ସ୍ବାମୀଙ୍କୁ କିପରି ଖୁସିରେ ରଖିବେ ? କଣ କଲେ ସ୍ଵାମୀ-ସ୍ତ୍ରୀ ସମ୍ପର୍କରେ କେବେ ବି ଆସିବ ନାହିଁ ଫାଟ

ବନ୍ଧୁଗଣ ପ୍ରତେକ ନାରୀ ବିବାହ ପରେ ନିଜ ସ୍ବାମୀଙ୍କ ସହ ଖୁସିରେ ରହିବାକୁ ଚାହିଁ ଥାନ୍ତି । ଯେବେ ଗୋଟେ ନାରୀ ନୂଆ ହୋଇ ବାହା ହୋଇକି ଆସିଥାନ୍ତି ସେତେବେଳେ ସ୍ଵାମୀ ମାନେ ତାଙ୍କ ସ୍ତ୍ରୀ ଙ୍କ କଥା ଶୁଣିଥାନ୍ତି । କିନ୍ତୁ ବିବାହର କିଛି ଦିନ ପରେ ଏମିତି କିଛି ହୁଏ ନାହି । ଏହାର କାରଣ ହେଉଛି ଯେବେ ଆପଣ ବାହା ହୋଇ ଆସିଥାନ୍ତି ସେତେବେଳେ ଆପଣଙ୍କର ବ୍ୟବହାର, କଥାବାର୍ତ୍ତା ସ୍ଵାମୀଙ୍କ ପ୍ରତି ଠିକ ରହିଥାଏ ।

କିନ୍ତୁ ଯେବେ ନାରୀ ମାନେ ପୁରୁଣା ହୋଇ ଯାନ୍ତି ସେତେବେଳେ ସ୍ବାମୀଙ୍କ ସହ କଳହ ଆରମ୍ଭ ହୋଇଯାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ ସ୍ଵାମୀ ଙ୍କୁ କିପରି ସ୍ତ୍ରୀ ଖୁସି ରେ ରଖି ପାରିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ସ୍ଵାମୀଙ୍କୁ ଖୁସି ରେ ରଖିଲେ ସ୍ତ୍ରୀ ନିଜେ ଖୁସିରେ ରହିବେ । ଯଦି ସ୍ଵାମୀ ଦୁଖରେ ରହିବେ ତେବେ ସ୍ତ୍ରୀ ବି ଦୁଖରେ ରହିବେ । ଏଥିପାଇଁ ଯଦି ଆପଣଙ୍କ ସ୍ଵାମୀ ବାହାରକୁ ଯାଉଛନ୍ତି ବା କାମ ଧନ୍ଦା ରୁ ଫେରୁଛନ୍ତି ଘରକୁ ସେହି ସମୟରେ ସ୍ବାମୀଙ୍କ ସହ ବ୍ଯବହାର ଠିକ ରଖନ୍ତୁ ।

କେବେ ବି ସ୍ଵାମୀ ଘରକୁ ଫେରିବା ପରେ ଘରର କୌଣସି କଥା କୁହନ୍ତୁ ନାହି । ଏହା ଦ୍ଵାରା ସେ ରାଗିବେ । ଏସବୁ କଥା ସେତେବେଳେ କହିବେ ଯେବେ ଆପଣ ଶୋଇବାକୁ ଯିବେ । ଯାହା ଦ୍ଵାରା ସେ କଥାତୁ ଶୁଣିବେ । ଯେବେ ସ୍ଵାମୀ ଘରକୁ ଫେରିବା ପରେ ଆପଣ ରାଗିକି କିଛି କହିବେ ତେବେ ଝଗଡା ଅଧିକ ହେବ । ସ୍ଵାମୀ ଘରକୁ ଫେରିବା ପରେ ସ୍ତ୍ରୀ ମୁହଁ ରେ ଗୋଟେ ସ୍ମାଇଲ ରହିବା ଉଚିତ ।

ଯାହା ଦ୍ଵାରା ସ୍ଵାମୀ ଯେତେ ଦୁଖରେ ଥିଲେ ବି ସ୍ତ୍ରୀ ର ଫେସ ଦେଖି ସବୁ ଦୁଖ ଭୁଲିଯିବେ । ସ୍ଵାମୀ ଘରକୁ ଆସିବା ପରେ ପ୍ରଥମେ ତାଙ୍କୁ ଥଣ୍ଡା ପାଣି ଦିଅନ୍ତୁ ସେ ମାଗନ୍ତୁ କି ନ ମାଗନ୍ତି । ଯଦି ଆପଣଙ୍କ ସ୍ଵାମୀ ବାହାରେ ଖାଇକି ଆସିଥାନ୍ତି ତେବେବି ଆପଣ ପଚାରନ୍ତୁ ଖାଇବାକୁ ଦେବି କି ନାହିଁ ।

ଖାଇବା ପରେ ଆପଣଙ୍କ ମରେ ଯାହା ଅଭିଯୋଗ ଅଛି ସେତେବେଳେ କହିପାରିବେ । ସ୍ଵାମୀ ମାନେ ଭଲ ମୁଡ ରେ ଥିବା ବେଳେ ତାଙ୍କୁ ସବୁ କଥା କହି ପାରିବେ । ଯଦି ଆପଣଙ୍କ ସ୍ଵାମୀ ପରଫେକ୍ଟ ନାହାନ୍ତି ତେବେ ତାଙ୍କୁ ପରଫେକ୍ଟ କରନ୍ତୁ । ଯଦି ସ୍ବାମୀଙ୍କ ଇନକମ କମ ଅଛି ତେବେ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ ।

ସ୍ବାମୀଙ୍କ ଇନକମ ଯେତିକି ଅଛି ସେଥିରେ ସନ୍ତୁଷ୍ଟ ହେବା ଉଚିତ ସ୍ତ୍ରୀ ମାନେ । ଏହା ସହ ସ୍ଵାମୀଙ୍କ ପାଇଁ କିଛି ନା କିଛି ଗିଫ୍ଟ ଆଣନ୍ତୁ ଆଉ ତାଙ୍କୁ ଦିଅନ୍ତୁ । ସ୍ତ୍ରୀ ମାନେ ପ୍ରାୟତଃ ନାଲି ଶାଢୀ ପିନ୍ଧିବା ସହ ମଥାରେ ସିନ୍ଦୁର ପିନ୍ଧିବା ଉଚିତ । ଏହି ସବୁ ଉପାୟ କରିବା ଦ୍ଵାରା ସ୍ଵାମୀ ସବୁବେଳେ ଖୁସି ରେ ରହିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *