Ajira Upadesha- ସୁନ୍ଦର ଦେଖା ଯିବା ପାଇଁ ରାତିରେ ଶୋଇଲା ବେଳେ ପାଳନ କରନ୍ତୁ ଏହି ନିୟମ

୧;- ବନ୍ଧୁଗଣ, ରାତିରେ ଶୋଇଲା ସମୟରେ ଗୋଡରେ ଘିଅ ଘଷିଲେ, ଗୋଡରେ ଥିବା ଦାଗ ପଳାଇବ ଏବଂ କ୍ଳାନ୍ତି ଦୂରୀଭୂତ ହେବ । ରାତିରେ ଶୋଇଲା ସମୟରେ କମଳା ଲେମ୍ବୁ ଚୋପା କୁ ଶୁଖାଇ ଗୁଣ୍ଡକରି ହଳଦୀ ବୋଳି ତ୍ଵଚା ରେ ଲଗାଇଲେ ତ୍ଵଚା ଅତ୍ୟନ୍ତ ଉଜ୍ଵଳ ହେବ । ଏବଂ ରାତିରେ ଶୋଇବା ପୂର୍ବ ରୁ ମୁହଁ ରେ ଲେମ୍ବୁ ଘଷି ତାକୁ ଉଷୁମୁ ପାଣିରେ ୨୧ ଥର କୁଲୁକୁଚା ପାଣି କରି ଛାଟିଲେ, ରାତିରେ ଶୁଖ ନିଦ୍ରା ହେବା ସହିତ ସକାଳକୁ ମୁଖ ଉଜ୍ଵଳ ଦେଖାଯିବ । ମୁଖରୁ ହିଁ ଆପଣଙ୍କ ମନ ଭିତରେ କ’ଣ ଅଛି ତାହା ଜଣାଯାଇଥାଏ ।

୨;- ଘରର ଦକ୍ଷିଣ ଦିଗରେ କେବେ ମଧ୍ୟ କ୍ୟାଲେଣ୍ଡର ଟାଙ୍ଗିବା ଉଚିତ ନୁହେଁ । ଏହା ଅଶୁଭ ହେବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ।

୩;- ଘରର ପଶ୍ଚିମ ଦିଗରେ କ୍ୟାଲେଣ୍ଡର ଟଙ୍ଗିବା ଉଚିତ ଏହା ଶୁଭ ହେବା ସହିତ ଆପଣଙ୍କର ଅଟକି ଯାଇଥିବା କାର୍ଯ୍ୟ ଆରମ୍ଭ ହେବାକୁ ଲାଗିଥାଏ ।

୪;- ଘରେ କେବେ ମଧ୍ୟ ଭାଙ୍ଗିଯାଇଥିବା ବାସନ କିମ୍ବା ଆଇନା ରଖିବା ଉଚିତ ନୁହେଁ, ଏହା ଅଶୁଭ ହେବା ସହିତ ନକରାତ୍ମକତା ବୃଦ୍ଧି ହୋଇଥାଏ ।

୫;- ଘରର ପଇସା ରଖୁଥିବା ଆଲମାରୀ ର ମୁହଁ ସବୁବେଳେ ଉତର ଦିଗକୁ ରଖିବା ଉଚିତ ଏହା ଶୁଭ ହୋଇଥାଏ ଏବଂ ଏହାଦ୍ଵାରା ଧନ ବୃଦ୍ଧି ହୋଇଥାଏ ।

୬;- ଘରର ଗାଧୁଆ ଘରେ କେବେ ମଧ୍ୟ କୌଣସି ଫଟୋ ଲଗାଇବା ଉଚିତ ନୁହେଁ ଏବଂ ଗାଧୁଆ ଘରେ ଆଇନାଟିଏ ଲଗାଇବା ଉଚିତ ।

୭;- ଘରେ ଯଦି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଭଲ ରହୁନଥାଏ ତେବେ ଶୋଇବା ଘରେ ରାଧାକୃଷ୍ଣ ଙ୍କ ଫଟୋ ଲଗାଇବା ଉଚିତ ।

୮;- ପିଲାଙ୍କ ପଢିବା ଘରେ ସବୁଜ ରଙ୍ଗର ଶୁଆ ଙ୍କ ଚିତ୍ର ଲଗାଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ପିଲାଙ୍କ ପାଠ ପଢା ରେ ମନ ଲାଗିଥାଏ ।

୯;- ଠାକୁର ଘରେ ମାତା ଲକ୍ଷ୍ମୀ ଙ୍କ ସହିତ ବିଷ୍ଣୁ ଙ୍କ ଗରୁଡ ଉପରେ ରଖିଥିବା ଫଟୋ ପୂଜା କଲେ ଧନ ଏବଂ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

୧୦;- ଘରେ ପ୍ରଭୁ ହନୁମାନଙ୍କ ବସିଥିବା ଫଟୋ ଲଗାଇଲେ ଶୁଭ ହୋଇଥାଏ ଏବଂ ସମସ୍ତ ସଙ୍କଟ ଦୂର ହୋଇଥାଏ ।

୧୧;- ଘରର ମୁଖ୍ୟ ଦ୍ଵାରରେ ଗଣେଶ ଙ୍କ ଫଟୋ ରଖିବା ଉଚିତ ଏବଂ ଅନ୍ୟ ଦେବାଦେବୀ ଙ୍କ ଫଟୋ ରଖିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *