Vastu Tips- ଶୋଇବା ସମୟରେ ନିଜ ପାଖରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ, ମାଡି ଆସେ ଦରିଦ୍ରତା

ବନ୍ଧୁଗଣ, ଶୋଇବା ସମୟରେ ଆପଣ ନିଜ ପାଖରେ ଭୁଲ ରେ ମଧ୍ୟ ରଖନ୍ତୁ ନାହିଁ ଏହି ଜିନିଷ ନଚେତ ଆପଣଙ୍କ ପାଖକୁ ଆସିବ ଦରିଦ୍ରତା । ଏହା ସହିତ ଆମ୍ଭେ କହିବାକୁ ଯାଉଅଛୁ ଯେ ରାତି ସମୟରେ ତାହା କେଉଁ କାମ ରହିଅଛି ଯାହା ଆପଣଙ୍କୁ ଭୁଲ ରେ ମଧ୍ୟ କରିବା କଥା ନୁହେଁ । ଆମ୍ଭ ଜୀବନରେ ବାସ୍ତୁ ଶାସ୍ତ୍ର ର ବହୁତ ଭୂମିକା ରହିଅଛି । ଶୋଇବା ସମୟରେ ଆମ୍ଭ ଶରୀର କାର୍ଯ୍ୟରହିତ ହୋଇଥାଏ, ଏହି ଅବସ୍ଥାରେ ଆମ୍ଭ ଶରୀରର ପଞ୍ଚତନ୍ତ୍ର ଆମ୍ଭ ନିମନ୍ତେ କାର୍ଯ୍ୟ କରିଥାନ୍ତି ।

ସେହି ସମୟରେ ଯଦି କିଛି ଏଭଳି ଜିନିଷ ଆପଣ ନିଜ ପାଖରେ ରଖିବେ ଯାହା ଦ୍ଵାରା ଆପଣଙ୍କ ଶରୀର ଉପରେ ତାହାର ନକାରାତ୍ମକ ଊର୍ଜା ପଡିପାରେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ୧;- ମଇଳା କପଡା, ଅନେକ ଲୋକ ଏଭଳି ରହିଅଛନ୍ତି ଯେଉଁମାନେ ରାତିରେ ଶୋଇବା ସମୟରେ ନିଜ ମଇଳା କପଡା କୁ ନିଜ ପାଖରେ ରଖିଦେଇଥାନ୍ତି, ଏହାଦ୍ଵାରା ନକାରାତ୍ମକ ଊର୍ଜା ଅଧିକ ବଢିଥାଏ । ଏଥିପାଇଁ ପୂଜା ରେ କିମ୍ବା କୌଣସି ଶୁଭ କାମରେ ମଇଳା କପଡା ପିନ୍ଧିବା କଥା ନୁହେଁ ।

୨;- ରାତିରେ ଶୋଇବା ସମୟରେ ଜୋତା, ଚପଲ, ରୁମାଲ, ଏବଂ ପର୍ସ କୁ ନିଜ ଠାରୁ ଦୂରେଇ ରଖନ୍ତୁ । ଶାସ୍ତ୍ର ଅନୁସାରେ ଏହି ଜିନିଷ ଯଦି ଆପଣଙ୍କ ପାଖରେ ରହିଥାଏ ତେବେ ଆପଣଙ୍କୁ ବାସ୍ତୁ ଦୋଷ ଲାଗିଥାଏ ।

୩;- ଲୁଣ, ହଳଦୀ, କୁମକୁମ, ତେଲ, ଏବଂ ଶୁଖିଲା ତୁଳସୀ ଯଦି ଆପଣ ନିଜ ମୁଣ୍ଡ ପାଖରେ ରଖି ଦେଇଥାନ୍ତି ତେବେ ଆପଣଙ୍କ ଜୀବନ ଉପରେ ଏହାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ରାତ୍ରି ସମୟରେ ଏହି ସମସ୍ତ ଜିନିଷକୁ ବର୍ଜିତ ବୋଲି ମାନାଯାଇଅଛି ।

୪;- ରାତିରେ ଶୋଇବା ସମୟରେ କୌଣସି ପୁସ୍ତକ ନିଜ ପାଖରେ ରଖିବା କଥା ନୁହେଁ । ଅନେକ ଲୋକେ ରାତିରେ ଶୋଇବା ସମୟରେ ପୁସ୍ତକ ପଢିଥାନ୍ତି । ଏବଂ ପଢି ପଢି ସେହିଠାରେ ପୁସ୍ତକ ରଖି ଦେଇଥାନ୍ତି । ଏହାଦ୍ଵାରା ମାତା ସରସ୍ଵତୀ ଙ୍କ ଅପମାନ ହୋଇଥାଏ ।

୫;- ରାତିରେ ଯଦି ମହିଳା ମାନେ କେଶ ଖୋଲି ଶୋଇଥାନ୍ତି ତେବେ ଏହା ଦ୍ଵାରା ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ମହିଳା କେଶ ଖୋଲି ଶୋଇଥାନ୍ତି ତାଙ୍କ ଜୀବନ ଉପରେ ଏହାର ଖାରାପ ପ୍ରଭାବ ପଡିଥାଏ ।

୭;- ଆପଣ କେଉଁ ଫଙ୍ଗସନ କୁ ରାତିରେ ଯାଉଥିଲେ, ସେହି ସମୟରେ ସେଣ୍ଟ ଅଥବା କୌଣସି ଇତର ର ପ୍ରୟୋଗ କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଭଲ ଏବଂ ଖରାପ ଉଭୟ ଶକ୍ତି ଆମ୍ଭ ଆଡକୁ ଆକର୍ଷିତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *