ବନ୍ଧୁଗଣ, ସାଧାରଣତ ଶୀତ ଦିନରେ ଅନେକ ଲୋକଙ୍କର ମୁଣ୍ଡରୁ ଚୋପ ଛାଡୁଥାଏ । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଚିନ୍ତିତ ମଧ୍ୟ ହୋଇଯାଇଥାନ୍ତି । କେତେକ ଲୋକେ ଏହିଭଳି ଚୋପା ଛାଡିବାକୁ ରୂପୀ ହୋଇଯାଇଛି ବୋଲି କହିଥାନ୍ତି । ମାତ୍ର ଯଦି ଆପଣଙ୍କ ମୁଣ୍ଡରୁ ଧଳା ଧଳା ଚୋପ ଛାଡୁଛି ତେବେ ତାହା ରୂପୀ ବୋଲି କିଛି ନିର୍ଦ୍ଧାରିତ ନଥାଏ । ମାତ୍ର ଯଦି ଏହା ଅଧିକ ମାତ୍ରାରେ ହେଉଛି ତେବେ ଆପଣ ନିଜେ ଏହାର ଚିକିତ୍ସ୍ୟା କରିବା ବ୍ୟତୀତ ଚର୍ମରୋଗ ବିଶେଷଜ୍ଞ ଙ୍କ ସାଙ୍ଗରେ ପରାମର୍ଶ କରିଲେ ଠିକ ହେବ ।
କାରଣ ସେ ଆପଣଙ୍କୁ ସଠିକ ଭାବରେ କହିପାରିବେ ଯେ କେଉଁ ରୋଗ ହୋଇଛି ଏବଂ ଏହାର ଟ୍ରିଟମେଣ୍ଟ କିଭଳି କରିବାକୁ ହୁଏ ? ଯେଉଁ ମାନଙ୍କ ମୁଣ୍ଡରୁ ଏହିଭଳି ଚୋପା ଛାଡେ, ବିଶେଷ କରି ତାଙ୍କ ଚର୍ମ ବେଶୀ ଡ୍ରାଏହିଲ ଡ୍ୟାଣ୍ଡରଫ ହୋଇଥାଏ । ଏହା ସହିତ ଆପଣଙ୍କର ଯଦି ଫଙ୍ଗାଲ ଇନଫେକସନ ଥାଏ ତାହାହେଲେ ମଧ୍ୟ ଏହିଭଳି ହୋଇଥାଏ । ଏହାଛଡା ଶିବୋରିକ ଡର୍ମାଟାଇଜେସ ମଧ୍ୟ ଏହିଭଳି ଲକ୍ଷଣ ଦେଖାଇଥାଏ ।
ମାତ୍ର ଯେଉଁ ମାନଙ୍କର ସୋରିଏସିସ ଥାଏ, ସେମାନଙ୍କ କେସ ରେ ଏହିଭଳି ଚୋପା ମଧ୍ୟ ଛାଡେ ଏବଂ ମୁଣ୍ଡ ଉପରେ ଏହିଭଳି ଆସ୍ତରଣ ମଧ୍ୟ ରହିଯାଇଥାଏ । ତେବେ ଏହିଭଳି ଲକ୍ଷଣ ରହୁଛି ଅଥବା ଆସ୍ତରଣ ଭଳି ରହି ଯାଇଛି ତେବେ, ଆପଣ ନିକଟବର୍ତ୍ତୀ ପରାମର୍ଶ ବିଶେଷଜ୍ଞ ଙ୍କ ପାଖକୁ ଯାଇ ପରାମର୍ଶ କରନ୍ତୁ । ଏବଂ ତାଙ୍କ ପାଖରୁ ଉଚିତ ଟ୍ରିଟମେଣ୍ଟ ନିଅନ୍ତୁ ।
ମାତ୍ର ନିଜ ମନ ଇଛାରେ ଯଦି ଆପଣ ଟ୍ରିଟମେଣ୍ଟ ଆରମ୍ଭ କରନ୍ତି ତେବେ ତାହା ଆପଣଙ୍କ ନିମନ୍ତେ ଉଚିତ ହେବ ନାହିଁ । ଏହିଭଳି ନାନା ପ୍ରକାର ଉପାୟ ଗୋଟେ ପରେ ଗୋଟେ ଆପଣ ନିଜ କେଶ ରେ ବ୍ୟବହାର କରି ନିଜ କେଶ ସମସ୍ୟା କୁ ଅତ୍ୟଧିକ ବଢାଇ ପାରନ୍ତି ଏଣୁ ସାବଧାନତା ର ସହିତ ଏହିଭଳି ମୁଣ୍ଡରୁ ଚୋପା ଛାଡିବା ଦେଖିଲେ, ଏହାକୁ ଶୀତ ଦିନର ରୂପୀ ହୋଇଛି ଭାବି ହାଲ୍କା ରେ ନ ନେଇ ଆପଣ ଚର୍ମ ବିଶେଷଜ୍ଞ ଙ୍କ ପାଖକୁ ଯାଇ ଚିକିତ୍ସ୍ୟା କରନ୍ତୁ ।
ନଚେତ ଆପଣ ଙ୍କ ସଂପୂର୍ଣ୍ଣ ମୁଣ୍ଡ ଏହିଭଳି ହୋଇ ନଷ୍ଟ ହୋଇଯିବ । ଏହା ସହିତ କୁଣ୍ଡାଇ ହୋଇ କ୍ଷତ ମଧ୍ୟ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ