Gk Questions & Answers- ଏଭଳି କେଉଁ ଜିନିଷ ଅଛି ଯାହାକୁ ଗୋଟେ ସ୍ତ୍ରୀ ତା ସ୍ୱାମୀ କୁ କେବେ ବି ଦେଇ ନଥାଏ ? 99 % ଲୋକ ଫେଲ

ବନ୍ଧୁଗଣ, ଆଇଏସ ପରୀକ୍ଷାରେ ସବୁବେଳେ କଷ୍ଟପୂର୍ଣ ପ୍ରଶ୍ନ ପଚରା ଯାଏ । ସାଧାରଣ ଜ୍ଞାନ ମଧ୍ୟ ଏକ କଷ୍ଟ ବିଷୟ ଅଟେ । ଭାରତରେ UPSC ଓ IAS ପରୀକ୍ଷାରେ ଅଧିକ ସାଧାରଣ ଜ୍ଞାନ ପ୍ରଶ୍ନ ପଚରାଯାଇଥାଏ । ଗୋଟିଏ ବ୍ୟକ୍ତି ତା ଜୀବନରେ ସବୁ ଜିନିଷ ଶିଖିବା ଆବଶ୍ୟକ । ଅନେକ ଏପରି ଶିକ୍ଷା ଅଛି ଯାହା ବହି ଆମକୁ ପ୍ରଦାନ କରିପାରି ନଥାଏ । ସାଧାରଣଜ୍ଞାନ କେବଳ ବ୍ୟକ୍ତି ର ବୁଦ୍ଧି ଓ ସେ କେତେ ଚାଲାଖ ଜାଣିବାପାଇଁ ପଚରାଯାଇଥାଏ । ତେବେ ଆଜି ଆମେ ଜାଣିବା ବିଭିନ୍ନ ୨୫ ଟି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ।

୧.ପ୍ରଶ୍ନ-ଏମିତି କେଉଁ ଦେଶର ଲୋକ ଅଛନ୍ତି ଯେଉଁମାନେ ଅଧିକ ପୂଜା କରନ୍ତି?

ଉତ୍ତର-ଭାରତର ଲୋକ

୨.ପ୍ରଶ୍ନ-ଜଣେ ମହିଳା ତା ଜୀବନରେ କେତେ ଲିପିଷ୍ଟିକ ଓଠରେ ଲଗାଇଥାଏ?

ଉତ୍ତର-୩କିଲୋ ଗ୍ରାମ

୩.ପ୍ରଶ୍ନ- ଏମିତି କେଉଁ ଯିବ ଅଛି ଯାହାର ହାଡ ସବୁଠାରୁ ମଜଭୁତ?

ଉତ୍ତର-ବାଘ

୪-ପ୍ରଶ୍ନ-ଗୋଟିଏ ମସା କେତେ ଉଛତା ପର୍ଯ୍ୟନ୍ତ ଉଡିପାରେ?

ଉତ୍ତର-୫୦ ଫୁଟ

୫.ପ୍ରଶ୍ନ-ଏମିତି କେଉଁ ଦେଶ ଅଛି ଯେଉଁଠି ପ୍ରଥମ ୫ ଜଣ ରାଷ୍ଟ୍ରପତି ଙ୍କ ଫୋଟୋ ନାହିଁ?

ଉତ୍ତର-ଆମେରିକା

୬.ପ୍ରଶ୍ନ-ଆଜି ପର୍ଯ୍ୟନ୍ତ କେଉଁ ଯିବା କାମୁଡ଼ାରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି?

ଉତ୍ତର-ମସା

୭.ପ୍ରଶ୍ନ-କେଉଁ ପ୍ରାଣୀ ର ହୃଦୟ ମିନିଟ କୁ ମାତ୍ର ଦୁଇ ଥର ସ୍ପନ୍ଦନ ହୁଏ?

ଉତ୍ତର-ନୀଳ ତିମି

୮.ପ୍ରଶ୍ନ-କେଉଁ ଦେଶରେ କମ ମାତ୍ରା ର ଗାଈ ଅଛନ୍ତି?

ଉତ୍ତର- ପାକିସ୍ତାନ

୯.ପ୍ରଶ୍ନ-କୁକୁଡ଼ା ଛଡା ଆଉ କେଉଁ ଯିବା କୁ ବମ ଖୋଜିବାରେ ବ୍ୟବହାର କରାଯାଇଥାଏ?

ଉତ୍ତର-ମହୁମାଛି

୧୦.ପ୍ରଶ୍ନ-ଗୋଟିଏ ମୟୁର କେତେ ବର୍ଷ ବଞ୍ଚିପାରେ?

ଉତ୍ତର-୧୫ବର୍ଷ

୧୧.ପ୍ରଶ୍ନ-କେଉଁ ଦେଶରେ କମ ବହି ଦୋକାନ ଅଛି?

ଉତ୍ତର-ପର୍ତ୍ତୃଗଲ

୧୨.ପ୍ରଶ୍ନ-କେଉଁ ଯିବ ଓଟ ଠାରୁ କମ ପାଣି ପିଇ ଥାଏ?

ଉତ୍ତର-ମୂଷା

୧୩.ପ୍ରଶ୍ନ-ଗୋଟିଏ ସିଂହ ର ଗର୍ଭଧାରଣ ସମୟ କେତେ?

ଉତ୍ତର-୧୧୫ଦିନ

୧୪.ପ୍ରଶ୍ନ-ଦୁନିଆର କେତେ ଲୋକ ଯିଏକି ଗୀତ କୁ ଘୃଣା କରିଥାନ୍ତି?

ଉତ୍ତର-୫% ଲୋକ

୧୫.ପ୍ରଶ୍ନ-ସବୁଠୁ ଅଧିକ ପ୍ରେମ ଦିବସ କେଉଁ ଦେଶରେ ପାଳନ କରାଯାଏ?

ଉତ୍ତର-ଆମେରିକା ଓ ଭାରତ

୧୬.ପ୍ରଶ୍ନ-ଘୁରୁରୀ କେତେ ପ୍ରଜାତିର?

ଉତ୍ତର-୨

୧୭.ପ୍ରଶ୍ନ-ସବୁଠୁ ଅଧିକ ଧନୀ ଲୋକ କେଉଁ ଦେଶରେ ଅଛନ୍ତି?

ଉତ୍ତର-ଆମେରିକା

୧୮.ପ୍ରଶ୍ନ-ସବୁଠୁ ଅଧିକ ଘୁଷୁରୀ କେଉଁ ଦେଶରେ ଅଛନ୍ତି?

ଉତ୍ତର-ଚୀନ ରେ

୧୯.ପ୍ରଶ୍ନ-କେଉଁ ପ୍ରାଣୀ ମଣିଷ ରକ୍ତ ପିଏ?

ଉତ୍ତର-ମସା

୨୦.ପ୍ରଶ୍ନ-ଗୋଟିଏ ମସା ର କେତୋଟି ଗୋଡ ଅଛି?

ଉତ୍ତର-୬ଟି

୨୧.ପ୍ରଶ୍ନ-ଗୋଟିଏ ମସା ର କେତୋଟି ଦାନ୍ତ ଅଛି?

ଉତ୍ତର-୪୬ଟି

୨୨.ପ୍ରଶ୍ନ-କେଉଁ ଦେଶରେ ପ୍ରେମ ଦିବସ କେବଳ ପୁରୁଷ ପାଳନ କରିଥାନ୍ତି?

ଉତ୍ତର-ଜାପାନ

୨୩.ପ୍ରଶ୍ନ-କେଉଁ ପ୍ରାଣୀ ନ ଖାଇ ତିନି ଦିନ ବଞ୍ଚିପାରେ?

ଉତ୍ତର-ବିଲେଇ

୨୪.ପ୍ରଶ୍ନ-ଏଭଳି କେଉଁ ଜିନିଷ ଯାହା ଗୋଟେ ସ୍ତ୍ରୀ ତା ସ୍ୱାମୀ କୁ ଦେଇନଥାଏ?

ଉତ୍ତର-ସ୍ମାମୀ ଚିତା ରେ ନିଆଁ

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *