ନମସ୍କାର ବନ୍ଧୁଗଣ , ଆପଣମାନେ ସମସ୍ତେ ଜାଣିଥିବେ ଯେ 18 ଫେବୃୟାରୀ 2023 ପବିତ୍ର ମହାନ ଶିବରାତ୍ରି । ଏହି ପବିତ୍ର ଦିନରେ ଗୋଟିଏ ଜିନିଷ ଖଇନିଆନ୍ତୁ ପୁରା ବର୍ଷ ଆପଣକ ଘରେ ଧନର ଅଭାବ ହେବ ନାହି । ଏହି ବର୍ଷ ମହାଶିବରାତ୍ରି ପାଇଁ ଆପଣମାନକୁ ମୋ ଆଧିକ ଶୁଭେଛା ଓ ଶୁଭ ମନକାମନା । ଏହି ଶିବରାତ୍ରୀ 18 ଫେବୃୟାରୀ 2023 ଶନିବାର ଦିନ ପାଳନ କରାଯିବ ଏବଂ ଏହି ଦିନରେ ମହାଶିବରାତ୍ରି ଦିନ ବହୁତ ଶୁଭ ଯୋଗ କାର୍ଯ୍ୟ ନିର୍ମାଣ କରାଯାଇଛି ।
କେତେ ଗ୍ରହମାନକ ମିଳନ ଯୋଗୁ ବହୁତ ଗୁଡିଏ ରାଜଯୌଗ ଓ ଧନଯୋଗର ନିର୍ମାଣ ମଧ୍ୟ ହେଉଅଛି । ଏହି ଦିନ ସିଦ୍ଧି ନାମକ ଯୋଗ ମଧ୍ୟ ବନୁଅଛି । ଭଗବାନ ଶିବଙ୍କୁ ମହାଶିବରାତ୍ରି ବହୁତ ହି ପ୍ରିୟ ଅଟେ । ଯଦି ଏହି ଦିନରେ ଏହି ଗୋଟିଏ ଜିନିଷ ଖାଇଡିଆନ୍ତି । ତେବେ ପୁରା ବର୍ଷ ଧନଜନିତ ସମସ୍ୟାର ସମୁଖୀନ ହେବାକୁ ପଡିନଥାଏ । ଜୀବନରେ ଖୁବ୍ ସୁଖ ସମବୃଦ୍ଧି ଆସିବାକୁ ଲାଗିବ । ଶିବଙ୍କ କୃପା ବର୍ଷ ସାରା ଲାଗିରହିବ ।
ଏହି ଦିନରେ କିଛି ଖାଆନ୍ତୁ ବା ନଖାଆନ୍ତୁ କିନ୍ତୁ ଏହି ଫଳକୁ ନିହାତି ସେବନ କରନ୍ତୁ । ଆମ ହିନ୍ଦୁ ଧର୍ମରେ ମହାଶିବରାତ୍ରିକୁ ବହୁତ ଗୁରୁତ୍ଵ ମାନା ଯାଇଥାଏ । ବିଶେଷ ଭାବରେ ଏହି ପର୍ବ ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ଚୋତୃଦଶ ଦିନରେ ପାଳନ କରାଯାଇଥାଏ । ମାନା ଯାଏ ଏହି ଦିନରେ ଭଗବାନ ଶିବ ପ୍ରକଟ ହୋଇଥିଲେ ଏବଂ ଏହି ଦିନରେ ଶିବଙ୍କ ବିବାହ ମାତା ପାର୍ବତୀଙ୍କ ସହ ହୋଇଥିଲା ।
ଯଦି ଆପଣମାନେ ଏହି ପବିତ୍ର ଦିନରେ ପୂଜା ପାଠ କରୁଥାନ୍ତି । ତେବେ ଏହାର ଫଳ ଆପଣକୁ ଦଶ ଗୁଣ ମିଳିଥାଏ । ଆମେ ଶିବରାତ୍ରୀ ଦିନ ଅନେକ ପୂଜା କରିଥାଉ କିନ୍ତୁ ଆମକୁ ପୂଣ୍ୟ ବଦଳରେ ପାପୀର ଭାଗୀଦାରୀ ହେଇଥାଉ । ପୂଜା ପାଠରେ ଆମେ ଏମିତି କଣ ଭୁଲ କରିଥାଉ , ଯାହା ଫଳରେ ଆମକୁ ପୂଜାର ଫଳ ମିଳିନଥାଏ । ଆସନ୍ତୁ ଜାଣିବା ତାହା ବିଷୟରେ ସର୍ବ ପ୍ରଥମେ ଯେତେବେଳେ ଆପଣମାନେ ଶିବ ମନ୍ଦିରକୁ ଯାଇଥାନ୍ତି ଶିବଲିଙ୍ଗରେ ଜଳ ଅର୍ପଣ କରିଥାନ୍ତି ।
ସେହି ଜଳ ପ୍ରଭାହିତ ହେଉଥିବା ସ୍ଥାନରୁ ଡେଇବା ଉଚିତ ନୁହେ । ତାହାକୁ ଆମେ ଜଳହରି କହିଥାଉ । ଏହାକୁ ଦେଇବା ଦ୍ଵାରା ବହୁତ ଦୋଷ ଲାଗିଥାଏ । ଦ୍ଵିତୀୟ କଥା ଶିବ ମନ୍ଦିରରେ ପୁରା ପରିକ୍ରମା କରାଯାଇନଥାଏ । ଅଧା ପରିକ୍ରମା କରାଯାଇଥାଏ ତେଣୁ କରି ଅଧା ପରିକ୍ରମା ନିଶ୍ଚୟ କରନ୍ତୁ । ତୁଲସୀ ପତ୍ରକୁ ଭୁଲରେ ମଧ୍ୟ ଶିବକୁ ଅର୍ପଣ କରନ୍ତୁ ନାହି ।
ବେଳେବେଳେ ଶିବାକୁ ସିନ୍ଦୁର , ହଳଦୀ ଏଭଳି ଜିନିଷ ଅର୍ପଣ କରିଦେଇଥାନ୍ତି । କିନ୍ତୁ ଏହା ସ୍ତ୍ରୀ ମାନକ ବସ୍ତୁ ଅଟେ ମାତ୍ର ଶିବ ବୋୟୀରାଗ ଅଟନ୍ତି । ତେଣୁ ପୂଜା କରିଥିବା ସମୟରେ ଆମେ ଗଭୀର ଭିତରକୁ ବୁଡିଯାଇଥାଉ ସେଥିପାଇ ଭୁଲରେ ଏହି ସବୁ ଜିନିଷ ଅର୍ପଣ କରିଦେଉ କିନ୍ତୁ ଏହା ପ୍ରତି ସଚେତନ ହେବ ଉଚିତ । କାରଣ ଏହାର ପ୍ରଭାବ ଆମ ପୂଜାଫଳ ଉପରେ ପଡିଥାଏ । ଅଥାର୍ତ ଯେତେବେଳେ ଶିବଲିଙ୍ଗ ରେ ଜଳ ଅର୍ପଣ କରିଥାଉ ତେବେ ଏହା ସଙ୍ଗେ କ୍ଷୀର , ଦହି , ମହୁ ଚିନି ଆଦି ଜିନିଷ ଅର୍ପଣ କରିପାରିବେ ।
କିନ୍ତୁ ଏହା ଉପରେ ପ୍ରସାଦ କେବେ ବି ଅର୍ପଣ କରିବେ ନାହି । ଯଦି କରୁଛନ୍ତି ତେବେ ଶିବଲିଙ୍ଗ ପାଖରେ ରଖିଦିଅନ୍ତୁ । ମହାଶିବରାତ୍ରୀ ଦିନ ଯଦି ରାତ୍ରି ସମୟରେ ପୂଜାକରିଥାନ୍ତି । ତେବେ ଏହା ବହୁତ ଶୁଭ ହୋଇଥାଏ । ମହାଶିବରାତ୍ରୀ ଦିନ ଶିବପାର୍ବତୀକ ଫୋଟ କୁ ନିଶ୍ଚୟ ଆଣନ୍ତୁ । ଏହା ଦ୍ଵାରା ଆପଣକ ବ୍ରତ ଶୁଭଦାୟକ ହୋଇଥାଏ । ଦେବ ପୁରାଣ ଅନୁସାରେ ମାନଯାଇଥାଏ ଯେ ଶିବରାତ୍ରୀ ଦିନ ବ୍ରତ ରଖିଥିବା ଲୋକ ଏହି ଫଳକୁ ଅଥାର୍ତ ଦୁଦୁରା ଗଛର ଫଳକୁ ଖାଆନ୍ତୁ ।
ଏହାର ମଞ୍ଜି ବିଷାକ୍ତ ହୋଇଥାଏ ପରନ୍ତୁ ଏହାକୁ ଟିକେ ଚାଖି ନିଅନ୍ତୁ ମାତ୍ର ଏହା ଖାଇବା ଉଚିତ । ଏହା ଆମ ବର୍ଷସାରା ମଙ୍ଗଳ ସାଧକ ହୋଇଥାଏ । ଏହା ଯଦି ଆପଣକର ଉପଯୋଗୀ ହୋଇଥାଏ । ତେବେ ଆମ ପୋଷ୍ଟ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।