Ajira Anuchinta- ସ୍ତ୍ରୀ ର ଏହି 3 ଟି ଅଭ୍ୟାସ ସ୍ଵାମୀଙ୍କୁ କରିଥାଏ କୋଟିପତି, ପୁରଷା ମାନେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଏଭଳି ବିଷୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦ୍ଵାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ । ଆପଣ ମାନେ ଭଲ ଭାବରେ ଜାଣିଥିବେ ଗୋଟିଏ ନାରୀ ତଥା ପୁରୁଷ ଙ୍କ ଭାଗ୍ୟ ସେମାନଙ୍କ ବିବାହ ପରେ ଏକ ହୋଇଯାଇଥାଏ । ତେବେ କେତେକ ଲୋକେ ଏହି କଥା କୁ ବିଶ୍ଵାସ କରିଲା ବେଳେ, କିଛି ଲୋକ ଏହାକୁ ଅବମାନନା କରି ନିଜ ଜୀବନରେ ବହୁତ ଦୁଃଖ ଭୋକ କରିଥାନ୍ତି । ବିବାହ ବନ୍ଧନରେ ବାନ୍ଧି ହେବା ପରେ ନାରୀ ର ଭାଗ୍ୟ ତାର ସ୍ଵାମୀ ର ଭାଗ୍ୟ ସହିତ ଯୋଡି ହୋଇଯାଇଥାଏ ।

ସେ ଯାହା ମଧ୍ୟ କରେ ତାହାର ଫଳ ତାହାର ସ୍ଵାମୀ ଙ୍କୁ ଭୋଗିବାକୁ ପଡିଥାଏ । ତେଣୁ ଯଦି ଗୋଟିଏ ସ୍ତ୍ରୀ ଯଦି ଏହିସବୁ ଖରାପ ଅଭ୍ୟାସ କୁ ବଦଳାଇ ଦେଇ ପାରିବ ତେବେ ତାହା ସ୍ଵାମୀ ଙ୍କ ଭାଗ୍ୟ ରେ ଅନେକ ପରିବର୍ତ୍ତନ ହେବ । ତେବେ ଆସନ୍ତୁ ସେହି ବିଶେଷ ଅଭ୍ୟାସ ସମ୍ବନ୍ଧରେ ଜାଣିନେବା ।

୧;- ସକାଳୁ ଶଯ୍ୟା ତ୍ୟାଗ କରିବା, ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯେଉଁ ନାରୀ ଶଯ୍ୟା ତ୍ୟାଗ କରି ନିଜର ନିତ୍ୟକାମ ସାରି ଘର କାମରେ ଏବଂ ସ୍ଵାମୀ ର ସେବାରେ ଲାଗେ ସେହି ସ୍ତ୍ରୀ ଲକ୍ଷ୍ମୀ ସ୍ଵରୁପା ହୋଇଥାଏ । ଯାହାର ସ୍ତ୍ରୀ ଏହିସବୁ କାର୍ଯ୍ୟ କରେ ତାହାର ଭାଗ୍ୟ ବହୁତ ଶୀଘ୍ର ବଦଳିଯାଇଥାଏ । ଏବଂ ତାଙ୍କ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ।

୨;- କେବେ ମଧ୍ୟ ନ ରାଗିବା, ଆଜିଭଳି ଦିନରେ ସ୍ତ୍ରୀ ମାନେ ସାଧାରଣତ ସ୍ଵାମୀ ମାନଙ୍କ ଉପରେ ରାଗି କଥା ହୋଇଥାନ୍ତି । ସେମାନେ ଛୋଟ ଛୋଟ କଥାରେ ବହୁତ ଜୋର ରେ ରାଗନ୍ତି ଏବଂ ଝଗଡା ମଧ୍ୟ କରିଥାନ୍ତି । ମାତ୍ର ଯେଉଁ ସ୍ତ୍ରୀ ଲୋକ ସବୁକିଛି ସହି ନୀରବ ରୁହେ ଏବଂ କେବେ ମଧ୍ୟ ସ୍ଵାମୀ ଙ୍କୁ ଅବମାନନା କରେ ନାହିଁ, କଳିଝଗଡା ରୁ ଦୂରେଇ ରୁହେ ସେହିଭଳି ସ୍ତ୍ରୀ ଥିବା ସ୍ଵାମୀ ର ଭାଗ୍ୟ ବହୁତ ଶୀଘ୍ର ପରିବର୍ତ୍ତନ ହୋଇଥାଏ ।

୩;- ଆୟ ଦେଖି ବ୍ୟୟ କରିବା, ସବୁ ସ୍ତ୍ରୀ ମାନେ ତାଙ୍କ ସ୍ଵାମୀ ଙ୍କ ଠାରୁ କିଛି ନା କିଛି ଆଶା ରଖିଥାନ୍ତି । ମାତ୍ର ତାହା ପୁରା ନ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କ ସ୍ଵାମୀ ଙ୍କ ବଞ୍ଚିବା କଷ୍ଟ କରିଦେଇଥାନ୍ତି । ତେବେ କିଛି ନାରୀ ଏଭଳି ଅଛନ୍ତି ଯେଉଁ ମାନେ ନିଜ ଇଚ୍ଛା କୁ ମାରି ସ୍ଵାମୀ ର ଆୟ ଦେଖି ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି, ସେମାନେ ଅଳ୍ପ ରେ ସନ୍ତୁଷ୍ଟ ହୁଅନ୍ତି, ଏହିଭଳି ନାରୀ ମାନଙ୍କ ସ୍ଵାମୀ ବହୁତ ଜଲ୍ଦି ଧନଶାଳୀ ହୋଇଥାନ୍ତି ।

ନାରୀମାନେ ଯଦି ଏହି ୩ ଟି ଅଭ୍ୟାସ କୁ ପାଳନ କରିବେ ତେବେ ସ୍ଵାମୀ ଏବଂ ପରିବାର ସବୁବେଳେ ସୁଖ ରେ ରହିବେ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *