ସ୍ଵାମୀ ପର ନାରୀ ସହ ସମ୍ପର୍କ ରଖିଲେ ସ୍ତ୍ରୀ କଣ କରିବା ଉଚିତ ? ସବୁ ସ୍ତ୍ରୀ ମାନେ ନିଶ୍ଚୟ ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି । ଏବଂ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ । ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଏବଂ ନାରୀ ମାନଂକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ ।

ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନ-ର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅ-ପ-ମା-ନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ । ବିବାହ ଏକ ପବିତ୍ର ବନ୍ଧନ ବିବାହ କେବଳ ଦୁଇ ଜଣ ବ୍ୟକ୍ତି ଙ୍କ ଭିତରେ ନୁହେଁ ଦୁଇ ପରିବାର ଭିତରେ ହୋଇଥାଏ ।

କିନ୍ତୁ ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତି । ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖ ମୟ ହୋଇଥାଏ । କିନ୍ତୁ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃଖ ର ଲହରୀ ଆସିଯାଏ । ତେଣୁ ବିବାହ ସର୍ଵଦା ଭାବି ଚିନ୍ତି ଏବଂ ସତର୍କତା ର ସହିତ କରିବା ଆବଶ୍ୟକ । ତେବେ ସ୍ୱାମୀ ଯେତେବେଳେ ପର ସ୍ତ୍ରୀ ର ପ୍ରେମ ରେ ପଡ଼ିଯାଏ ଏବଂ ନିଜ ପତ୍ନୀ କୁ ଧୋ-କା ଦେଇଥାଏ ତେବେ ସେତେବେଳେ ଜଣେ ପତ୍ନୀ ଙ୍କୁ କଣ କରିବା ଉଚିତ ସେହି ବିଷୟ ରେ ଆଲୋଚନା କରିବା ଏବଂ ଦୁଇଟି କାହାଣୀ ଶୁଣିବା ଯାହା ଦ୍ୱାରା ଭଲ ଭାବରେ ଆମେ ବୁଝି ପାରିବା । ତେବେ ଆସନ୍ତୁ ଜାଣିନେବା ।

ପ୍ରଥମ କାହାଣୀ ରେ ଏକ ପରିବାର ରେ ସ୍ୱାମୀ ସ୍ତ୍ରୀ ତାଙ୍କ ଏବଂ ଅନ୍ୟ ସଦସ୍ୟ ମାନେ ମଧ୍ୟ ରହୁଥିଲେ । ତେବେ ସ୍ୱାମୀ ଯିଏ ସେ ଅନ୍ୟ ସ୍ତ୍ରୀ ର ଚକର ରେ ପଡିଗଲେ କିନ୍ତୁ ସେ ନିଜର ପିଲାଙ୍କ କଥା ସ୍ତ୍ରୀ ଘର କଥା ବୁଝୁଥିଲେ । ତେବେ ଏହି କଥା ଯେତେବେଳେ ସ୍ତ୍ରୀ କୁ ଜଣା ପଡିଲା ସେତେବେଳେ ସେ ନିଜ ସ୍ୱାମୀ ଙ୍କ ସହ ବହୁତ ଝ-ଗ-ଡା କରିବାକୁ ଲାଗିଲେ ତେବେ ସ୍ୱାମୀ ବିରକ୍ତ ହୋଇ ଆଉ ଘରକୁ ଫେ-ରି-ଲେ ନାହିଁ ଏବଂ ପଇସା ଅଭାବ ରୁ ସ୍ତ୍ରୀ ନିଜ ପିଲାଙ୍କୁ ନେଇ ନିଜ ବାପ ଘରେ ରହିବାକୁ ଲାଗିଲେ ଏହା ପରେ ତାଙ୍କ ଦେଢଶୁର ଏବଂ ଯାଆ ଆସି ପିଲାଙ୍କୁ ନେଇଗଲେ ।

ତେବେ ପିଲାମାନେ ଯେତେବେଳେ ବଡ଼ ହେଲେ ସେତେବେଳେ ତାଙ୍କ ମାଆ ସର୍ଵଦା ସେଇ କଥା କହି କାନ୍ଦିବାକୁ ଲାଗିଲେ ତେବେ ଧୀରେ ଧୀରେ ପିଲାମାନେ ମଧ୍ୟ ତାଙ୍କ ଠାରୁ ଦୂରେଇ ଗଲେ । ତେବେ ଧୋର୍ୟ୍ଯ ହରା ହେବା ଯୋଗୁଁ ତାଙ୍କ ଠାରୁ ସମସ୍ତେ ଦୁରେଇ ଗଲେ ଏବଂ ଶେଷ ରେ ସେ ଆ-ତ୍ମ-ହ-ତ୍ୟା କରିଦେଲେ । ଦ୍ଵିତୀୟ କାହାଣୀ ରେ ମଧ୍ୟ ଏହି ଭଳି ସ୍ୱାମୀ ଜଣକ ଅନ୍ୟ ସ୍ତ୍ରୀ ର ପଛରେ ପଡିଗଲେ କିନ୍ତୁ ଏହି କାହାଣୀ ରେ ସେହି ମହିଳା ଙ୍କ କୌଣସି ସନ୍ତାନ ନଥିଲା ତେବେ ଯେତେବେଳେ ତାଙ୍କୁ ନିଜ ସ୍ୱାମୀ ଙ୍କ ର ଏହି ସବୁ କଥା ଜଣା ପଡିଲା ଏବଂ ସ୍ଵାମୀ ଘରକୁ ନଫେରିବା ଯୋଗୁଁ ସେ ନିଜ ବଡ଼ ଭାଇଙ୍କ ଝିଅ କୁ ନିଜ ଝିଅ କରି ପାଳନ କଲେ ଏବଂ ତାର ବହୁତ ଭଲ ସ୍ଥାନରେ ବିବାହ ମଧ୍ୟ କରାଇଲେ ।

ତେବେ ଶେଷ ରେ ତାଙ୍କ ସ୍ୱାମୀ ବହୁତ ସିରିୟସ ହୋଇ ଯାଇଥିଲେ ଯାହାକି ତାଙ୍କ ନିଜ କର୍ମ ଏ ଫଳ ଥିଲା ତେବେ ସେହି ପର ନାରୀ ଏବଂ ତାଙ୍କ ପିଲାମାନେ ମଧ୍ୟ ତାଙ୍କୁ ଘରୁ ବାହାର କରିଦେଲେ ଏବଂ ଶେଷ ରେ ସେ ନିଜ ଗାଁ ଏବଂ ଘରକୁ ଆସିଲେ ଏବଂ ତାଙ୍କ ସ୍ତ୍ରୀ ହିଁ ତାଙ୍କର ସେବା କରିଥିଲେ ଏବଂ ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ଭୁଲ ମାଗିଲେ ଏବଂ ଶେଷରେ ସେ ମୃତ୍ୟୁ ବରଣ କରି ଦେଇଥିଲେ । ତେବେ ଏହି ଦୁଇଟି କାହାଣୀ ରୁ ଏହା ଜଣା ପଡିଲା କି ନିଜ କର୍ମ ର ଫଳ ନିଶ୍ଚିତ ମିଳିଥାଏ କିନ୍ତୁ କେବଳ ଶାନ୍ତି ଭାବେ ଧୋର୍ୟ୍ଯ ରଖିବାକୁ ପଡିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *