ବନ୍ଧୁଗଣ, ଶନିବାର ଦିନ ଭୁଲରେ ମଧ୍ୟ ଏହି ୫ ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ, ନଚେତ ଭୟଙ୍କର ସମସ୍ୟା ହୋଇପାରେ । ଶାସ୍ତ୍ର ରେ କୁହାଯାଇଛି ଯେ ଦାନ କରିଲେ ପୂଣ୍ୟ ମିଳେ । ଦାନ କରିବା ଦ୍ଵାରା ଭଗବାନ ଙ୍କ କୃପା ପ୍ରାପ୍ତି ହୋଇଥାଏ । ଏବଂ ସମସ୍ତ ସମସ୍ୟା ଦୂର ହୋଇଥାଏ । ଏଥି ସହିତ କରିଥିବା ପାପର କ୍ଷୟ ହୋଇଥାଏ । ମାତ୍ର ଏପରି କିଛି ବସ୍ତୁ ଅଥବା ଜିନିଷ ରହିଛି ଯାହାକୁ ଶନିବାର ଦିନ ଦାନ କରିବା ଦ୍ଵାରା ତାହାର ବିପରିତ ଫଳ ପ୍ରାପ୍ତ ହୋଇଥାଏ ।
ଏହା ଦ୍ଵାରା ଆମ୍ଭର କ୍ଷତି ହେବା ସହିତ ଆର୍ଥିକ ତଥା ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଶନିବାର ଦିନ କେଉଁ ସବୁ ଜିନିଷ ଦାନ ଦେବା ଅଥବା ଧାର ଦେବା ବାରଣ କରାଯାଇଛି । ଆସନ୍ତୁ ବର୍ତ୍ତମାନ ସେହି ଜିନିଷ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିବା ।
୧- ଜାତକ ରେ ଶନିଦଶା ରହିଥିଲେ ତେଲ ଦାନ କରିବାକୁ କୁହାଯାଏ । ମାତ୍ର ତେଲ ଖରାପ ହୋଇଥିଲେ, ତାହାକୁ ଦାନ କରିଲେ ତାହା ଅଶୁଭ ହୋଇଥାଏ । ଏଣୁ ଖରାପ ତେଲ ଦାନ କରିବା ଉଚିତ ନୁହେଁ । ବିଶେଷ କରି ଏହାକୁ ଶନିବାର ଦିନ ଭୁଲରେ ମଧ୍ୟ ଦାନ କରିବା ଉଚିତ ନୁହେଁ । ଶନିବାର ଦିନ ସୋରିଷ ତେଲ ଶନିଦେବ ଙ୍କୁ ଅର୍ପଣ କରିବା ଦ୍ଵାରା ଶୁଭଫଳ ମିଳିଥାଏ ।
୨- ଶନିବାର ଦିନ ପ୍ଲାଷ୍ଟିକ ଜାତୀୟ ଜିନିଷ ତଥା ଷ୍ଟିଲ ଜାତୀୟ ଜିନିଷ ବାସନ କୁସନ ଆଦି ଦାନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ । ଏବଂ ଧନର ହାନି ହୋଇଥାଏ ।
୩- ଝାଡୁ ମାତା ଲକ୍ଷ୍ମୀ ଙ୍କ ପ୍ରିୟ ଏଣୁ ଝାଡୁ କୁ ଦାନ କରିବା ଦ୍ଵାରା ମାତା ଲକ୍ଷ୍ମୀ ଗୃହ ତ୍ୟାଗ କରିଥାନ୍ତି । ଏହା ଫଳରେ ଗୃହରେ ସର୍ବଦା ଧନହାନି ହେବା ସହିତ ଧନହାନି ଘଟିଥାଏ । ଏଣୁ ଶନିବାର ଦିନ ଝାଡୁ କାହାରୀକୁ ଦିଅନ୍ତୁ ନାହିଁ ।
୪- ବାସୀ ଭୋଜନ ଅଥବା ଅଇଁଠା ଖାଦ୍ୟ । ଖାଦ୍ୟ ଦାନ ଠାରୁ ପୂଣ୍ୟ ଅନ୍ୟ କିଛି ନଥାଏ । ମାତ୍ର ବାସୀ ଖାଦ୍ୟ ଅଥବା ଅଇଁଠା ଖାଦ୍ୟ ଦାନ କରିଲେ, ମହାପାପ ହୋଇଥାଏ ଏବଂ ଘର ଲୋକଙ୍କ ଶରୀର ସଦାସର୍ବଦା ରୋଗାଗ୍ରସ୍ତ ହୋଇଥାଏ । ଘରେ ଅଶାନ୍ତି ର ବାତା ବରଣ ଲାଗି ରହେ ଏଣୁ ବାସୀ ଖାଦ୍ୟ ଅଥବା ଅଇଁଠା ଖାଦ୍ୟ କାହାକୁ ଦାନରେ ଦିଅନ୍ତୁ ନାହିଁ ।
୫- ଧାରୁଆ ଧାତୁ ଜିନିଷ, ଛୁ-ରୀ ଅଥବା କୌଣସି ଧା-ରୁ-ଆ ଦ୍ରବ୍ୟ ମଧ୍ୟ ଦାନ କରିବା ଉଚିତ ନୁହେଁ । ଏହାଦ୍ଵାରା ଗୃହର ଶାନ୍ତି ଭ-ଙ୍ଗ ହୋଇଥାଏ । ଏବଂ କଳି ଝ-ଗ-ଡା ଘରେ ଲାଗି ରହିଥାଏ । ଏଣୁ ପରିବାରର ମଙ୍ଗଳ ଚାହୁଁଥିଲେ ଶନିବାର ଦିନ ଧାରୁଆ ଜିନିଷ କିଛି ଭୁଲରେ ମଧ୍ୟ ଦାନ ଦିଅନ୍ତୁ ନାହିଁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ