ଶୋଇବା ପୂର୍ବରୁ କହି ଦିଅନ୍ତୁ ଏହି2 ଟି ମନ୍ତ୍ର, ମିଳିଥାଏ କୋଟିପୂଣ୍ୟର ଫଳ, ସାତ ପୁରୁଷ ପର୍ଯ୍ୟନ୍ତ ରହିବନି ଧନର ଅଭାବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟଙ୍କର ବଞ୍ଚିବା ପାଇଁ ନିତାନ୍ତ ଆବଶ୍ୟକ ସାମଗ୍ରୀ ହେଉଛି ଖାଦ୍ୟ, ବସ୍ତ୍ର ଓ ବାସଗୃହ । ଏହା ବ୍ଯତୀତ ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ମନୁଷ୍ୟ ବ୍ୟବହାରରେ ଆସିଥାଏ । ତେଣୁ ସମସ୍ତ ସାମଗ୍ରୀକୁ କିଣିବା ପାଇଁ ଟଙ୍କାର ନିତାନ୍ତ ଭାବରେ ଆବଶ୍ୟକତା ରହିଛି । ତେଣୁ ଟଙ୍କା କମାଇବା ପାଇଁ ରୋଜଗାର କରିବା ମଧ୍ୟ ନିତାନ୍ତ ଆବଶ୍ୟକ ।

ରୋଜଗାର କରିବା ସହିତ ଏହି ୨ ଶବ୍ଦକୁ ଯଦି ପ୍ରତିଦିନ କହିଥାନ୍ତି । ତେବେ ସବୁ କିଛି ଦୁଃଖ ଦୁର୍ଦ୍ଧଶା ଦୂର ହୋଇଥାଏ । ଏହା ସହିତ ଜୀବନ କାଳ ମଧ୍ୟରେ କେବେ ଅଭାବ ଅନାଟନର ଶିକାର ହେବା ପାଇଁ ପଡିନଥାଏ । ଜୀବନକୁ ସରସ ସୁନ୍ଦର କରିବା ପାଇଁ ଏହି ୨ ଶବ୍ଦ ନିହାତି ଭାବରେ କରନ୍ତୁ ।

ତେବେ ଯାଇ ଜୀବନରେ ଅଧିକରୁ ଅଧିକ ଉନ୍ନତି କରିବାର ରାସ୍ତା ପାଇପାରିବେ । ସେହି ୨ ଶବ୍ଦରୁ ପ୍ରଥମ ଶବ୍ଦଟି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ନାମ ଜପ କରନ୍ତୁ । ପ୍ରତ୍ଯେକ ଦିନ ଯଦି ୧୦୮ ଥର ଶ୍ରୀକୃଷ୍ଣ ନାମର ଜପ କରିଥାନ୍ତି । ତେବେ ଜୀବନରେ ଅସୀମ ସୁଖ ସମୃଦ୍ଧି ମିଳିଥାଏ । କାରଣ ଏହି ନାମରେ ସାରା ବ୍ରହ୍ମାଣ୍ଡ ଲୀନ ହୋଇଥାଏ ।

ଏହି ନାମକୁ ୧୦୮ ଥର ପ୍ରତ୍ଯେକ ଦିନ ଜପିବା ଦ୍ଵାରା ବ୍ୟକ୍ତିର ମନସ୍କାମନା ନିହାତି ଭାବରେ ପୂରଣ ହୋଇଥାଏ । କାରଣ ଭଗବାନ ଶ୍ରୀକୃଷ୍ଣ ଭଗବାନ ନାରାୟଣଙ୍କର ଅଷ୍ଟମ ଅବତାର ହୋଇଥାଏ । ଏହି ବ୍ୟକ୍ତିର ସ୍ମରଣ କରିବା ଦ୍ଵାରା ବ୍ୟକ୍ତିର ସମସ୍ତ ଦୁଃଖ ଲାଘବ ହୋଇଥାଏ । ଦିତୀୟ ମନ୍ତ୍ରଟି ହେଉଛି ଗୋବଲ୍ଲଭାୟ ସ୍ଵାହା ।

ଏହି ମାତ୍ରକୁ ଜପିବା ଦ୍ଵାରା ଧନ ସମ୍ବଦ୍ଧିତ ଅନେକ ସମସ୍ଯା ନାଶ ହୋଇଥାଏ । ଧନକୁ ନେଇ ପ୍ରତ୍ଯେକ ଦିନ ଲାଗିରହୁଥିବା ବିବାଦ ଦୂର ହୋଇଥାଏ । ଏହି ମନ୍ତ୍ରକୁ ଜପ କରିବା ସମୟରେ ଧ୍ୟାନ ଦେବା ଉଛି କି ଏହି ମନ୍ତ୍ରର ଯେପରି ଭୁଲ୍ ଉଚାରଣ ଜମାରୁ କରିବା ଅନୁଚିତ । ଭଗବାନଙ୍କୁ ସ୍ମରଣ କରି ଏହି ଗୋବଲ୍ଲଭାୟ ସ୍ଵାହାକୁ ଅଢେଇ ହଜାର ଥର ଜପ କରନ୍ତୁ ।

ଯଦି ଏହା ଗୋଟିଏ ଦିନରେ ସମ୍ଭବ ହେଉନଥାଏ । ତେବେ ପ୍ରତ୍ଯେକ ଦିନ କିଛି କରି ଜପି ଅଢେଇ ହଜାର ଥର ଜପି ମନ୍ତ୍ରକୁ ସିଦ୍ଧି କରନ୍ତୁ । ତେବେ ଏହି ୨ ମନ୍ତ୍ରକୁ ନିହାତି ଭାବରେ ଜପ କରନ୍ତୁ । କାରଣ ଏହି ମନ୍ତ୍ର ୨ ଟି କୁ ଜପ କରିବା ଦ୍ଵାରା ଜୀବନ ସାର୍ଥକ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *