ଶୁକ୍ରବାର ଦିନ ମହିଳାମାନେ ଜମାରୁ ବି କରନ୍ତୁ ନାହିଁ ଏହି ୫ ଗୋଟି କାମ ! ଏଭଳି ମହିଳାଙ୍କୁ ଲାଗିଥାଏ ମହାପାପ ! Vastu Shastra

ନମସ୍କାର ବନ୍ଧୁଗଣ, ଦିନ ଚାଲୁଅଛି ବାର ପାଇଁ । କାରଣ ବାରର ସେତିକି ମହତ୍ଵ ରହିଛି ସେଥିପାଇଁ । ଆଉ ଆପଣ ଯଦି ସେହି ବାରର ମହତ୍ଵ ବୁଝିପାରିବେ ନାହିଁ ଏବଂ ଏବଂ ବାର ଅନୁଯାୟୀ ଆପଣ କରୁଥିବା ଭୁଲ କାମକୁ ସୁଧାରୀ ପାରିବେ ନାହିଁ ତେବେ ଆପଣଙ୍କ ଜୀବନରେ ଦୁଃଖ ତ ନିହାତି ଭାବରେ ଆସିବ ନା । ତେଣୁ ପ୍ରତ୍ୟକ ବାର ଭଳି ଶୁକ୍ରବାର ଦିନ ମଧ୍ୟ ଆପଣଙ୍କୁ କେଉଁ 6ଟି କାମ କରିବା ଅନୁଚିତ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ଶୁକ୍ରବାର ଦିନକୁ ମାତା ଲକ୍ଷ୍ମୀଏନକେ ବାର ବୋଲି ମନାଯାଏ ଆଉ ଏହା ବହୁତ କମ ଲୋକଙ୍କୁ ଜଣାଥିବ । 1- ଶୁକ୍ରବାର ଦିନ ଚଢେଇ ମାନଙ୍କୁ ଦାନା ଖାଇବା ପାଇଁ ଦେବା ଦ୍ଵାରା ଆପଣଙ୍କ ମୁଣ୍ଡ ଉପରେ ଥିବା କରଜରୁ ଆପଣଙ୍କୁ ସହଜରେ ମୁକ୍ତି ମିଳିଯାଇଥାଏ । ଏବଂ ସୁଖ ସମୃଦ୍ଧି ମଧ୍ୟ ଆପଣ ପ୍ରାପ୍ତ କରିଥାନ୍ତି ।

2- ଶୁକ୍ରବାର ଦିନ ଆପଣ ପୂଜା କରୁଥିବା ସ୍ଥାନରେ ଯଦି ଆପଣଙ୍କୁ ଝିଟିପିଟି ଦେଖାଦିଏ ତେବେ ଏହା ବହୁତ ଅଧିକ ଶୁଭ ହୋଇଥାଏ । କାରଣ ଝିଟିପିଟିକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମନାଯାଏ । 3- ଶୁକ୍ରବାର ଦିନ କେବେ କାହାକୁ ମଧ୍ୟ ଚିନି ଉଧାର ଦେବା ଉଚିତ ନୁହେଁ । ଆପଣ ଏଭଳି କରିବା ଦ୍ଵାରା ଆପଣଙ୍କ ଶୁକ୍ରଗ୍ରହ ଦୁର୍ବଳ ହେବାକୁ ଲାଗିଥାଏ । ଯାହା ଫଳରେ ଆପଣଙ୍କ ସୁଖ ଧୀରେ ଧୀରେ ଦୁଃଖରେ ପରିଣତ ହେବା ଆରମ୍ଭ ହୋଇଯାଇଥାଏ ।

4- ଶୁକ୍ରବାର ଦିନ କାହାକୁ ପଇସା ଉଧାର ଦେବା ଦ୍ଵାରା ଏବଂ ଉଧାର ଆଣିବା ଦ୍ଵାରା ଆପଣଙ୍କ ଘରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି । 5- ଶୁକ୍ରବାର ଦିନ ମହିଳା, କନ୍ୟା ଏବଂ କିନ୍ନର ମାନଙ୍କ ଅପମାନ କେବେ ମଧ୍ୟ କରିବା ଉଚିତ ନୁହେଁ । କାରଣ ଯେଉଁ ଘରେ ନାରୀଙ୍କୁ ସମ୍ମାନ ଦିଆଯାଏ ନାହିଁ ସେହିଘରେ ମାତା ଲକ୍ଷ୍ମୀ ମଧ୍ୟ ବାସ କରନ୍ତି ନାହିଁ ।

6-  ହୀରା କିଣି ଆପଣଙ୍କ ଘରକୁ ଆଣିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ଆପଣଙ୍କ ଶୁକ୍ରଗ୍ରହର ସ୍ଥିତି ପରଖି ନେବା ଉଚିତ । ନଚେତ ହୀରାର ଖରାପ ପ୍ରଭାବ କାରଣରୁ ଶୁକ୍ରଗ୍ରହ ଆପଣଙ୍କୁ ବରବାଦ କରିଦେବ । 7- ଶୁକ୍ରବାର ଦିନ ଆପଣଙ୍କୁ ଖଟା ଖାଇବା ମଧ୍ୟ ଉଚିତ ନୁହେଁ । କାରଣ ଏହିଦିନ ବହୁତ ଲୋକ ମାତା ସନ୍ତୋଷିଙ୍କ ବ୍ରତ ରଖିଥାନ୍ତି । ଏବଂ ତାଙ୍କ ପୂଜା ଦିନ ଖଟା ଖାଇବା ଅନୁଚିତ ।

8- ଶୁକ୍ରଗ୍ରହକୁ ଠିକ କରିବା ପାଇଁ ଚାହୁଁଥିଲେ ଶୁକ୍ରବାର ଦିନ ଧଳା ବସ୍ତ୍ର ପରିଧାନ କରନ୍ତୁ । ଆପଣ ଖାଇବା ପୂର୍ବରୁ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ । ଶୁକ୍ରବାର ଦିନ ଧଳା ଗାଈକୁ ରୁଟି ଖାଇବାକୁ ଦେବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *