ଶ୍ରୀ କୃଷ୍ଣ ଙ୍କ କୃପାରୁ ୨୦୨୦ ରୁ ୨୦୨୫ ପର୍ଯ୍ୟନ୍ତ ବହୁତ ସୌଭାଗ୍ୟଶାଳୀ ଅଟନ୍ତି ଏହି ୫ ଟି ରାଶି, ହେବ ଧନବର୍ଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଗତି ନିରନ୍ତର ଭାବରେ ପରିବର୍ତ୍ତନ ହୋଇଥାଏ। ଯେଉଁ କାରଣରୁ ସମସ୍ତ ୧୨ଗୋଟି ରାଶି ଏହାଦ୍ବାରା ପ୍ରଭାବିତ ହୋଇଥାନ୍ତି।ଗ୍ରହ ମାନଙ୍କ ଗତି ରେ ପରିବର୍ତ୍ତନ ହେଲେ ରାଶି ମାନଙ୍କର ମଧ୍ୟ ପରିବର୍ତ୍ତନ ଆସିଥାଏ। ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ,ଭଗବାନ ଶ୍ରୀକୃଷ୍ଣ ଙ୍କ କୃପାଦୃଷ୍ଟି ଯୋଗୁଁ ୨୦୨୦ ରୁ ୨୦୧୫ ମଧ୍ୟରେ କିଛି ରାଶି ମାନଙ୍କର ପରିବର୍ତ୍ତନ ଘଟିବ ଏବଂ ଏହି ପରିବର୍ତ୍ତେ ଦ୍ୱାରା ସେମାନଙ୍କ ଜୀବନରେ ଖୁସି ର ଆଗମନ ହେବ। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ସମ୍ବନ୍ଧରେ।

୧. ମିଥୁନ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘ମିଥୁନ ରାଶି’। ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ଙ୍କ ବିଶେଷ କୃପା ରହିବ।ମହିଳା ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଏହି ରାଶିର ବ୍ୟକ୍ତି କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହାସଲ କରିବେ। ଏମାନେ ଉଚିତ ପନ୍ଥା ଗ୍ରହଣ କରି ନିଜର ସମୟ କୁ ଖୁସି ର ସହିତ ଅତିବାହିତ କରିବେ। ଏମାନଙ୍କ ଗଚ୍ଛିତ ଧନର ପରିମାଣ ବୃଦ୍ଧି ହେବ।

୨. ବୃଷ ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ବୃଷ ରାଶି’।ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ନିଜର କୃପାଦୃଷ୍ଟି ସର୍ବଦା ରଖିବେ। ଏମାନେ ନିଜ ବୁଦ୍ଧି ଓ କ୍ଷମତା ବଳରେ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ। ଏହି ରାଶିର ବ୍ୟକ୍ତି ଙ୍କୁ ସୁସମ୍ବାଦ ଶୁଣିବାକୁ ମିଳିବ।ଏହା ସହିତ ଏମାନଙ୍କ ଜୀବନ ରେ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ।

୩. ସିଂହ ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ସିଂହ ରାଶି’। ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଆଶୀର୍ବାଦ ଯୋଗୁଁ ଅପ୍ରତ୍ୟାଶିତ ଲାଭ ପ୍ରାପ୍ତ ହେବ। ଏମାନେ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ ଏବଂ ଅର୍ଥ ବୃଦ୍ଧି ହେବ। ଏହି କାରଣ ରୁ ଆପଣ ବ୍ୟବସାୟ କୁ ବିସ୍ତାର କରିବେ।ରାଜନୀତି କ୍ଷେତ୍ରରେ ବିଶେଷ ମାନ ସମ୍ମାନ ପ୍ରତିଷ୍ଠା ହାସଲ ହେବ।

୪. ତୁଳା ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, ‘ତୁଳା ରାଶି’। ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ଙ୍କ କୃପାଦୃଷ୍ଟି ରହିବ ଏବଂ ଏହି କାରଣ ରୁ ଏମାନଙ୍କ ସମ୍ପୂର୍ଣ୍ଣ ଧ୍ୟାନ ନିଜର କର୍ମ କ୍ଷେତ୍ରରେ ରହିବ।ଏମାନଙ୍କୁ କୌଣସି ପୁରୁଣା ରୋଗ ରୁ ମଧ୍ୟ ମୁକ୍ତି ମିଳିବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଅପାର ସଫଳତା ହାସଲ କରିବେ ଏବଂ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ସୃଷ୍ଟି ହେବ।

୫. କୁମ୍ଭ ରାଶି- ବନ୍ଧୁଗଣ ପଞ୍ଚମ ରାଶିଟି ହେଉଛି, ‘କୁମ୍ଭ ରାଶି’। ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଆଶୀର୍ବାଦ ରହିବ। ଏମାନେ ଯେଉଁ କାର୍ଯ୍ୟ ପାଇଁ ଚିନ୍ତିତ ଅଛନ୍ତି ସେହି କାର୍ଯ୍ୟ ସଫଳତା ହାସଲ ହେବ। ଏମାନଙ୍କ ସମସ୍ତ ଯୋଜନା ସଫଳ ଭାବରେ ପୂର୍ଣ ହେବ ଏବଂ ଜୀବନର ସମସ୍ତ କ୍ଷେତ୍ରରେ ଏମାନେ ଉତ୍ତୀର୍ଣ୍ଣ ହେବେ।

ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ । ଯଦି ଏହି ଆପଣଙ୍କୁ ତଥ୍ୟ  ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *