ କିଛି ଖାଇବା ଉଚିତ ନୁହେଁ, ଏବଂ ଗ୍ରହଣ ପରେ ଗାଧୋଇବା ଉଚିତ ।
୧୯;- ପୋଡିଯାଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ କିମ୍ବା ନିଆଁ ପରି କଣା ହୋଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ