ଶୁକ୍ରବାର ଦିନ 1 9 ଟି ଜିନିଷ ମଧ୍ୟରୁ ନିଜ ପର୍ସରେ ରଖି ଦିଅନ୍ତୁ ଯେ କୌଣସି 1 ଜିନିଷ, ବଢି ଚାଲିବ ଧନ-ସମ୍ପତି, ଘରକୁ ଆସିବ ସୁଖ ସମୃଦ୍ଧି

ଦୁନିଆରେ ଏମିତି କେଉଁ ପ୍ରାଣୀ ନାହି ଯିଏ ଧନର ଇଚ୍ଛା ନ ରଖୁଥିବ । ପ୍ରତେକ ବ୍ଯକ୍ତିର ଇଚ୍ଛା ରହିଥାଏ ଜୀବନରେ ଏତିକି ଟଙ୍କା ରୋଜଗାର କରିଥାନ୍ତି ଯାହା ଦ୍ଵାରା ସେମାନଙ୍କର ଭରଣପୋଷଣ ହୋଇ ପାରିବ । କିଛି ଲୋକେ ଧନ ଅର୍ଜନ କରିବା ପାଇଁ ଭଲ ରାସ୍ତା ଆପଣେଇନ୍ତି ତ ଆଉ କିଛି ଖରାପ ରାସ୍ତା ବାଛିଥାନ୍ତି । କିନ୍ତୁ କିଛି ଲୋକଙ୍କ ଠାରେ ଏତେ ଟଙ୍କା ରହିଥାଏ କିନ୍ତୁ ସନ୍ଧ୍ୟା ହେବା ମାତ୍ରେ ତାନ ପର୍ସ ଖାଲି ହୋଇଯାଏ ।

ଏହାର ନିବାରଣ ପାଇଁ ଆଜି ଆମେ ଆପଣ ମାନଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହା ଦ୍ଵାରା ଆପଣଙ୍କ ପର୍ସ ରେ କେବେ ବି ଟଙ୍କା ଖାଲି ହେବ ନାହି । ୧- ମା ଲକ୍ଷ୍ମୀଙ୍କ ଫୋଟୋ : ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଫୋଟୋ ଆପଣ ନିଜର ପର୍ସରେ ରଖିଲେ କେବେ ବି ଧନର ଅଭାବ ହେବ ନାହି । କିନ୍ତୁ ବସିଥିବା ମାତା ଲକ୍ଷ୍ମୀଙ୍କ ଫୋଟୋ ନିଜ ପର୍ସରେ ରଖିବା ଉଚିତ ।

୨- ଓସ୍ତପାତ୍ର : ହିନ୍ଦୁ ଧର୍ମରେ ଓସ୍ତଗଛକୁ ପୂଜା କରାଯାଏ ଯାହାର ଅତ୍ୟଧିକ ମହତ୍ଵ ରହିଛି । ଶୁକ୍ରବାର ଦିନ ପର୍ସରେ ଓସ୍ତପାତ୍ର ରଖିଲେ ଆର୍ଥିକ ଲାଭ ପ୍ରାପ୍ତ ହୋଇଥାଏ । ଏହାକୁ ଅଭିମନ୍ତ୍ରିତ କରିବା ପରେ ପର୍ସରେ ରଖିଲେ କେବେ ଆର୍ଥିକ ସମସ୍ଯା ହେବ ନାହି ।

୩- ନାଲି ରଙ୍ଗର କାଗଜ : ବାସ୍ତୁ ଅନୁସାରେ ନାଲି ରଙ୍ଗର କାଗଜରେ ନିଜର ଇଚ୍ଛା ଲେଖି ସୂତାରେ ବାନ୍ଧି ନିଜ ପର୍ସରେ ରଖିଲେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବା ସହ ଧନର ଅଭାବ ଦୂର ହୋଇଥାଏ ।

୪- ଚାଉଳ : ଶାସ୍ତ୍ର ଅନୁଯାୟୀ ଚାଉଳ ଓ ଧନ ଏକ ସମାନ ହୋଇଥାଏ । ଆପଣ ନିଜ ପର୍ସରେ ଚାଉଳ ରଖିଲେ ଅଯଥା ଖର୍ଚ୍ଚରୁ ମୁକ୍ତି ପାଇ ପାରିବେ ।

୫- ଦର୍ପଣ : ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପର୍ସରେ ଦର୍ପଣ ବା ଛୋଟ ଛୁରୀ ରଖିଲେ ଏହା ଧନ ବୃଦ୍ଧି ହେବାରେ ସହାୟକ ହୋଇଥାଏ । ଏହା ସହ କଉଡି ବା ଗୋମତୀ ଚକ୍ର ପର୍ସରେ ରଖି ପାରିବେ ।

୬- ଚାନ୍ଦିର ସିକା : ପର୍ସରେ ଚାନ୍ଦି ନା ସୁନାର ସିକା ରଖିଲେ ମା ଲକ୍ଷ୍ମୀଙ୍କ ଠାରେ ପୂଜା କରି ରଖିଲେ ଧନର ଅଭାବ ରୁହେ ନାହି । ରୁଦ୍ରାକ୍ଷ ପର୍ସରେ ରଖିଲେ ଦରିଦ୍ରତା ଦୂର ହେବା ସହ ଧନ ବୃଦ୍ଧି ହୋଇଥାଏ ।

୭- ମାତା ପିତାଙ୍କ ଠାରୁ ମିଳିଥିବା ନୋଟ : ଆପଣ ମାତା ପିତାଙ୍କ ଠାରୁ ଆଶୀର୍ବାଦ ରେ ପାଇଥିବା ନୋଟ ରେ ତିଳକ ଲଗାଇ ପର୍ସ ରେ ରଖିଲେ ଧନର ବୃଦ୍ଧି ହୋଇଥାଏ ।

ଏହା ବ୍ୟତୀତ ପର୍ସରେ କେବେ ଟଙ୍କା ମୋଡିକି ରଖିବା ଅନୁଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତେବେ ବନ୍ଧୁଗଣ ଏହା ଥିଲା ଧନ ବୃଦ୍ଧି ହେବାର କିଛି ଉପାୟ । ଏହି ସବୁ ଜିନିଷ ପର୍ସ ରେ ରଖିବା ଦ୍ଵାରା ଧନର ଅଭାବ କେବେ ଦେଖାଯିବ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *