ମୃତ୍ୟୁ ଆସିବା ପୂର୍ବରୁ ଦେଖାଦିଏ ଏହି ସବୁ ସଙ୍କେତ ! ଶୁଣି ଚମକି ପଡିବେ ଆପଣ

ନମସ୍କାର ବନ୍ଧୁଗଣ ,  ଏହି ଦୁନିଆରେ ଜନ୍ମ ନେଇଥିବା ମଣିଷ କୁ ଗୋଟେ ନା  ଗୋଟାଏ ଦିନ ମୃତ୍ୟୁ ସୁନିଶ୍ଚିତ ହୋଇଥାଏ । ଈଶ୍ଵରକ ବିଧି ଅନୁସାରେ ଏହି ସଂସାରରେ ଜନ୍ମ ଗ୍ରହଣ  କରିଥିବା ବ୍ୟକ୍ତି ତାଙ୍କ ରଚନା ଅନୁଯାୟୀ ଅଳ୍ପ ସମୟ ପାଇଁ ଏହି ଦୁନିଆକୁ ଆସିଥାଏ । ଯେବେ ମଣିଷ ର କାଳ ସମାପ୍ତ ହୋଇଯାଇଥାଏ । ତେବେ ମଣିଷ କୁ ଏହି ଜଗତରୁ ସବୁ ଦିନ ପାଇଁ ଯିବାକୁ ପଡିଥାଏ ।

ମରଣ ହେଉଛି ସମସ୍ତଙ୍କ ସମାନ ବିଧି ମାତ୍ର କାହା ପାଖକୁ ଏଇଟା ଶୀଘ୍ର ଆସିଥାଏ ଆଉ କିଛି ଲୋକମାନଙ୍କ ପାଖକୁ ଏହା ବିଳମ୍ବ ରେ ଆସିଥାଏ । ମାତ୍ର ଆସିବା ହେଉଛି ନିଶ୍ଚିତ ହୋଇଥାଏ । ଜୀବନ ଏବଂ ମରଣ ଆମ ହାତରେ ରହିନଥାଏ କିନ୍ତୁ ଆମ କ୍ରିୟା ଅନୁଯାୟୀ ଏହାକୁ ନିଦାରଣ କରାଯାଇଥାଏ । ଯିଏ ଯେତେ ଭଲ କାମ କରିଥାଏ ସେ ସେତେ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ।

ଯିଏ ଭଲ ବଦଳରେ ଖରାପ  କାମ ରେ ନିଜକୁ  ଲିପ୍ତ କରିଥାଏ ସେହି ବ୍ୟକ୍ତି ର ଆୟୁ  କମିଯାଇଥାଏ । ତେଣୁ ଆମ ଶାସ୍ତ୍ର ରେ ଏହ ଲିଖିତ ହୋଇଛି ଯେ ମଣିଷ କୁ ତାହାର ଜୀବନରେ ଇଶ୍ଵରଙ୍କ ଇଛା ଅନୁଯାୟୀ ନିୟାମୀତ ହୋଇଥିବା କାର୍ଯ୍ୟ  କୁ କରିବା ଉଚିତ୍ । ଆମ ପ୍ରାଚୀନ କାଳରେ ଲୋକମାନଙ୍କ ପାଖରେ ଅନେକ ସମୟରେ ମୃତ୍ୟୁ ଆସି ପହଞ୍ଚିଥିଲା କିନ୍ତୁ ସେମାନେ ନିଜର ସୁକର୍ମ ଦ୍ଵାରା ଇଶ୍ଵରଙ୍କୁ ପ୍ରସନ୍ନ କରି ଅନେକ ପୂଜା ପାଠ ସହକାରେ ମୃତ୍ୟୁ କୁ ଜୟ କରିଥିଲେ ।

କିନ୍ତୁ ଆଜିକା ଦୁନିଆର ପାପ ପାଇଁ ମଣିଷ କୁ ଭୋଗିବାକୁ ପଡୁଛି ଅଳ୍ପ ବୟସରେ ମୃତ୍ୟୁ । ଆମ ଦେଶରେ ଆସିଥିବା କରୋନା  ରୋଗ ଅନେକ ଲୋକମାନଙ୍କୁ ଅଦୃଶ୍ୟ କରିଦେଇଛି । ତେଣୁ ଇଶ୍ଵରଙ୍କ କ୍ରୋଧ କୁ ଏହି ପୃଥିବୀ ପୁଷ୍ଟ ଆଣିଥାଏ । ମରଣ ପୂର୍ବରୁ ଦେଇଥାଏ ଅନେକ ପ୍ରକାରର ସଂକେତ । ଆସନ୍ତୁ  ଜାଣିବା ଏହା ବିଷୟରେ ଆମ ଗରୁଡ ପୁରାଣ ମହତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ ।

ଏହି ଗ୍ରନ୍ଥ ରେ ବର୍ଣ୍ଣନା କରାଯାଇଛି ଯେ ବ୍ୟକ୍ତି ର ମୃତ୍ୟୁ ର ସମୟ ପୂର୍ବରୁ ନିଧାରିତ କରାଯାଇଥାଏ । ସେହି ସମୟରେ ବ୍ୟକ୍ତି କୁ ଯିବାକୁ ପଡିଥାଏ ଯେତେ ବେଳେ ଯମଦୂତ ମାନେ ବ୍ୟକ୍ତିଙ୍କ ପାଖକୁ ଆସିଥାନ୍ତି ଏବଂ ବ୍ୟକ୍ତି ର ପ୍ରାଣ ନେଇଥାନ୍ତି ତେବେ ଶହେ ବିଚ୍ଚା କାଟିଲେ ଯେତେ ଯନ୍ତ୍ରଣା ହୋଇଥାଏ ସେହି ପରି ଲାଗିଥାଏ ।

ମୃତ୍ୟୁ ର ଏକ ସପ୍ତାହ ପୂର୍ବରୁ ବ୍ୟକ୍ତିକୁ ଚନ୍ଦ୍ର ଏବଂ ତାରା ଠିକ ଭାବରେ ଦେଖାଯାଆନ୍ତି ନାହିଁ ଏବଂ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଆଖ ପାଖରେ କଳା ଦେଖା ଯାଏ ତେବେ ସେହି ବ୍ୟକ୍ତିର ମୃତ୍ୟୁ ପନ୍ଦର ଦିନ ଭିତରେ ହୋଇଥାଏ । ଯେଉଁ ବ୍ୟକ୍ତିର ମୃତ୍ୟୁ ଛଅ ମାସ ଭିତରେ ହୋଇଥାଏ ସେ ବ୍ୟକ୍ତି କୁ କାନ , ଆଖି ଶୁଣିବା ଦେଖିବା ବନ୍ଦ ହୋଇଯାଇଥାଏ ଏବଂ ଯଦି କୋଣସି ବ୍ୟକ୍ତି ର ଶରୀର ନୀଳ ବା ହଳଦିଆ ହୋଇଯାଇଥାଏ । ଏହି ବ୍ୟକ୍ତି ର ମୃତ୍ୟୁ ଛଅ ମାସ ଭିତରେ ହୋଇଥାଏ । ଏହା ହେଉଛି ମରଣ ପୂର୍ବରୁ ଦେଇଥିବା ସଙ୍କେତ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *