Vastu Shastra- ମରିଗଲେ ବି ଶନିବାର ଦିନ ଏହି 3 ଖରାପ କାମ କେବେ ବି କରିବେନି, ମାଡି ଆସେ ଦରିଦ୍ରତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସପ୍ତାହ ର ସାତୋଟି ଦିନ ର ପ୍ରତ୍ୟେକ ଦିନ କିଛି କାର୍ଯ୍ୟ କରିବା ଶୁଭ ଓ କିଛି କାର୍ଯ୍ୟ କରିବା ଅଶୁଭ ଅଟେ । ଯାହାର ଫଳ ଆମକୁ ଭୋଗିବାକୁ ପଡ଼ିଥାଏ । ଯେମିତି କି ଯେଉଁ କାର୍ଯ୍ୟ ନ କରିବା କଥା ତାହା କରିବା ଦ୍ୱାରା ଆମକୁ କଷ୍ଟ ମିଳିଥାଏ ।

ସାଧାରଣ ସବୁ ଲୋକ ମାନେ ବା ଅନେକ ଲୋକମାନେ ଜାଣିନଥାନ୍ତି ଓ ଯେଉଁ କାର୍ଯ୍ୟ କରିବା କଥା ନୁହେଁ ତାହା ଅଜାଣତରେ କରିବା ଦ୍ୱାରା ଏହାର ପ୍ରଭାବ ସେମାନଙ୍କ ଜୀବନରେ ପଡିଥାଏ । ତେବେ ସୂର୍ଯ୍ୟ ଙ୍କ ପୁତ୍ର ବା ନ୍ୟାୟ ର ଦେବତା ଶନି ଦେବଙ୍କ ର ବାର ଶନିବାର । ଭଗବାନ ଶନି ଦେବ ଙ୍କୁ ପଶୁ ପକ୍ଷୀ ଙ୍କୁ ଆଦର କରୁ ଥିବା ଓ ଗରିବ ଲୋକଙ୍କୁ ସାହାଜ୍ଯ କରୁଥିବା ଲୋକମାନେ ଅଧିକ ଭଲ ଲାଗନ୍ତି ।

କିଛି ଲୋକ ମାନେ ଶନି ଦେବଙ୍କ ନାମ ଶୁଣିଲେ ଡଋ ଯାନ୍ତି କିନ୍ତୁ କେବଳ ସେମାନେ ଡରିବା କଥା ଯେଉଁ ମାନେ କିଛି ଖରାପ କିମ୍ବା ଭୁଲ କାମ କରି ଥାନ୍ତି । ଯେଉଁ ମାନେ ନିଜ ଆତ୍ମା କୁ ମା-ରି ଅନ୍ୟ ମାନଙ୍କ ପାଇଁ କିଛି ଖରାପ କାମ କରି ଥାନ୍ତି । କେବଳ ଖରାପ ନୁହେଁ ଭଗବାନ ଶନି ଦେବ କିଛି ରାଶି ମାନଙ୍କ ଉପରେ ସବୁ ବେଳେ ନିଜ କୃପା ଦ୍ରୁଷ୍ଟି ରାଖୀ ଥାନ୍ତି । ଆମେ ଶନି ବାର କୁ ଶନି ଦେବଙ୍କ ନାମରେ ସମର୍ପଣ କରିଛୁ ।

ଏହି ଦିନ ରେ ଏମିତି କିଛି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ଶନି ଦେବଙ୍କ କୋପ ଦୃଷ୍ଟି ଆମ ଜୀବନରେ ପଡିଥାଏ । ତେବେ ଜାଣନ୍ତୁ କେଉଁ କେଉଁ କାର୍ଯ୍ୟ ଶନିବାର ଦିନ କରିବା ଭଲ ନୁହେଁ । ପ୍ରଥମ କାର୍ଯ୍ୟ ଶନିବାର ଦିନ ଯଦି ଆପଣ ଝାଡୁ କରନ୍ତି ଘର ତେବେ ଅଳ୍ପ ଲୁଣ ବା କର୍ପୁର ପକାଇ ଝାଡୁ କରନ୍ତୁ । କେବେବି ଖାଲି ରେ ଘର ଝାଡୁ କରନ୍ତୁ ନାହିଁ । ଦ୍ଵତୀୟ କଥା ଟି ହେଲା ଶନିବାର ଦିନ କେବେ ବି କଲା ରଙ୍ଗ ର ଜୋତା ବା କଳା ।

ରାଶି କିଣିବେ ନାହିଁ । ଶନି ଦେବ କୋପ କରନ୍ତି । ଶନିବାର ଦିନ କୌଣସି ଲୁହା ର ଜିନିଷ କିଣିବେ ନାହିଁ, କିନ୍ତୁ ଏମିତି କିଛି ଲୁହା ଜିନିଷ ଥାଏ ଯାହା ଆପଣ ଶନିଵାର ଦିନ କଲେ ଏହା ଶୁଭ ଫଳ ଦେଇଥାଏ । ଶନିବାର ଦିନ ଆପଣ କେବେବି କୌଣସି ତେଲ ସେ ସୋରିଷ ତେଲ ବି ହେଉ ନା କାହିଁକି  କି ଲୁଣ କିଣିବେ ନାହିଁ । ଶନିବାର ଦିନ କାହାକୁ ବି କେବେ ବି ଋଣ ବା କରଜ ଭାବେ ପଇସା ଦେବେ ନାହିଁ କାରଣ ଆପଣ ଯଦି ଶନିବାର ଦିନ ଧାର ଭାବେ କାହାକୁ ଅର୍ଥ ଦିଅନ୍ତି ତେବେ ସେହି ଅର୍ଥ ରାଶି ବହୁତ କଷ୍ଟ ଓ ବିଳମ୍ବ ରେ ଆପଣଂକୁ ବମିଳିବ।

ଏହି ଦିନ କାହା ଠାରୁ ମଧ୍ୟ ଧାର ରେ ପଇସା ଆଣନ୍ତୁନି କାରଣ ଆପଣ ତାହା ସୁଝି ପାରିବେନି। ଯଦି ଆପଣ ଶନିଦେଵ ଙ୍କ ଆଶ୍ରିବାଦ ଚାହାନ୍ତି ତେବେ ଶନିବାର ଦିନ ଆପଣ ଦାନ ଆଦି କରନ୍ତୁ ବିଶେଷ କରି ଖାଦ୍ୟ ଦାନ କରନ୍ତୁ ଏହା ଛଡା ଅଶ୍ୱତ୍ଥ ଗଛ ନିକଟରେ ରାତି ସମୟରେ ଦୀପ ଜାଲନ୍ତୁ । ଶନି ଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଜୀବନରେ ଲାଗିରହିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *