Astrology- ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି କିପରି ହୋଇଥାନ୍ତି ? ଜାଣନ୍ତୁ ସେମାନଙ୍କ ସ୍ଵଭାବ, ଚରିତ୍ର, ଚାକିରି ଓ ଭବିଷ୍ୟତ ସବୁ କିଛି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିଲାଟିଏ ଛୋଟରୁ ଧୀରେ ଧୀରେ କରି ଯେତେ ବଡ ହୋଇବ । ତା’ ର ସ୍ଵଭାବ, ବ୍ୟବହାର ଓ ଚାଲି ଚଳନୀ ବିଷୟରେ ଲୋକମାନେ ସେତେ ଜାଣିବାକୁ ପାଇବେ । ବ୍ୟକ୍ତିର ସ୍ଵଭାବକୁ ଜାଣିବା ପାଇଁ ତା’ ସହିତ ବହୁତ ଦିନ ଧରି ସାଥି ହୋଇ ରହିନଥିଲେ ମଧ୍ୟ ସେହି ବ୍ୟକ୍ତି ଜନ୍ମ ହୋଇଥିବା ବାର ଜାଣିଥିଲେ । ଆପଣ ବ୍ଯକ୍ତିର ବ୍ୟକ୍ତିତ୍ବକୁ ଭଲ ଭାବେ ଜାଣିପାରିବେ । ଯେପରି ସୋମବାର ଜନ୍ମ ହୋଇଥିବା ଲୋକଙ୍କର ସ୍ଵଭାବ ଆଜି ଜାଣିବାକୁ ପାଇବେ ।

ଯେଉଁ ମାନେ ସୋମବାର ଦିନ ଜନ୍ମ ହୋଇଥାନ୍ତି । ସେମାନଙ୍କର ଲକି ନମ୍ବର ୨, ଲକି କଲର ଧଳା ଓ ଲକି ବାର ଗୁଡିକ ହେଉଛି ସୋମବାର, ଶୁକ୍ରବାର ଓ ରବିବାର । ଏହି ବାରରେ ଜନ୍ମ ହୋଇଥିବା ଲୋକମନେ ମିଳାପୀ ପ୍ରକୃତିର ହୋଇଥାନ୍ତି । ସବୁ ପରିସ୍ଥିତିକୁ ସହଜରେ ପାର କରିବା ସକ୍ଷମତା ଏହି ଲୋକ ମାନଙ୍କ ପାଖରେ ରହିଥାଏ ।

ଏହି ଲୋକ ମାନେ ବୁଦ୍ଧିମାନ ଓ କଳାତ୍ମକ ହେବା ସହିତ ସାହସୀ ମଧ୍ୟ ହୋଇଥାନ୍ତି । ଥଣ୍ଡା କାଶ ଜନିତ ସମସ୍ଯାରେ ଏହି ଲୋକ ମାନେ ଅଧିକ ମାତ୍ରାରେ ଜଡିତ ହୋଇଥାନ୍ତି । ସୋମବାରରେ ଜନ୍ମ ଗ୍ରହଣ କରିଥିବା ଲୋକ ମାନଙ୍କ ମଧ୍ୟରୁ ଯେଉଁ ମାନେ ଉଚତା ଛୋଟ ସାଇଜ ଓ ବଡ ବଡ ଆଖିଥିବା ଲୋକ ମାନେ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାନ୍ତି ।

୯, ୧୨ ଓ ୨୭ ବର୍ଷବୟସରେ ସୋମବାରରେ ଜନ୍ମ ହୋଇଥିବା ଲୋକଙ୍କର ଜୀବନରେ ଅସୁବିଧା ଆସିବାର ସମ୍ଭାବନା ରହିଥାଏ । ଏହି ବାରରେ ଜନ୍ମ ହୋଇଥିବା ପୁଅ ମାନଙ୍କର ଝିଅ ପ୍ରତି ଦୟାଳୁ ସ୍ଵଭାବ ରହିଥାଏ । ସୋମବାରରେ ଜନ୍ମିତ ଲୋକ ମାନେ ପାଣିପାଗ ବିଭାଗରେ ଅଧିକ ମାତ୍ରାରେ ନିଯୁକ୍ତି ପାଇଥାନ୍ତି । ଏହି ଲୋକଙ୍କର ଧଳା ରଙ୍ଗ ଶୁଭ ହୋଇଥିବାରୁ ଏମାନେ ନିଜ କ୍ଯାରିଅର ଗଢିବା ପାଇଁ ଯେଉଁ କାର୍ଯ୍ୟ କ୍ଷେତ୍ରକୁ ଯିବେ ।

ସେହି ଜାଗାକୁ ଯିବା ସମୟରେ ସାଥିରେ ଧଳା ରୁମାଲ କିମ୍ବା ଧଳା ରଙ୍ଗର ପୋଷାକ ପିନ୍ଧି ଯିବା ଉଚିତ ହୋଇଥାଏ । ଏହି ଲୋକ ମାନେ ପ୍ରେମ ପ୍ରତି ବହୁତ ଯତ୍ନଶୀଳ ହୋଇଥାନ୍ତି । ଏହି ବାରରେ ଜନ୍ମିତ ଲୋକ ପ୍ରେମରେ ସିରିଏସ ହେବା ସହିତ ପ୍ରେମ ବିବାହ କରିବାରେ ଅଧିକ ବିଶ୍ବାସ ରଖିଥାନ୍ତି ।

ବିବାହ ପରେ ବେଳେ ସୋମବାରରେ ଜନ୍ମିତ ଲୋକଙ୍କ ଦାମ୍ପତ୍ୟ ଜୀବନରେ ତାଙ୍କ ଜୀବନସାଥି ପାଇଁ କୌଣସି କାରଣରୁ ବାଦ ବିବାଦ ଲାଗି ରହିଥାଏ । ଏହା ସହିତ ବିବାଦର ପୁନଶ୍ଚ ବୁଝାମଣା ହୋଇ ଦାମ୍ପତ୍ୟ ଜୀବନ ମଧୁର ହୋଇଥାଏ । ସୋମବାରରେ ଜନ୍ମ ଗ୍ରହଣ କରିଥିବା ଲୋକମାନେ ଧାର୍ମିକ କାର୍ଯ୍ୟରେ ମନାନିବେଶ କରିବାକୁ ଭଲ ପାଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *