ସ୍ତ୍ରୀ ସ୍ଵାମୀର ନାମ କାହିଁକି ଧରେ ନାହିଁ ? ଏହା ସହିତ ପଢନ୍ତୁ ଆଜିର 20ଟି Anuchinta

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।

୧- ଲେମ୍ବୁରସ ସହିତ ସୋରିଷ ତେଲ ମିଶାଇ ପାଦରେ ମାଲିସ କଲେ ଭଲ ନିଦ ହୋଇଥାଏ ।

୨- ଚୁଟି ପାଚୁଥିଲେ ହିଡିମିଚା ଶାଗ ୨ ମାସ ଖାଇଲେ, ଚୁଟି ପାଚିବା ବନ୍ଦ ହୋଇଯାଏ ।

୩- ଶ୍ଵାସ ବଢିଗଲେ ପାଚିଲା କଦଳୀ କୁ ଗୋଲ ମରୀଚ ମିଶାଇ ଖାଇଲେ, ଆରାମ ମିଳେ ।

୪- କବାଟକୁ କେବେ ଗୋଡ ମାରି ଖୋଲନ୍ତୁ ନାହିଁ ଅଥବା ବନ୍ଦ କରନ୍ତୁ ନାହିଁ, ଏହାର କାରଣ ମାନସିକ ସ୍ଥିତି ବିଗିଡିଯାଇଥାଏ ।

୫- ସ୍ତ୍ରୀ ଲୋକ ଘରର ଦୁଆର ମୁହଁକୁ ଲାଗିକରି ଖାଇଲେ, ଘରର ଦରିଦ୍ରତା ବୃଦ୍ଧି ହୁଏ ।

୬- ଝାଡୁକୁ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖନ୍ତୁ ଏବଂ ଲୁଚାଇ ରଖନ୍ତୁ ।

୭- ଠାକୁର ଘରେ କାଳୀ, ଭୈରବ, ଶନି ଏବଂ ନଟରାଜ ଙ୍କ ଫଟୋ ଅଥବା ମୂର୍ତ୍ତି ରଖନ୍ତୁ ନାହିଁ ।

୮- ରୋଟି କରି ସାରିବା ପରେ ରୋଟି କେବେ ଗଣନ୍ତୁ ନାହିଁ ଅଥବା ହଟକେସ କେବେ ଖାଲି ରଖନ୍ତୁ ନାହିଁ ।

୯- ଶିବଙ୍କୁ ପୂଜା କରିଲା ବେଳେ କେବେ ଶଙ୍ଖ ବଜାନ୍ତୁ ନାହିଁ ।

୧୦- ସୂର୍ଯ୍ୟଙ୍କୁ ପାଣି ଟେକିଲା ବେଳେ ତମ୍ବା ପାତ୍ର ବ୍ୟବହାର କଲେ, ମଙ୍ଗଳ ହୋଇଥାଏ ।

୧୧- ବିବାହିତା ମହିଳା ମାନେ ନିଜର କାଜଲ, ସିନ୍ଥି, ବିନ୍ଦି, ସିନ୍ଦୁର, ପାଉଁଜି ଅନ୍ୟକୁ ପିନ୍ଧାନ୍ତୁ ନାହିଁ କାରଣ ସ୍ଵାମୀ ଙ୍କ ଆକର୍ଷଣ କମିଯିବ ।

୧୨- ଖସାଲଡୁ ଅଥବା ତୁଳସୀ ଦ୍ଵାରା ଶିବ ଙ୍କର ପୂଜା କରନ୍ତୁ ନାହିଁ ।

୧୩- ରାତିରେ ପଇଡ ଏବଂ କଇଁଥ ଖାଆନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୧୪- ରାତ୍ରି ସମୟରେ କେବେ ଅସ୍ଵସ୍ଥ ଗଛ ମୂଳରେ ଛିଡା ହୁଅନ୍ତୁ ନାହିଁ ।

୧୫- ଗାଧୋଇଲା ବେଳେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଗାଧାନ୍ତୁ ଏହା ମଙ୍ଗଳ ହୋଇଥାଏ ।

୧୬- ସୁବର୍ଣ୍ଣ, ଭୂମି ଓ କନ୍ୟା ଦାନ କଲେ ପୁରାତନ ବ୍ୟାଧି ଦୂର ହୋଇଥାଏ ।

୧୭- କଣ୍ଠସ୍ଵର ମଧୁର କରିବା ପାଇଁ ହେଲେ କଁଅଳିଆ ମୂଳା ଖାଇବା ଉଚିତ ।

୧୮- ଧାତୁ ନଷ୍ଟ ହେଉଥିଲେ ସୋଲାବୁଟ କୁ ପାଣିରେ ବତୁରାଇ ୭ ଦିନ ଖାଆନ୍ତୁ ।

୧୯- ମଙ୍ଗଳ ଦୋଷ ଥିଲେ, ଅର୍ଦ୍ଧ ନାରୀଶ୍ଵର ଫଟୋ ବା ମୂର୍ତ୍ତି ପୂଜା କରିଲେ, ତାହା ଦୂର ହୋଇଥାଏ ।

୨୦- ଅର୍ଦ୍ଧ ନାରୀଶ୍ଵର ସ୍ତୋତ୍ରମ ପାଠ କରିଲେ ସନ୍ତାନ ପ୍ରାପ୍ତି ର କମନା ପୂରଣ ହୁଏ ।

୨୧- ସ୍ଵାମୀ ସ୍ତ୍ରୀ ଖାଇଲା ବେଳେ ସ୍ତ୍ରୀ ସ୍ଵାମୀର ବାମ ପାର୍ଶ୍ଵରେ ବସି ଖାଇବା ଉଚିତ ।

୨୨- ଛାଞ୍ଚୁଣି କାହା ଦେହରେ ବାଜିଲେ ଛାଞ୍ଚୁଣି ଛିଣ୍ଡାନ୍ତୁ ନାହିଁ, ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।

୨୩- ପୁଷ୍ୟା ନକ୍ଷତ୍ରରେ ଦାନ, ଧର୍ମ ଏବଂ ଜପ କରିଲେ ବହୁତ ମଙ୍ଗଳ ହୋଇଥାଏ ।

୨୪- ଅଁଳା ଖାଇଲେ ଆୟୁଷ ବଢିଥାଏ ଏବଂ ଅଁଳା ରସ  ଲଗାଇଲେ ଦରିଦ୍ର ଦୂର ହୋଇଥାଏ ।

୨୫- ମୁଣ୍ଡ ବିନ୍ଧା ହେଉଥିଲେ, କାଖରେ ତକିଆ ଜାକି ୫ ମିନିଟ ଶୋଇଲେ, ତାହା ଦୂର ହୁଏ ।

୨୬- ଶୋଇବା ଘରେ ଠାକୁରଙ୍କ ମୂର୍ତ୍ତି ଅଥବା ଫଟୋ ରଖନ୍ତୁ ନାହିଁ ଅଥବା ଡଷ୍ଟବିନ ରଖନ୍ତୁ ନାହିଁ ।

୨୭- ସ୍ତ୍ରୀ ସ୍ଵାମୀ ର ନାମ ଧରି ନ ଡାକିଲେ, ସ୍ଵାମୀର ଲମ୍ବା ଆୟୁଷ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *