ସ୍ଵାମୀ ପର ନାରୀ ସହ ସମ୍ପର୍କ ରଖିଲେ ସ୍ତ୍ରୀ କଣ କରିବା ଉଚିତ ?

ବନ୍ଧୁଗଣ, ଯଦି ପତି ପତ୍ନୀ ଙ୍କ ସମ୍ପର୍କ କୌଣସି କାରଣ ବଶତ ଖରାପ ହୋଇଯାଏ ତେବେ ସମ୍ପର୍କ ର ପ୍ରଭାବ ଏତେ ପଡେ ପରିବାର ସହିତ ସମାଜ କୁ ମଧ୍ୟ ଏକ ଖରାପ ବାର୍ତ୍ତା ଯାଇଥାଏ । ପୁରୁଷ ମାନେ ମହିଳା ମାନଙ୍କୁ ଧୋକା ଦେଇଥାନ୍ତି, ମହିଳା ମାନେ ମଧ୍ୟ ପୁରୁଷ ମାନଙ୍କୁ ଧୋକା ଦେଇଥାନ୍ତି । ମାତ୍ର ମହିଳା ମାନଙ୍କ ପରିବାର ଟିକିଏ କମ ରହିଥାଏ । ସାଧାରଣତ ମହିଳା ମାନେ ନିଜର ପିଲା ନିଜର ସ୍ଵାମୀ ତଥା ନିଜର ପରିବାରକୁ ବହୁତ ଭଲ ପାଇଥାନ୍ତି ଏବଂ ସେମାନଙ୍କୁ ସାଥିରେ ନେଇ ରହିବାକୁ ବେସ ଭଲ ପାଇଥାନ୍ତି ।

କିଛି ପୁରୁଷ ଅଛନ୍ତି ସେମାନଙ୍କ ପ୍ରକୃତି ହିଁ ସେହିଭଳି ଥାଏ । ବହୁତ ପୁରୁଷ ଅଛନ୍ତି ଯେଉଁ ମାନେ କହିଥାନ୍ତି ଯେ ଆମ୍ଭେ ଆମ୍ଭ ପତ୍ନୀ ଙ୍କ ଠାରୁ ସନ୍ତୁଷ୍ଟ ହେଲୁ ନାହିଁ ତେଣୁ ଆମ୍ଭେ ଅନ୍ୟ ନାରୀ ଙ୍କ ପାଖକୁ ଗଲୁ । ଯଦି ଏହିଭଳି ଆପଣଙ୍କ ସ୍ଵାମୀ କରୁଥାନ୍ତି ତେବେ ଆପଣ କିଛି ନ କରି ତାଙ୍କୁ ସେହି ରାସ୍ତାରେ ଯିବାକୁ ଦିଅନ୍ତୁ । ମାତ୍ର ସମୟ ପରେ ସେ ନିଜେ ଆପଣଙ୍କ ପାଖକୁ ଆସି ଆପଣଙ୍କୁ କ୍ଷମା ପ୍ରାର୍ଥନା ନିଶ୍ଚିତ ଭାବରେ କରିବେ ।

ଆପଣ ନିଜକୁ ନିଜେ ଟାଣ ହୋଇ ରୁହନ୍ତୁ । ସ୍ଵାମୀ ଯଦି ପରଆଡେ ଯାଉଛି ତାଙ୍କୁ ଯିବାକୁ ଦିଅନ୍ତୁ । ଆପଣ ମାନେ ଦିନେ ସନମାନିତ ନିଶ୍ଚିତ ଭାବରେ ହେବେ । ମାତ୍ର ଯଦି ସ୍ଵାମୀ ଙ୍କ କଥା ଚିନ୍ତା କରି ସୁଇସାଇଡ କରିଦେବେ ତଥା ଜୀବନ ହାରିଦେବେ ତେବେ କ’ଣ ହେବ ?

କେତେକ ମହିଳା ଅଛନ୍ତି ଯେଉଁ ମାନଙ୍କ ସ୍ଵାମୀ ଯଦି ଅନ୍ୟତ୍ର କେଉଁଠାକୁ ଯାଉଛନ୍ତି ତେବେ ସେମାନେ ନିଜ ସ୍ଵାମୀ ଙ୍କୁ ଭୁଲି ନିଜ ପିଲା କିଭଳି ବଡ ହେବେ ତଥା ନିଜେ କିପରି ଇନ୍କମ କରିବେ ସେ ବିଷୟରେ ଚିନ୍ତା କରିଥାନ୍ତି । ସେମାନେ ନିଜ ପିଲାଙ୍କୁ କିଭଳି ପାଠ ପଢାଇ ଭଲ ମଣିଷ କରିବେ ସେ ବିଷୟରେ ଚିନ୍ତା କରିଥାନ୍ତି । ଏବଂ ସେମାନେ ସେହିଭଳି ମଧ୍ୟ କରନ୍ତି ଏବଂ ତାଙ୍କ ପୁଅ ବଡ ହୋଇ ଭଲ ରାଙ୍କ ରେ ଚାକିରି ପାଇଥାନ୍ତି ।

ମାତ୍ର ଏହିଭଳି ମହିଳାଙ୍କ ସ୍ଵାମୀ ଅନ୍ୟ ମହିଳାଙ୍କ ପାଖକୁ ଯାଇ ସେଠାରେ ସେ ପ୍ରାଣ ହରାଇଛନ୍ତି । ମାତ୍ର ଆପଣ ଗୋଟିଏ କଥା ର ଧ୍ୟାନ ରଖିଥିବେ ଯେ ଯେଉଁ ପୁରୁଷ ମାନେ ଏହିଭଳି କାମ କରିଛନ୍ତି ସେମାନଙ୍କ ମୃ-ତ୍ୟୁ ବହୁତ ଶୀଘ୍ର ହୋଇଯାଉଅଛି । ଅନ୍ୟକୁ ଧୋକା ଦେଇଥିବା ମଣିଷ କେବେ ମଧ୍ୟ ଶାନ୍ତି ରେ ରହିପାରି ନଥାଏ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *