Swapna Shastra-ସ୍ଵପ୍ନରେ ସମ୍ବନ୍ଧ ବନେଇବାର ଅର୍ଥ କଣ ? ନିଶ୍ଚୟ ଦେଖନ୍ତୁ…

ସ୍ଵପ୍ନ ଅନେକ ପ୍ରକାରର ହୋଇଥାଏ । କିନ୍ତୁ ଯଦି ସ୍ଵପ୍ନରେ ଆପଣ ନିଜକୁ ସଂଭୋଗ କରିବାର ଦେଖନ୍ତି ତେବେ ଏହାର ଅର୍ଥ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି । ତେବେ ଶାସ୍ତ୍ରରେ ସ୍ଵପ୍ନ ଶାସ୍ତ୍ରକୁ ବହୁତ ପ୍ରାଧାନ୍ଯ ଦିଆଯାଇଅଛି । ଏହି ଶାସ୍ତ୍ରରେ ସ୍ଵପ୍ନରେ ସଂଭୋଗ କରିବାର ବାସ୍ତବ ଜୀବନରେ ଏହାର ଅର୍ଥ ବିଷୟରେ କୁହାଯାଇଛି । ତେବେ ଏହା ପଛରେ ସଠିକ କାରଣ କଣ ରହିଛି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଆପଣଙ୍କୁ ଯଦି ସଂଭୋଗ କରୁଥିବା ନିଜ ଲୋକଙ୍କ ସହ ଅନ୍ୟ ଲୋକଙ୍କ ସହ ଦେଖାଦିଏ ତେବେ ଏହାକୁ ସ୍ଵପ୍ନ ଶସ୍ତ୍ରରେ ଏହାର ଅର୍ଥ କୁହାଯାଇଛି । ଯେମିତି ଯଦି ଆପଣ ନିଜ ଲୋକଙ୍କ ଶ ସଂଭୋଗ କରିବାର ଦେଖନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ହେଉଛି ଯଦି ଆପଣଙ୍କର ବିବାହ ପାଇଁ ବୟସ ହୋଇଛି ବା ବିବାହ ପ୍ରସ୍ତାବ ପଡୁଥାଏ ତେବେ ବିବାହ ସ୍ଥିର ହୋଇପାରେ ।

ଯଦି ଆପଣଙ୍କର ବାହାଘର ସାରିଛି ବା ବିବାହ ପାଇଁ ଯୋଗ୍ୟ ହୋଇ ନାହାନ୍ତି ତେବେ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ । ଯାହାର ଅର୍ଥ ହେଉଛି ଆପଣଙ୍କୁ ଧନର ବର୍ଷା ହେବାକୁ ଯାଉଛି । ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି । ଯଦି ନବ ବିବାହିତା ନାରୀଙ୍କୁ ସ୍ଵପ୍ନରେ ସଂଭୋଗ କରିବାର ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ତେବେ ତାଙ୍କ ଉପରେ ଖରାପ ଶକ୍ତିର ବାସ ରହିବାର ସଂକେତ ଦେଇଥାଏ ।

ଏଭଳି ନାରିଙ୍କ ମନରେ ଖରାପ ଚିନ୍ତାଧାରା ଆସିଥାଏ । ଏହାର ବିପରୀତ ଯଦି ଆପଣ ନିଜକୁ ଅଜଣା ବ୍ୟକ୍ତି ସହ ସଂଭୋଗ କରିବାର ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଉପରେ ଖରାପ ଶକ୍ତିର ଊର୍ଜା ପ୍ରଭାବ ବୃଦ୍ଧି ପାଉଛି । କିନ୍ତୁ ସ୍ଵପ୍ନରେ ଯଦି ସ୍ଵାମୀ ସ୍ତ୍ରୀ ନିଜ ଭିତରେ ସଂଭୋଗ କରୁଛନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଏହାର ୨ଟି ଅର୍ଥ ରହିଛି ।

ପ୍ରଥମ କଥା ଦୁହିଙ୍କ ଦାଂପତ୍ଯ ଜୀବନ ବହୁତ ଭଲ ହୋଇଥାଏ । ଅନ୍ୟଟି ହେଉଛି ଆପଣଙ୍କୁ ସ୍ବାମୀଙ୍କ ଠାରୁ ଆନନ୍ଦ ନ ମିଳିପାରେ ଯାହାକି ଅଭିଳାଷ ଥାଏ । ଯଦି ଆପଣ ସ୍ଵପ୍ନରେ ପୂର୍ବ ପ୍ରେମୀ ବା ପ୍ରେମିକାଙ୍କ ସହ ସଂଭୋଗ କରିବାର ଏହାର ୩ଟି ଅର୍ଥ ମାନାଯାଇଛି । ପ୍ରଥମଟି ଆପଣ ଆପଣଙ୍କର ପୂର୍ବ ପ୍ରେମୀ ସହ ଶାରୀରିକ ସମ୍ପର୍କ ବହୁତ ଭଲ ରହିଛି । ଦିତୀୟଟି ଆପଣ ନିଜ ପୂର୍ବ ପ୍ରେମୀଙ୍କ ତୁଳନାରେ ନିଜ ସ୍ବାମୀଙ୍କ ସହ ସେତିକି ଭଲ ପାଇବା ହୋଇ ନ ଥାଏ ।

ତୃତୀୟଟି ଆପଣଙ୍କ ଆବଶ୍ୟକତା ଅନୁଯାୟୀ ବା ପୂର୍ବ ପ୍ରେମିକାଙ୍କ ତୁଳନାରେ ବର୍ତ୍ତମାନର ସମ୍ପର୍କ ଭଲ ହୋଇ ନ ଥାଏ । ଏହି ୨ ପ୍ରକାରର ସ୍ଵପ୍ନ ଛଡା ଆଉ ଏକ କଥା ହେଉଛି କିଛି ନିଜ ଲୋକଙ୍କ ସହ ସଂଭୋଗ କରୁଥିବା ସ୍ଵପ୍ନ ଶୁକ୍ଲପକ୍ଷରେ ବହୁତ ଆସିଥାଏ । ଅଜଣା ଲୋକ ସହ ସଂଭୋଗ କରୁଥିବା ସ୍ଵପ୍ନ କୃଷ୍ଣପକ୍ଷରେ ଅଧିକ ଆସିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *