ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି କି ନାହିଁ ! ଜାଣିବା ପାଇଁ… Tarot Card Reading

ବନ୍ଧୁଗଣ ଅନେକ ସମୟରେ ଆମେ ଦ୍ଵନ୍ଦରେ ରହିଥାଉ। ଆମେ ଯାହାକୁ ଭଲ ପାଉଛୁ ବା ଲାଇକ୍ କରୁଛୁ । ସେ ପ୍ରକୃତରେ ଆମକୁ ଭଲ ପାଉଛନ୍ତି କି ନାହିଁ । କି ଯଦି ଆପଣ କାହାର ମନର ଫିଲିଙ୍ଗ୍ ଜାଣିବାକୁ ଚାହୁଁଥାନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ପ୍ରେମ ରହିଛି ନା ଆଉ କିଛି ତାହା ଜାଣିବା ପାଇଁ 1 ଓ 2 ଏହି 2 ଟି ନମ୍ବର ମଧ୍ୟରୁ କୌଣସି ନମ୍ବରକୁ ଆଖି ବନ୍ଦ କରିକି ଚୁଜ କରିନିଅନ୍ତୁ । ଯାହା ଦ୍ଵାରା ସେ ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ ଆପଣ ଜାଣିପାରିବେ ।

1- ଯେଉଁ ମାନେ ବି ପ୍ରଥମ ନମ୍ବରକୁ ବାଛିଛନ୍ତି । ସେମାନଙ୍କୁ ଏଠାରେ କହିବାକୁ ଚାହିଁବୁ । ଆପଣ ଯାହାଙ୍କ ମନର କଥା ଜାଣିବାକୁ ଏହି ନମ୍ବରଟି ବାଛିଥିଲେ । ସେ ବ୍ୟକ୍ତି ଜଣଙ୍କ ଆପଣଙ୍କୁ ଭଲ ପାଉଛନ୍ତି । ହେଲେ ସେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚିନ୍ତି ବୁଝି ବିଚାରୀ ନେବାକୁ ପସନ୍ଦ କରନ୍ତି ।

ତେଣୁ ତରବର ହୋଇ କୌଣସି ନିଷ୍ପତ୍ତି ନିଜ ଲାଇଫ ପାଇଁ ନେବାକୁ ଚାହୁଁନାହାନ୍ତି । ଯଦି ଆପଣ ବର୍ତ୍ତମାନ ସମୟରେ ତାଙ୍କ ଠାରୁ କିଛି ଉତ୍ତର ପାଇବାର ଆଶାରେ ରହିଛନ୍ତି । ତେବେ ଏ ସମୟରେ ତାଙ୍କ ଠାରୁ ଅଧିକ କିଛି ଆଶା ରଖନ୍ତୁ ନାହିଁ । ହେଲେ ଏହି ପର୍ଶନ ଜଣଙ୍କ ଆପଣଙ୍କୁ ଭଲ ପାଉଛନ୍ତି । ହେଲେ ତାଙ୍କ ମୁହଁରୁ ଏ ବିଷୟରେ କିଛି ଶୁଣିବାକୁ ହେଲେ ଅପେକ୍ଷା କରିବାକୁ ପଡିବ ।

2-  ଯେଉଁ ମାନେ ଦିତୀୟ ନମ୍ବରଟିକୁ ବାଛିଛନ୍ତି । ସେମାନଙ୍କୁ ଏଠାରେ କହିବାକୁ ଚାହିଁବୁ । ଯାହାଙ୍କ ମନର କଥା ସେ ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ ଜାଣିବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ହୁଏତ ପସନ୍ଦ କରନ୍ତି । କେଉଁଠି ନା କେଉଁଠି ତାଙ୍କ ମନରେ ଆପଣଙ୍କ ପାଇଁ ହୁଏତ ଭଲ ପାଇବା ରହିଛି । ହେଲେ ସେ କାହା ସହ ଅଧିକ ଆଟାଚ ହେବାକୁ ଚାହୁଁନାହାନ୍ତି । କାରଣ ସେ ତାଙ୍କ ଲାଇଫରେ ବହୁତ କିଛି ଆଗରୁ ଶିଖିଯାଇଛନ୍ତି ।

ତେଣୁ ସେ ବାରମ୍ବାର ସେ ଲାଇଫରେ ସେହି ଭୁଲକୁ ରିପୀଡ କରିବାକୁ ଚାହୁଁନାହାନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଭଲ ପାଇବା ଥିଲେ ବି ସେ ନିଜକୁ ଭିତରୁ ଷ୍ଟ୍ରଙ୍ଗ କରିଦେଇଛନ୍ତି । ଯଦି ବି ତାଙ୍କ ସହ କିଏ ଚିଟ୍ କରେ ତେବେ ତାଙ୍କୁ ଏତେ କିଛି ଫରକ ପଡିବ ନାହିଁ । ତେଣୁ ସେ କାହା ସହ ବି ଅଧିକ କ୍ଳୋଜ ହେବାଉ ପସନ୍ଦ କରୁନାହାନ୍ତି ।

ଆଶା କରୁଛୁ, ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *