Ajira Upadesha- ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗି ରହୁଛି କି ? ଦେଖନ୍ତୁ କିପରି ଦୂର କରିବେ ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ କେତେ ନିଆରା ଓ ଗଭୀର । ଦୁହିଙ୍କ ସମ୍ପର୍କ ଏତେ ଗଭୀର ଯେ ଦୁହେଁ ପରସ୍ପରର ପରିପୂରକ ଅଟନ୍ତି ଯାହା ଆମ ଶାସ୍ତ୍ର ରେ କୁହା ଯାଇଛି । କିନ୍ତୁ ବର୍ତ୍ତମାନର ସମାଜରେ ଏମିତି କା ସ୍ଵାମୀ ସ୍ତ୍ରୀ ମିଳିବା ବହୁତ କାଠିକର ପାଠ ହେଲାଣି । କାରଣ ଆଜିକାଲି ଦୁନିଆରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଛି । କେତେବେଳେ ସ୍ଵାମୀ ନିଶା ସେବନ କରି ଆସି ସ୍ତ୍ରୀ ସହ ଝଗଡା କରୁଛି ତ ଆଉ କେତେବେଳେ ଦୁହିଙ୍କ ମଧ୍ୟରେ କିଛି କାରଣ ରୁ ପାରିବାରିକ କଳହ ଲାଗି ରହୁଛି ।

ଯାହା ଦ୍ଵାରା ଦୁହିଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହେଉଛି । ଆଜି ଆମେ ଆପଣ ମାନଙ୍କୁ ସ୍ଵାମୀ ସ୍ତ୍ରୀ ଙ୍କ ଝଗଡା ଦୂର କରିବା ପାଇଁ ଏକେ ଉପାୟ ବିଷୟରେ କହିବାକୁ ଯାଉଛୁ । ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ ତାହା ଦୂର କରିବା ପାଇଁ ଏକ ସହଜ ଓ ସରଳ ଉପାୟ ରହିଛି ।

ତେବେ ସେହି ଉପାୟ ଟି ଏହୁଛି ସ୍ଵାମୀ ଙ୍କ ବୟସ ଯେତିକି ହୋଇଥିବ ଠିକ ସେହି ଅନୁସାରେ କିଛି ଶୁଖିଲା ଲନକ ଆଣିବେ । ଏହାର ଅର୍ଥ ହେଉଛି ଆପଣଙ୍କର ସ୍ଵାମୀ ଙ୍କ ବୟସ ଯେତେ ହୋଇଥିବ ତାହାକୁ ଦ୍ରୁଷ୍ଟି ରେ ରଖି ଶୁଖିଲା ଲଙ୍କା ନେବେ । ସେହି ଶୁଖିଲା ଲଙ୍କା ରେ ଯେମିତି ଡେମ୍ଫ ଲାଗିଥିବା । ଏହି କଥା ଟି କେବେ ବି ସ୍ଵାମୀ ଜାଣିବା ଉଚିତ ନୁହେଁ ।

ଯେଉଁ ସମୟରେ ଆପଣଙ୍କ ସ୍ଵାମୀ ଘରେ ଉପସ୍ଥିତ ଥିବେ ସେହି ସମୟରେ ତାଙ୍କ ବୟସ ଅନୁଯାୟୀ ସେତିକି ଟି ଶୁଖିଲା ଲଙ୍କା ଆଣି ତାକୁ ଘରେ ନିଆଁ ଲଗାଇ ଜାଲି ଦିଅନ୍ତୁ । ଏହି ଉପାୟ ଟି ସ୍ତ୍ରୀ କରିବା ସମୟରେ ଯେପରି ସ୍ଵାମୀ ତାଙ୍କୁ ନ ଦେଖନ୍ତି ସେଥିପ୍ରତି ଧ୍ୟାନ ଦେବା ଉଚିତ । ଶୁଖିଲା ଲଙ୍କା ଜଳିବା ପରେ ଘରେ ଧୂଆଁ ହେବ ଯାହା ଦ୍ଵାରା ସ୍ଵାମୀ ଙ୍କ ମନରେ ନିଜ ସ୍ତ୍ରୀ ଙ୍କ ପାଇଁ ଯାହା ସବୁ ଖରାପ ଚିନ୍ତାଧାରା ରହିଥିଲା ତାହା ନିଶ୍ଚିନ୍ତ ଭାବେ ଦୂର ହେବ ।

ଏହି ଛୋଟ ଉପାୟ ଟି କରିବା ଦ୍ଵାରା ସବୁ ଦିନ ପାଇଁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *