ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ସୁନା ଧାରଣ କରିବା ପାଇଁ ଇଛା କରିଥାନ୍ତି । ସାଧାରଣତଃ ମହିଳା ମାନେ ନିଜ ଶରୀରର କିଛି ଖାସ ଅଙ୍ଗରେ ସୁନା ଧାରଣ କରିଥାନ୍ତି । ସୁନା ଧାରଣ କରିବା ଦ୍ଵାରା ମହିଳା ମାନେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସିଥାନ୍ତି । ସୁନା ହେଉଛି ଏକ ଏପରି ପଦାର୍ଥ ଯାହାକୁ ପିନ୍ଧିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ହେଲେ ବନ୍ଧୁଗଣ ସୁନା ସହ ଜଡିତ କିଛି ନୀତି ନିୟମ ରହିଛି । ଯାହାକୁ ପାଳନ କରିବା ନିହାତି ଆବଶ୍ୟକ । ଯଦି ଆପଣ ସୁନା ସହ ଜଡିତ ଏହି ସମସ୍ତ ନୀତି ନିୟମ ଗୁଡିକୁ ପାଳନ କରିବେ ନାହିଁ ତା ହେଲେ ଆପଣଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସୁନା ସହ ଜଡିତ କେତେକ ନୀତି ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ନୀତି ନିୟମ ଗୁଡିକ ବିଷୟରେ ।
୧. ବନ୍ଧୁଗଣ ମହିଳା ମାନେ ଅଣ୍ଟାରେ ସୁନା ଅଳଙ୍କାର ପିନ୍ଧିବା ଉଚିତ ନୁହେଁ ଏହାଦ୍ବାରା ଆପଣଙ୍କ ପାକସ୍ଥଳୀ ଏବଂ ଗର୍ଭାଶୟରେ କେତେକ ସମସ୍ଯା ଦେଖାଯାଇଥାଏ ।
୨. ଯେଉଁ ଲୋକମାନେ ମୋଟା ହୋଇଥାନ୍ତି କିମ୍ବା କେଉଁ ମାନଙ୍କର ପେଟ ଜନିତ କୌଣସି ସମସ୍ଯା ରହିଥାଏ ସେମାନେ ସୁନା ଅଳଙ୍କାର ପିନ୍ଧିବା ଉଚିତ ନୁହେଁ ।
୩. ଯେଉଁ ଲୋକମାନେ କ୍ରୋଧୀ, ବିଚାଳ, ଉଗ୍ର ଏବଂ ଅଧର୍ଜ୍ୟବାନ ହୋଇଥାନ୍ତି ସେମାନେ କେବେହେଲେ ସୁନା ଅଳଙ୍କାର ପିନ୍ଧିବା ଉଚିତ ନୁହେଁ ।
୪. ଯେଉଁ ଲୋକମାନେ କୋଇଲା କିମ୍ବା ଲୁହା ଜାତୀୟ ଦ୍ରବ୍ୟର ବ୍ୟବସାୟ କରୁଥାନ୍ତି ତା ହେଲେ ସେମାନେ ସୁନା ଜିନିଷ ପିନ୍ଧିବା ଉଚିତ ନୁହେଁ । ବନ୍ଧୁଗଣ ଏହା ସେମାନଙ୍କ ପାଇଁ ଖରାପ ପ୍ରଭାବ ନେଇ ଆସିଥାଏ ।
୫. ଗର୍ଭବତୀ ମହିଳା କିମ୍ବା ବୁଦ୍ଧିମାନ ଅଧିକ ପରିଣାମରେ ସୁନା ଅଳଙ୍କାର ପିନ୍ଧିବା ଉଚିତ ନୁହେଁ ଏହା ସେମାନଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ ଓ ଅଶୁଭ ହୋଇଥାଏ ।
୬. ବାମ ହାତରେ କେବେବି ସୁନା ଅଳଙ୍କାର ପିନ୍ଧିବା ଉଚିତ ନୁହେଁ ଏହାଦ୍ବାରା ଆପଣଙ୍କୁ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ ।
୭. ବନ୍ଧୁଗଣ ସୁନା ଅଳଙ୍କାର ସାଧାରଣତଃ ଗୋଡରେ ପିନ୍ଧିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ଦାମ୍ପତ୍ତ୍ୟ ଜୀବନରେ ବହୁତ ବାଧା ବିଘ୍ନ ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ରୁଷ୍ଟ ହୋଇଯାଇଥାନ୍ତି । ତେଣୁ ବନ୍ଧୁଗଣ ଏପରି ଭୁଲ କେବେବି କରନ୍ତୁ ନାହିଁ ।
୮. ଯଦି କୌଣସି ମଣିଷ ସୁନା ଜିନିଷ ପିନ୍ଧିଥାନ୍ତି ତା ହେଲେ ସେମାନେ ମଧ୍ୟ ଏବଂ ମାଂସ ଆହାର କରିବା ଉଚିତ ନୁହେଁ । ଏହା ଦ୍ଵାରା ସେହି ମଣିଷ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହୋଇଥାଏ ।
୯. ବନ୍ଧୁଗଣ ଶୋଇବା ସମୟରେ କେବେହେଲେ ସୁନା ଜିନିଷକୁ ନିଜ ମୁଣ୍ଡ ପାଖରେ ରଖି ସୋଇବେ ନାହିଁ । ଏହା ଦ୍ଵାରା ନିଦ୍ରା ଜନିତ ସମସ୍ଯା ଦେଖାଯାଇଥାଏ ।
୧୦. ଯେଉଁ ମହିଳା ମାନଙ୍କର ବୃଷ, ମିଥୁନ, କନ୍ୟା ଓ କୁମ୍ଭ ରାଶି ଥାଏ ସେମାନେ ସୁନା ଜିନିଷ ପିନ୍ଧିବା ଉଚିତ ନୁହେଁ । ଏହା ସେମାନଙ୍କ ସ୍ଵାମୀ ପାଇଁ ଅମଙ୍ଗଳ ହୋଇଥାଏ ।
୧୧. ଯେଉଁ ମହିଳାମାନେ ମଥାରେ ସୁନା ପିନ୍ଧନ୍ତି, ଏହା ସେମାନଙ୍କ ସ୍ବାମୀଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଓ ସ୍ବାମୀଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।
ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।