ସ୍ତ୍ରୀର ଏହି ୩ଟି ଅଭ୍ୟାସ ସ୍ଵାମୀଙ୍କୁ ନିଶ୍ଚୟ କରିଥାଏ କୋଟିପତି, ଜାଣିନିଅନ୍ତୁ ତାହା କଣ

ଏହି ପାଞ୍ଚଟି ସ୍ତ୍ରୀଲକ୍ଷଣ ଥିବା ନାରୀ ମନେ ତାଙ୍କ ସ୍ୱାମୀକୁ କରିଦିଅନ୍ତି ମାଲାମାଲ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ହସ୍ତରେଖା, ଦେହରେ ଥିବା ବିଭିନ୍ନ ଜିନିଷ ବା ଶରୀର ଗଠନରୁ ଜଣେ ଯୁବତୀର  ସ୍ଵଭାଵ, ଚରିତ୍ର, ଭାଗ୍ୟ ଓ ଭବିଷ୍ୟର ଆକଳନ କରିହୁଏ । ସାମୁଦ୍ରିକ ଶାସ୍ତ୍ର ଏକ ପ୍ରାଚୀନ ଶାସ୍ତ୍ର । ଏହି ଶାସ୍ତ୍ର ଅନୁସାରେ ମନୁଷ୍ୟର ଶାରୀରିକ ଗଠନରୁ ତାର ଭାଗ୍ୟ ଭବିଷ୍ୟ ନିର୍ଧାରଣ କରିହୁଏ ।

ଶାସ୍ତ୍ର ଅନୁସାରେ ଯଦି କନ୍ୟାର ଲକ୍ଷଣ ମିଶିଯାଏ, ତାହେଲେ ସେ ତାର ସ୍ୱାମୀକୁ ମାଲାମାଲ କରିଦେଇଥାଏ । ପ୍ରଥମେ ହେଲା ସାମୁଦ୍ରିକ ଶାସ୍ତ୍ରରେ ସିଧା ଏବଂ ଉନ୍ନତ ନାସା ବା ନାକକୁ ଶୁଭଙ୍କର ବୋଲି କୁହାଯାଇଛି । ଏହା ସହିତ ଲାଲ ରଙ୍ଗର ଓଠ ହୋଇଥିଲେ ମଧ୍ୟ ସେମାନଙ୍କୁ ଅଧିକ ଶୁଭଙ୍କର ବୋଲି କୁହାହାଯାଇଛି ।

ଏହି ଦୁଇଟି ସଂକେତ ଥିବା ନାରୀମାନେ ନିଜେ ଭାଗ୍ୟଶାଳୀ ହେବା ସହିତ ନିଜ ସ୍ୱାମୀଙ୍କୁ ମଧ୍ୟ ଭାଗ୍ୟଶାଳୀ କରିଥାନ୍ତି ।

ଦ୍ଵିତୀୟରେ, ଯେଉଁ ନାରୀ ମାନଙ୍କର ବେକ ଛୋଟ ଓ ଜିଭ ଅପେକ୍ଷାକୃତ ଲମ୍ବା ହୋଇଥାଏ ସେମାନଙ୍କୁ ମଧ୍ୟ ଭାଗ୍ୟଶାଳୀ ମାନାଯାଇଥାଏ । ଏହିଭଳି ମହିଳା ମାନେ ନିଜ ସ୍ୱାମୀଙ୍କ ଶରୀରର ସମ୍ପୂର୍ଣ୍ଣ ଦାଇତ୍ୱ ନେଇଥାନ୍ତି । ଏଥି ସହିତ ଅଚାନକ ଧନ ବୃଦ୍ଧି ଘଟିଥାଏ ।

ତୃତୀୟ ରେ, ଯେଉଁ କନ୍ୟାର ମଥା ବା ଶିର ଯଦି ଆଗପଟକୁ ଉଚ୍ଚ ରହିଥାଏ ତାହାଲେ ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ସର୍ବଦା ସେ ତାଙ୍କ ସ୍ୱାମୀଙ୍କ ପ୍ରତି ଅନୁରକ୍ତ ବା ବିଶ୍ୱସ୍ତ ହୋଇଥାନ୍ତି । ସ୍ୱାମୀଙ୍କୁ ଅର୍ଥ ଉପାର୍ଜନରେ ମଧ୍ୟ ସହଯୋଗ କରନ୍ତି ।

ଚତୁର୍ଥ ରେ, ଯେଉଁ ନାରୀ ମାନଙ୍କର ତଳି ପାଦ ସମତଳ ଓ  ଚିକ୍କଣ ହୋଇଥାଏ ସେ ଲକ୍ଷ୍ମୀ ପଦ ହୋଇଥାନ୍ତି । ମାତା ଲକ୍ଷ୍ମୀ ଏମାନଙ୍କ ଉପରେ ସର୍ବଦା କୃପା କରିଥାନ୍ତି ।

ପଞ୍ଚମ ରେ, ଯେଉଁ ନାରୀ ମାନଙ୍କର ଗଭୀର ନାଭି ଥାଏ ସେମାନେ ଅତି ଭାଗ୍ୟଶାଳୀ ହୋଇଥାନ୍ତି । ବିଶେଷ କରି ଏମାନେ ଧନ ସମ୍ପଦ କ୍ଷେତ୍ରରେ ଅଧିକ ପ୍ରଭାବ ଶାଳୀ ହୋଇଥାଆନ୍ତି ।

ଏହିସବୁ ଲକ୍ଷଣ ଓ ଚିହ୍ନ ଥିବା ମହିଳାମାନେ ନିଜେ ଭାଗ୍ୟଶାଳୀ ହେବାସହ ତାଙ୍କ ସ୍ୱାମୀ ମାନଙ୍କୁ ମଧ୍ୟ ଭାଗ୍ୟବାନ ବନେଇଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ, ଓ ଅନ୍ଯମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *