୧- ଟଙ୍କା ପଇସା ଅଭାବ ହେଉଛି, ତଥା ଆପଣ ବହୁତ କ-ଷ୍ଟ ପାଉଛନ୍ତି, ତେବେ ଆପଣ ଏହି ଉପାୟ ଟି କରନ୍ତୁ । ଦୁଇଟି ମୟୁର ନାଚୁଥିବେ, ସେମାନଙ୍କ ପାଦଧୁଳି ଆଣି ପର୍ସ ରେ ରଖନ୍ତୁ । ଗ୍ୟାରେଣ୍ଟି ଆପଣଙ୍କର ପଇସା ଅଭାବ ହେବ ନାହିଁ । ମୟୁର ନାଚୁଥିବା ସମୟରେ ତାହାର ପୁଛ ପଡିଥିଲେ, ତାହାକୁ ଆଣି ନିଜ ଘରେ ରଖିବା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
୨- ଯଦି କୌଣସି ବ୍ୟକ୍ତି ମ-ରି-ଯା-ନ୍ତି ତେବେ ତାଙ୍କର ଶରୀର ଆତ୍ମା ଘରେ ରୁହେ, ତେବେ ତାଙ୍କ ଉଦେଶ୍ୟରେ ଯେଉଁ ଦୀପ ଦେବେ ଦକ୍ଷିଣ କୁ ମୁହଁ କରି ଦେବେ । ଏହା ପରେ ସେ ଦୀପ ରେ ଗୋଟିଏ ଲୁହା କ-ଣ୍ଟା ପକାଇଦେବେ । ଯଦି ଏପରି କରିବେ ତେବେ ସେ ମୃ-ତ ବ୍ୟକ୍ତିର ଉପପ୍ରାଣ ସେ ଘର ଛାଡି ପଳାଇବ । ଆଉ ଅସ୍ତବ୍ୟସ୍ତ କରିବ ନାହିଁ କି ସ୍ଵପ୍ନ ଦେଖାଇବ ନାହିଁ ।
୩- ଯଦି ଗୋ-ମାଂ-ସ ଭ-କ୍ଷ-ଣ କରିବେ ତେବେ ବ୍ର-ହ୍ମ-ହ-ତ୍ୟା ଦୋ-ଷ ଲାଗିବ । ଏଣୁ ଭୁଲରେ ଗୋ-ମାଂ-ସ ଭ-କ୍ଷ-ଣ କରିବା ସ୍ଥାନ କୁ ମଧ୍ୟ ଯିବେ ନାହିଁ ।
୪- ସୋମବାର ଏବଂ ଗୁରୁବାର ରେ ଯଦି ମାଛ ଆଦି ଆ-ମି-ଷ ଦ୍ରବ୍ୟ ଭୋଜନ କରିବେ, ତେବେ ଆପଣଙ୍କ ପରିବାର ଭିତରେ ଗଣ୍ଡଗୋଳ ଲାଗିବ । ତାହା କେତେବେଳେ ମଧ୍ୟ ସଠିକ ହବନି । ଏଣୁ ସୋମବାର ଏବଂ ଗୁରୁବାର ମାଛ ମାଂ-ସ ଖାଇବେ ନାହିଁ ।
୫- ଘରେ ଶୁଆ ସାରି ପାଳିଲେ ଭାରି ଶୁଭ ହୋଇଥାଏ ।
୬- ଘରେ ଘୀଅ, ଗୁଡ, କ୍ଷୀର, ଦହି ସଦାବେଳେ ଭରପୁର ରହିଲେ, ଘର ସଦା ସୁଖ ହୋଇଥାଏ ।
୭- ଘରେ ସକାଳେ ତଥା ସନ୍ଧ୍ୟାବେଳେ ଯଦି ଭଜନ କୀର୍ତ୍ତନ ହେଉଅଛି, ତେବେ ସେହି ଘରେ ବାସ୍ତୁ ଦୋଷ ରହିବନି, ଅପବର୍ଗ ହେବନାହିଁ, ଅସମୟରେ କେହି ମ-ରି-ବେ ନାହିଁ କି ଅବା ରୋ-ଗ ମଧ୍ୟ ହେବ ନାହିଁ ।
୮- ଯେଉଁ ଘରେ ରହୁଛ ସେହି ଘରେ ଯଦି ଛେଳି ପାଳିବେ ତାହା ଦରିଦ୍ରତା ହୋଇଥାଏ ।
୯- ରାତିରେ ଶୋଇଲା ବେଳେ ପିଲାଙ୍କୁ ପୂର୍ବ ମୁହାଁ କରି ଶୁଆଇବେ । ଏବଂ ଯେଉଁ ତକିଆ ଦେବେ ତାହା ହଳଦୀଆ ତକିଆ ହୋଇଥିବା ଦରକାର । ଏଭଳି କରିବା ଦ୍ଵାରା ପିଲାର ସ୍ମୃତି ଶକ୍ତି ବଢିବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ