ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ, ସାରା ଜୀବନ ଦରିଦ୍ରତା କେବେ ବି ପିଛା ଛାଡେ ନାହିଁ…

ନମସ୍କାର ବନ୍ଧୁଗଣ ତେବେ ହିନ୍ଦୁ ଧର୍ମ ରେ ଶାସ୍ତ୍ର ର ବହୁତ ଅଧିକ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମ ର ଲୋକ ମାନେ ଶାସ୍ତ୍ର କୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରିଥାନ୍ତି । ଶାସ୍ତ୍ର ରୁ ଆମେ ଆମ ଜୀବନ ର ସମସ୍ତ ଘଟଣା ସମ୍ପର୍କରେ ଜାଣିପାରିବା । ଶାସ୍ତ୍ର ଦ୍ଵାରା ଆମ ଜୀବନ ରେ ଘଟି ଯାଇଥିବା ବିଗତ ଦିନ ର କଥା ଏବଂ ଆଗକୁ ଭବିଷ୍ୟତ ରେ ଘଟିବାକୁ ଯାଉଥିବା ଘଟଣାବଳୀ ସମ୍ପର୍କରେ ସୂଚନା ମିଳିଥାଏ। ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି । ବାସ୍ତବରେ ଏହା ସତ୍ୟ ଅଟେ।

ତେବେ ଆମେ ଯଦି ଶାସ୍ତ୍ର ର ନିୟମ ମାନି ଚଳିବା ତେବେ ଆମେ ମଧ୍ୟ ଭବିଷ୍ୟତ ରେ ଜଣେ ସଫଳ ବ୍ୟକ୍ତି ହୋଇ ପାରିବା ଏଥିରେ କୌଣସି ସନ୍ଦେହ ନାହିଁ । ବନ୍ଧୁଗଣ ଶାସ୍ତ୍ର ରେ ସୂର୍ଯ୍ୟ ଙ୍କୁ ପାଣି ଅର୍ପଣ କରିବା ସମୟ ରେ ଉଦ୍ଧିଷ୍ଟ ନିୟମ ସମ୍ପର୍କରେ ମଧ୍ୟ ଲେଖା ହୋଇଛି । ତେବେ ବନ୍ଧୁଗଣ ଆମେ ଆଜି ଆପଣଂକୁ ସେହି ଵିଷୟ ରେ ଜଣାଇବାକୁ ଯାଉଛୁ । ଯଦି ଆପଣ ଭୁଲ କରୁଛନ୍ତି ତେବେ ସତର୍କ ହୋଇ ଯାଆନ୍ତୁ ଓ ଏହି ଭୁଲ କରନ୍ତୁ ନାହିଁ ।

ତେବେ ଭଗବାନ ସୂର୍ଯ୍ୟ ଙ୍କୁ ପ୍ରତିଦିନ ଗାଧୋଇବା ପରେ ଜଳ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଂକର ବହୁତ ମଙ୍ଗଳ ହୋଇଥାଏ । ସୂର୍ଯ୍ୟ ଙ୍କୁ କେବଳ ତମ୍ବା ପାତ୍ର ରେ ହିଁ ଜଳ ଅର୍ପଣ କରିବା ଉଚିତ । ଏହା ସହିତ ଯଦି ଆପଣ ଲାଲ ମନ୍ଦାର ଫୁଲ ଅର୍ପଣ କରିବେ ତେବେ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ବହୁତ ଶୀଘ୍ର ସନ୍ତୁଷ୍ଟ ହେବେ । ତେବେ ସବୁବେଳେ ପୂର୍ବ ଦିଗ କୁ ମୁହଁ କରି ଜଳ ଅର୍ପଣ କରନ୍ତୁ।


ତେବେ ଯେତେବେଳେ ସୂର୍ଯ୍ୟ ଙ୍କର ଦିଗ ପୂର୍ବ କୁ ଥିବ ସେତେବେଳେ ହିଁ ଜଳ ଅର୍ପଣ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ଆପଣଂକର ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସଫଳ ହେବ । ସୂର୍ଯ୍ୟ ଙ୍କୁ ଜଳ ଚଢାଇବା ସମୟ ରେ ଗୋଟିଏ କଥା ପ୍ରତି ନିଶ୍ଚୟ ଧ୍ୟାନ ଦେବେ ଯେପରି ସୂର୍ଯ୍ୟ ଙ୍କୁ ଅର୍ପଣ କରୁଥିବା ଜଳ ଆପଣଙ୍କ ର ଗୋଡ଼ ଉପରେ ନ ପଡୁଥିବ । ଯଦି ଆପଣଙ୍କ ଗୋଡ଼ ଉପରେ ଜଳ ପଡିଥାଏ ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏହା ଦ୍ବାରା ଭଗବାନ ସୂର୍ଯ୍ୟ ବହୁତ କ୍ରୋଧିତ ହୋଇଥାନ୍ତି ।

ଏହା ଫଳ ରେ ଆପଣଂକର ଓ ଆପଣଙ୍କ ପରିବାର ର ବହୁତ ଅନିଷ୍ଟ ହୋଇଥାଏ ।ତେବେ ସ୍ନାନ ପୂର୍ବ ରୁ କେବେ ମଧ୍ୟ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ । ସ୍ନାନ ନ କରି ଜଳ ଅର୍ପଣ କରିବା ଦ୍ୱାରା ଭଗବାନ ସୂର୍ଯ୍ୟ ବହୁତ କ୍ରୋଧିତ ହୋଇଥାନ୍ତି । କାରଣ ଭଗବାନ ସୂର୍ଯ୍ୟ ଦେବ ଙ୍କୁ ସ୍ୱଚ୍ଛତା ବହୁତ ପସନ୍ଦ ହୋଇଥାଏ । ଏମିତି ରେ ଯଦି ଆପଣ ଏପରି କରିବେ ତେବେ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ କ୍ରୋଧିତ ହେବେ । ଯାହା ଦ୍ୱାରା ଆପଣଙ୍କ ର କୌଣସି କାର୍ଯ୍ୟ ସଫଳ ହେବ ନାହିଁ ।

ଆପଣ ସବୁ କାର୍ଯ୍ୟ ରେ ଅସଫଳ ହେବେ।ଭଗବାନ ସୂର୍ଯ୍ୟ ଙ୍କୁ ଯେତେବେଳେ ଜଳ ଅର୍ପଣ କରୁଛନ୍ତି ସେତେବେଳେ ତମ୍ବା ପାତ୍ର ରେ ହିଁ କରନ୍ତୁ ପ୍ଲାଷ୍ଟିକ , ଲୁହା ,କାଚ ଇତ୍ୟାଦି ପାତ୍ର ବ୍ୟବହାର କରନ୍ତୁ ନାହିଁ।ତେବେ ସୂର୍ଯ୍ୟ ଙ୍କୁ ଜଳ ଚଢାଇବା ସମୟରେ ଜଳ ରେ ଶୁଦ୍ଧ ଜଳ ସହ କୁଂକୁମ, ଚାଉଳ, ମିଶ୍ରି କିମ୍ବା ନାଲି ରଙ୍ଗର ଫୁଲ ଦେବା ଉଚିତ।ତେବେ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସମୟ ରେ କେବେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *