ନମସ୍କାର ବନ୍ଧୁଗଣ ଯେତେବେଳେ କୌଣସି ଗ୍ରହ ଦିଶା ରେ ଅଦଳ ବଦଳ ହୋଇଥାଏ ତେବେ ସେତେବେଳେ ନିଶ୍ଚିତ ତାହାର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ।
କିନ୍ତୁ ଆମେ ଏହି ପ୍ରଭାବ କି ବୁଝି ପାରି ନଥାଉ। ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ। କିନ୍ତୁ ଏହା ଜାଣିବା ଉଚିତ କି ପ୍ରତ୍ୟେକ ଗ୍ରହ ର ପ୍ରଭାବ ଆମ ଜୀଵନ ଉପରେ ପଡିଥାଏ।
ଆମ ହିନ୍ଦୁ ଧର୍ମ ରେ ଶନିଦେବ ଙ୍କୁ ନ୍ୟାୟ ର ଦେଵତା କୁହାଯାଏ। ଯେତେବେଳେ ଶନିଦେଵ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇ ଥାଆନ୍ତି ତେବେ ସେବେ ସେହି ବ୍ୟକ୍ତି ର ଭଲ ସମୟ ଆରମ୍ଭ ହୋଇ ଯାଇଥାଏ। ଏବଂ ଶନିଦେବ ଙ୍କ ପ୍ରକୋପ ଯଦି କୌଣସି ବ୍ୟକ୍ତି ଉପରେ ପଡେ ତେବେ ସେ ଦରିଦ୍ରତା, ରୋଗ ଆଦି ଏଭଳି ଅନେକ ସମସ୍ୟାରେ ପଡ଼ିଥାଏ। ଶନିଦେଵ କାହାର ଶତ୍ରୁ ନୁହଁନ୍ତି। ସେ ସମସ୍ତଙ୍କର ମିତ୍ର ଅଟନ୍ତି। ଶନିଦେଵ ଜଣେ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି।
ସେ ପ୍ରତ୍ୟେକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ଅନୈତିକ ଏବଂ ଅନ୍ୟାୟ କରିଥାଏ ସେହି ବ୍ୟକ୍ତି କି ଶନିଦେଵ କଠୋର ଦଣ୍ଡ ମଧ୍ୟ ଦେଇଥାନ୍ତି। ଯେତେବେଳେ ଶନିଦେଵ ନିଜ ଚଳନ କୁ ବଦଳାଇ ଥାଆନ୍ତି ସେତେବେଳେ ଏହାର ପ୍ରଭାବ କାହା ଉପରେ ଭଲ ଟ କାହା ଉପରେ ଖରାପ ପ୍ରଭାବ ପଡିଥାଏ। ଏବଂ ବାରଟି ରାଶି ମାନଙ୍କ ଉପରେ ଶନିଦେଵ ଙ୍କର ପ୍ରଭାବ ରହିଥାଏ। କିନ୍ତୁ ଏବେ ଜ୍ୟୋତିଷ ଙ୍କ ଅନୁସାରେ କିଛି ଏହି ଭଳି ରାଶି ରହିଛି ଯିଏ ଆସନ୍ତା୨୧ ବର୍ଷ ପର୍ଯ୍ୟନ୍ତ ଖୁସି ଏବଂ ଆନନ୍ଦ ରେ ରହିବେ। ତେବେ ଚାଲନ୍ତୁ ଜାଣିନେବା ସେହି ରାଶି ଗୁଡିକ କିଏ ଏବଂ କଣ ପ୍ରଭାବ ରହିଛି।
୧- ପ୍ରଥମ ରାଶି ହେଉଛି ମେଷ ରାଶି। ଏହି ରାଶି ଉପରେ ଶନିଦେଵ ଙ୍କର ଅଶେଷ କୃପା ଯୋଗୁଁ। ଏହି ରାଶି ମାନଙ୍କ ଉପରେ ୨୧ ବର୍ଷ ପର୍ଯ୍ୟନ୍ତ କୌଣସି ସମସ୍ୟା ଆସିବ ନାହିଁ। ସେମାନେ ଧନ ର ଅଭାବ ଦେଖିବେ ନାହିଁ। ଏବଂ ଭଲ ଭଲ ନୂତନ ସୁଯୋଗ ମଧ୍ୟ ମିଳିବ।ଏବଂ ଆପଣ ଚିନ୍ତା କରିବା ଉଚିତ ନୁହେଁ।ସର୍ଵଦା ଶନିଦେଵ ଙ୍କ ଉପରେ ଭରସା ବିଶ୍ୱାସ କରିବା ଉଚିତ।
୨- ଦ୍ୱିତୀୟ ରାଶି ହେଉଛି ସିଂହ ରାଶି। ଏହି ରାଶି ଙ୍କ ଉପରେ ଶନିଦେଵ ଙ୍କର ହିଁ ଆଶୀର୍ବାଦ ରହିଛି। ଏମାନେ ମଧ୍ୟ କୌଣସି ଅସୁବିଧା ର ସମ୍ମୁଖୀନ ହେବେ ନାହିଁ। ଆପଣଙ୍କ ର ସମସ୍ତ ମନୋକାମନା ମଧ୍ୟ ପୂର୍ଣ ହେବ। ଧନ ର କୌଣସି ଅଭାବ ରହିବ ନାହିଁ। ଆପଣ ଶନିଦେଵ କୁ ପୂଜା ଓ ବିଶ୍ୱାସ କରିଥାନ୍ତୁ।
୩-“ତୃତୀୟ ରାଶି ହେଉଛି କନ୍ୟା ରାଶି। ଏହି ରାଶି ମାନଙ୍କ ଉପରେ ଶନିଦେଵ ବହୁତ ପ୍ରସନ୍ନ ହୋଇ ଛନ୍ତି ଏବଂ ଆପଣ ଙ୍କୁ ମଧ୍ୟ ଧନ ର ଲାଭ ହେବ। ବ୍ୟବସାୟ ରେ ଉନ୍ନତି ହେବ। ଚାକିରୀ ରେ ପଦୋନ୍ନତି ଘଟିବ। ଏବଂ ଆପଣ ଦୁଃଖ କିମ୍ବା ସମସ୍ୟା ଦେଖିବେ ନାହିଁ।
୪- ଚତୁର୍ଥ ରାଶି ହେଉଛି ରାଶି ତୁଳା ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ଶନିଦେଵ ଙ୍କ କୃପା ରହିଛି। ଆପଣଙ୍କ ର ସମସ୍ତ ମନୋକାମନା ପୁରଣ ହେବ। ଆପଣ ଅନେକ ଖୁସି ଖବର ଶୁଣିବେ। କିନ୍ତୁ ଆପଣ କଳହ ଏବଂ ବାଦ ବିବାଦ ରୁ ଦୁରେଇ ରହିବେ।
୫- ପଞ୍ଚମ ରାଶି ହେଉଛି କର୍କଟ ରାଶି। ଏହି ରାଶି ମାନଙ୍କ ଉପରେ ମଧ୍ୟ ଶନିଦେଵ ଙ୍କ ର ଅଶେଷକରୁଣା ରହିଛି। ଏମାନ ଙ୍କର କେବେବି ଧନ ର ଅଭାବ ରହିବ ନାହିଁ। ସମସ୍ତ ସୁଖ ସୁବିଧା ରେ ଜୀଵନ ଯାପନ କରିବେ। ଏବଂ ଶନିଦେଵ ଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ।
୬- ଷଷ୍ଠ ରାଶି ହେଉଛି କୁମ୍ବ ରାଶି। ଶନିଦେଵ ଙ୍କର ଅଶେଷ କୃପା ରହିଛି ଏହି ରାଶିର ବ୍ୟକ୍ତି ଉପରେ। ଏମାନ ଙ୍କର ଅଟକି ଯାଇଥିବା କାମ ପୂରଣ ହୋଇଯିବ। ବ୍ୟବସାୟ ଏବଂ ଚାକିରୀ ରେ ଲାଭ ହେବ ଏବଂ ଉନ୍ନତି କରିବେ।ଏବଂ ଧନ ର ମଧ୍ୟ କୌଣସି ଅଭାବ ରହିବ ନାହିଁ।
ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ