Ajira Upadesha- ସୋମବାରରେ କରନ୍ତୁ ଏହି ଉପାୟ, ସବୁ କ୍ଷେତ୍ରରେ ହେବେ ବିଜୟୀ

୧;- ବନ୍ଧୁଗଣ, ପ୍ରତି ସୋମବାର ଦିନ ଶିବବ୍ରତ କରନ୍ତୁ । ଗୋଟିଏ ସମୟ ଅରୁଆ ଖାଇବେ ଶିବ ଙ୍କ ନାମରେ ନଡିଆଟିଏ ଘରେ ରଖିବେ ଏବଂ ସେଥିରେ ଲାଲୀ କନାଟିଏ ଘୁଡାଇବେ । ତ୍ରିଶାଖ ପଞ୍ଚଶାଖା ବେଲପତ୍ର ତାହା ଉପରେ ରଖିବେ । ପ୍ରଭୁ ଙ୍କୁ ଭୋଗ କରିବେ । ଓମ ନମଃ ଶିବାୟ ୧୦୮ ଥର ପାଠ କରିବେ । ଘରର ଇଶାଣ କୋଣରେ ଶିବ ଙ୍କ ନାମର ନଡିଆଟିଏ ରଖିଥିବେ । ଆପଣ ଯାହା କାମନା କରିବେ ଶରୀର ରତ କାମନା ୧୭ ସୋମବାର ଫଳ ମିଳୁଛି କି ନାହିଁ ଆପଣ ଜାଣି ପାରିବେ ।

୨;- ଯେପରି ସବୁ ଜଙ୍ଗଲରେ ଚନ୍ଦନ ନଥାଏ, ସବୁ ପଥରରେ ମାଣିକ୍ୟ ନଥାଏ, ସେହିଭଳି ସବୁ ଜାଗାରେ ଭଦ୍ରଲୋକ ନଥାନ୍ତି ।

୩;- ମୂର୍ଖତା ଦୁଃଖଦାୟୀ ହୋଇଥାଏ, ଯୌବନ ମଧ୍ୟ ଦୁଃଖଦାୟୀ ହୋଇଥାଏ, କିନ୍ତୁ କାହାଠାରୁ ଉପକାର ନେବା ସବୁଠାରୁ ଦୁଃଖଦାୟୀ ହୋଇଥାଏ ।

୪;- ମନରେ ଚିନ୍ତା କରୁଥିବା କାର୍ଯ୍ୟ କୁ କାହା ଆଗରେ କହିବା ଅନୁଚିତ । ଏହା ମନ ମଧ୍ୟରେ ସ୍ଥିର କରି କାର୍ଯ୍ୟରେ ପରିଣତ କଲେ ସଫଳତା ଶୀଘ୍ର ମିଳିଥାଏ ।

୫;- ଉପରେ ମିଠା କଥା କହି ଭିତରେ ଚେର କାଟୁଥିବା ଲୋକଙ୍କ ଠାରୁ ଦୂର ଏବଂ ସତର୍କ ରହିବା ଉଚିତ । ଏହା ମଙ୍ଗଳକାରୀ ହୋଇଥାଏ ।

୬;- ଯେଉଁ ଲୋକଙ୍କ ପୁତ୍ର ଆଜ୍ଞାକାରୀ, ପତ୍ନୀ ଇଛା ଅନୁସାରେ ସେବା କରିଥାଏ ଏବଂ ନିଜ ଅର୍ଜିତ ଧନରେ ଯିଏ ସନ୍ତୁଷ୍ଠ ଥାଏ ସେ ମର୍ତ୍ୟରେ ସ୍ଵର୍ଗସୁଖ ଅନୁଭବ କରିଥାଏ ।

୭;- ଉତ୍ତମ ଭୋଜନ ସହିତ ଭୋଜନ କରିବାର କ୍ଷମତା, ଅଧିକ ଧନ ସହିତ ଦାନ କରିବା ସ୍ଵଭାବ ଏବଂ ସୁନ୍ଦର ସ୍ତ୍ରୀ ସହିତ ଅଧିକ କାମ ଆବେଗ ଏସବୁ ବହୁତ ତପସ୍ୟା ର ଫଳ ହୋଇଥାଏ ।

୮;- ପୁରୁଷ ଙ୍କ ଅପେକ୍ଷା ମହିଳା ଙ୍କ ଭୋକ ଦୁଇଗୁଣା, ଲାଜ୍ୟା ଚାରିଗୁଣା, ସାହସ ଛଅଗୁଣା ଏବଂ କାମଶକ୍ତି ଆଠଗୁଣା ଅଧିକ ହୋଇଥାଏ ।

୯;- ଯେପରି ସୁବର୍ଣ୍ଣ ନର୍ଦ୍ଧମାରେ ପଡିଥିଲେ ମଧ୍ୟ ଗ୍ରହଣ କରାଯାଏ ସେହିପରି ନୀଚ କୂଳରେ ଯାତା ହେଲେ ମଧ୍ୟ ଜ୍ଞାନୀ ଲୋକଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ ।

୧୦;- ନଦୀ, ଅସ୍ତ୍ରଶସ୍ତ୍ର ରଖୁଥିବା ଲୋକ ହିଂସ୍ର ଜନ୍ତୁ ଏବଂ ପ୍ରଶାସନରେ ଲୋକଙ୍କୁ କେବେ ମଧ୍ୟ ବିଶ୍ଵାସ କରିବା ଅନୁଚିତ ।

୧୧;- ବିବାହ ମାନସନ୍ନମାନ ଥିବା ପରିବାରରେ କରିବା ଉଚିତ ଏବଂ ବରାବରି ପରିବାରରେ କରିବା ଦ୍ଵାରା ମଙ୍ଗଲାରି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *