Jyotish Shastra- ୧୦ ଜୁନ ୨୦୨୧, ସୂର୍ଯ୍ୟ ପରାଗ ରେ ୪ ଟି ରାଶି ହେବେ ମହା କୋଟିପତି, ଦେଖନ୍ତୁ କଣ ଏଥିରେ ଆପଣଙ୍କ ରାଶି ଅଛି ?

ନମସ୍କାର ବନ୍ଧୁଗଣ ଏହି ମାସ ୧୦ ତାରିଖ ରେ ହେବାକୁ ଯାଉଛି ସୂର୍ଯ୍ୟ ପରାଗ । ଏହା ବର୍ଷ ୨୦୨୧ ର ପ୍ରଥମ ସୂର୍ଯ୍ୟ ପରାଗ । ଯାହାକି ଜ୍ୟୋଷ୍ଠ ମାସ ଅମାବାସ୍ୟା ତିଥିରେ ଲାଗିବ ।

ଏହି ସୂର୍ଯ୍ୟ ପରାଗ ଯୋଗୁଁ ଅନେକ କିଛି ବିଶେଷ ଘଟଣା ମଧ୍ୟ ଘଟିବାକୁ ଯାଉଛି । ତାଛଡା ଶନି ଗ୍ରହ ଏହି ସମୟରେ ବିକ୍ରିୟ ଅବସ୍ଥାରେ ରହିବେ । ଠିକ ସେହି ସମୟରେ ରାହୁ ଏବଂ ସୂର୍ଯ୍ୟ ଙ୍କ ର ମଧ୍ୟ ଜ୍ୟୋତି ହୋଇ ରହିବ । ଏହା ଯୋଗୁଁ କେତେ ଗୁଡିଏ ଦୁର୍ଲଭ ସଂଯୋଗ ର ମଧ୍ୟ ନିର୍ମାଣ ହେବ । ଏହାର ପ୍ରଭାବ ମଧ୍ୟ କିଛି ରାଶି ମାନଙ୍କ ଉପରେ ଭଲ ପଡିବ ଏବଂ ସେମାନେ ଧନ ରତ୍ନ ଲାଭ କରିବେ ଏବଂ କିଛି ରାଶି ମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବ ଏବଂ ସେମାନଙ୍କ ସହ ବିଭିନ୍ନ ସମସ୍ୟା ମଧ୍ୟ ଲାଗି ରହିବ । ତେବେ ଆସନ୍ତୁ ଜାଣିନେବା ସେହି ଶୁଭ ରାଶି ମାନଙ୍କ ବିଷୟରେ ।

ତେବେ ଏହି ସୂର୍ଯ୍ୟ ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ କୌଣସି ଗର୍ଭବତୀ ମହିଳା ମାନେ ଏହି ସୂର୍ଯ୍ୟ ପରାଗ ସମୟରେ ବାହାରକୁ ଯାଆନ୍ତୁ ନାହିଁ ନଚେତ ତାର କୁପ୍ରଭାଵ ଆପଣ ଙ୍କ ପିଲା ଉପରେ ପଡିବ । ଏହି ସୂର୍ଯ୍ୟ ପରାଗ ଲାଗିବାର ସମୟ ହେଉଛି ଦିବା ୧:୪୧ ମିନିଟରୁ ସନ୍ଧ୍ୟା ୬:୩୦ ମିନିଟରେ ଏହା ଶେଷ ହେବ ।

୧- ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ମିଥୁନ ରାଶି । ମିଥୁନ ରାଶି ଙ୍କ ପାଇଁ ଏହା ବହୁତ ଶୁଭ ଅଟେ । ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ସବୁ ଶୀଘ୍ର ସମ୍ପନ୍ନ ହୋଇଯିବ ଏବଂ ଧନ ର ମଧ୍ୟ ଲାଭ ହେବ । ବ୍ୟବସାୟ ରେ ମଧ୍ୟ ଉନ୍ନତି କରିବେ । ସମାଜ ରେ ମାନ ସମ୍ମାନ ମଧ୍ୟ ବଢିବ । ଏହା ସହିତ ଲୋକପ୍ରିୟତା ମଧ୍ୟ ବଢିବ ।

୨- ଦ୍ଵିତୀୟ ଭାଗ୍ୟଶାଳୀ ରାଶି ହେଉଛି କନ୍ୟା ରାଶି । ଏହି ରାଶି ମାନେ ମଧ୍ୟ ବହୁତ ଶୁଭ ଅଟେ । ଭାଗ୍ୟ ବହୁତ ଶୀଘ୍ର ପରିବର୍ତ୍ତନ ମଧ୍ୟ ହେବ । ବିବାହ ଆଦି କାର୍ଯ୍ୟ ମଧ୍ୟ ଶୀଘ୍ର ସଂପନ୍ନ ହୋଇଯିବ । ନୂଆ ମିତ୍ର ବନେଇ ପାରିବେ ଏବଂ ଲୋକପ୍ରିୟତା ମଧ୍ୟ ବଢିବ । ବ୍ୟବସାୟ ଏବଂ ଚାକିରୀ ରେ ମଧ୍ୟ ଉନ୍ନତି ହେବ ।

୩- ତୃତୀୟ ରାଶି ହେଉଛି ମକର ରାଶି । ଏହି ରାଶି ମାନଙ୍କ ଭାଗ୍ୟ ମଧ୍ୟ ବହୁତ ଭଲ ଏବଂ ଶୁଭ ଅଟେ । ଆପଣ ଙ୍କୁ ଧନ ର ଲାଭ ହେବ ଜୀଵନ ରେ ଅନେକ ଶୁଭ କାର୍ଯ୍ୟ କରି ପାରିବେ । ଆପଣ ଙ୍କ ଦ୍ଵାରା ନିଆ ଯାଇଥିବା ପ୍ରତ୍ୟେକ ଟି ନିର୍ଣ୍ଣୟ ଶୁଭ ଏବଂ ସଠିକ ହେବ । ବ୍ୟବସାୟ ଆଦି ରେ ଉନ୍ନତି ମଧ୍ୟ କରିବେ ।

୪- ଚତୁର୍ଥ ରାଶି ହେଉଛି ମୀନ । ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ଏବଂ ସେମାନଙ୍କ ଜୀଵନ ରେ ଏବେ ବହୁତ ପରିବର୍ତ୍ତନ ମଧ୍ୟ ଘଟିବ । ସନ୍ତାନ ପ୍ରାପ୍ତି ର ମଧ୍ୟ ଯୋଗ ରହିଛି । ଅନେକ ଲାଭ ର ମଧ୍ୟ ପ୍ରାପ୍ତି ରହିଛି । ଧନ ପ୍ରାପ୍ତି ର ମଧ୍ୟ ଯୋଗ ରହିଛି । ଅନେକ ସୁଖ ସୁବିଧା ରେ ରହିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *