ମରିଗଲେ ବି ସୋମବାର ଦିନ ଏହି 5 ଭୁଲ କେବେ ବି କରିବେନି, ଲାଗିଥାଏ ଘୋର ପାପ, ଭୋଲେନାଥ ହୁଅନ୍ତି କ୍ରୋଧିତ

ବନ୍ଧୁଗଣ, ସୋମବାର ଦିନ ବହୁତ ସୁନ୍ଦର ଦିନ ହୋଇଥାଏ । ବହୁତ ଲୋକ ଭଗବାନ ଶିବ ଙ୍କର ବ୍ରତ କରିଥାନ୍ତି । ମାତ୍ର ସୋମବାର ଦିନ ଏହି ବିଷୟର ଧ୍ୟାନ ରଖନ୍ତୁ ଯେ ସୋମବାର ଦିନ ଏହିଭଳି ଭୁଲ ଯଦି ଆପଣ ଭୁଲ ରେ ମଧ୍ୟ କରନ୍ତି ତେବେ ଅଜାଣତରେ ମଧ୍ୟ କରି ନିଅନ୍ତି ତେବେ ଏହାର ପରିଣାମ ବହୁତ ଖରାପ ହୋଇଥାଏ । ମାନାଯାଇଥାଏ ଯେ ଭୋଳାନାଥ ରାଗିଯାଇଥାନ୍ତି । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ହିନ୍ଦୁ ଧର୍ମରେ ସୋମବାର ଦିନ ଭଗବାନ ଶିବ ଙ୍କୁ ସମର୍ପିତ କରାଯାଇଅଛି ।

୧;- ସୋମବାର ଦିନ ଅନ୍ନର ସେବନ ଆଦୌ କରିବା ଉଚିତ ନୁହେଁ । ମାତ୍ର ଅନେକ ଥର ଲୋକେ ଫଳ ଆହାର କରିବା ସମୟରେ ଲୁଣର ସେବନ କରିଦେଇଥାନ୍ତି । ସୋମବାର ର ବ୍ରତ ରଖିବା ସମୟରେ ଆପଣଙ୍କୁ କେବେ ମଧ୍ୟ ଲୁଣ ର ସେବନ କରିବା କଥା ନୁହେଁ ।

୨;- ସୋମବାର ଦିନ ବ୍ରହ୍ମଚାର୍ଜ୍ୟ ର ପାଳନ କରିବା ଅବଶ୍ୟକ । ସ୍ତ୍ରୀ ହୁଅନ୍ତୁ କି ପୁରୁଷ ଯେଉଁ ମାନେ ମଧ୍ୟ ସୋମବାର ର ବ୍ରତ ରଖିଛନ୍ତି, ଯଦି ଆପଣ ବିବାହିତା ତେବେ ସ୍ଵାମୀ ସ୍ତ୍ରୀ ଉଭୟଙ୍କୁ ସଂଯମତା ରକ୍ଷା କରିବାକୁ ହେବ । ଭୁଲରେ ମଧ୍ୟ ଆପଣଙ୍କୁ ସମ୍ବନ୍ଧ ବନାଇବା କଥା ନୁହେଁ । ନଚେତ ଆପଣଙ୍କ ଉପବାସ ଫେଲ ହୋଇଯାଇଥାଏ ।

୩;- କେବେ ମଧ୍ୟ କୌଣସି ଗୁରୁଜନ ଙ୍କ ଅପମାନ ଆପଣଙ୍କୁ କରିବା କଥା ନୁହେଁ । ସୋମବାର ଦିନ ବିଶେଷ କରି ଗୁରୁଜନ ତଥା ଘରର ବଡ ଲୋକଙ୍କ ଆଶୀର୍ବାଦ ନେବା ଆବଶ୍ୟକ ।

୪;- ସୋମବାର ଦିନ କୌଣସି ପ୍ରକାରର ହିଂସା ରେ ଆପଣଙ୍କୁ ପଡିବାର ନାହିଁ  । କୌଣସି ଠାରେ ଯଦି ଝଗଡା ହେଉଅଛି ତେବେ ମଝିରେ ଆପଣ ନିଜ ସାଙ୍ଗ ସହିତ ଗଲେ ଏବଂ କେହି ଆପଣଙ୍କ ସାଙ୍ଗକୁ ମାରିଲା ଏବଂ ଆପଣ ମଧ୍ୟ ସେହି ହିଂସା ରେ ସାମିଲ ହେଲେ ଅଥବା କେଉଁଠାରେ ମଧ୍ୟ ହିଂସା ହେଉଅଛି ଏବଂ ଆପଣ ସେଠାକୁ ଯାଉଛନ୍ତି ତେବେ ଏହିସବୁ ଆପଣଙ୍କୁ କରିବା କଥା ନୁହେଁ ।

୫;- କୌଣସି ଜୀବ ଙ୍କୁ ମାରିବା ତଥା ଆମିଷ ଖାଇବା ଏହିସବୁ କାର୍ଯ୍ୟ ଆପଣଙ୍କୁ ସୋମବାର ଦିନ କରିବା କଥା ନୁହେଁ । ସୋମବାର ଦିନ ଆପଣଙ୍କୁ ତାମସିକ ଭୋଜନ ଆଦୌ କରିବା କଥା ନୁହେଁ । ବନ୍ଧୁଗଣ ଭଗବାନ ଶିବ ଙ୍କୁ ମାନୁଥିଲେ ଆପଣ ଏହିସବୁ ବିଷୟ ପ୍ରତି ନିଶ୍ଚିତ ଭାବରେ ଧ୍ୟାନ ରଖନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *