ନମସ୍କାର ବନ୍ଧୁଗଣ । ଜୀବନରେ ପ୍ରତ୍ଯେକ ବ୍ୟକ୍ତିଙ୍କ ପାଖରେ କିଛି ନ କିଛି ସିକ୍ରେଟ କଥା ଥାଏ । କିନ୍ତୁ ସେମାନେ ସେହି କଥା ଗୁଡିକୁ କାହାରି ଆଗରେ ବାଣ୍ଟିବାକୁ ଚାହିଁ ଥା’ନ୍ତି । କାରଣ ଯଦି ସମସ୍ତଙ୍କୁ ସବୁବେଳେ ସମସ୍ତ କଥା କହି ଦିଆଯାଏ, ତେବେ ହୁଏ ତ ଭବିଷ୍ୟତରେ ଏଥି ପାଇଁ ଆପଣଙ୍କୁ ପଶ୍ଚାତାପ ମଧ୍ୟ କରିବାକୁ ପଡେ । କିନ୍ତୁ କିଛି ଏପରି କଥା ରହିଛି, ଯାହାକି କେବେ ହେଲେ କାହାରି ସହ ବାଣ୍ଟିବା ଉଚିତ ହୋଇନଥାଏ ।
ବେଳେବେଳେ ବନ୍ଧୁଗଣ ଜୀବନରେ କିଛି ଏପରି ଲୋକ ଆସିଥାନ୍ତି, ଯେଉଁମାନେ କି ନିଜ ଜୀବନର ସମସ୍ତ ସିକ୍ରେଟ ଆପଣଙ୍କୁ କହିଦିଅନ୍ତି । ତେବେ ଆପଣ ମଧ୍ୟ ସେମାନଙ୍କୁ ନିଜ ଜୀବନର କିଛି ସିକ୍ରେଟ ବିଷୟରେ କହି ଦେଇଥା’ନ୍ତି । କିନ୍ତୁ ବାସ୍ତବରେ ଏପରି କରିବା ଉଚିତ୍ ହୋଇନଥାଏ ।
ଯଦି ଆପଣ ସେମାନଙ୍କୁ ନିଜ ଜୀବନର ସିକ୍ରେଟ ସବୁ କହିଦିଅନ୍ତି, ତେବେ ହୁଏ ତ ଭବିଷ୍ୟତ ରେ ଆପଣ ମାନଙ୍କୁ ସେଥିପାଇଁ ପଶ୍ଚ୍ଯାତାପ ମଧ୍ୟ କରିବାକୁ ପଡେ । ବନ୍ଧୁଗଣ ଆପଣ ଯାହା କିଛି ଦାନ ପୂଣ୍ୟ କରୁଛନ୍ତି କିମ୍ବା କାହାକୁ କିଛି ସାହାର୍ଯ୍ୟ କରିଥା’ନ୍ତି, ତେବେ ଏହାକୁ କେବେ କାହାରିକୁ କହିବା କଥା ନୁହେଁ ।
ବନ୍ଧୁଗଣ କୁହାଯାଏ କି ଯଦି ଆପଣ କିଛି ଭଲ କରୁଛନ୍ତି, ତେବେ ଏହା କେହି ଜାଣନ୍ତୁ କି ନ ଜାଣନ୍ତୁ କିନ୍ତୁ ଭଗବାନ ସବୁ ଜାଣନ୍ତି । ସେଥିପାଇଁ ଏଭଳି କଥା କାହାରି କୁ କହିବା ଉଚିତ୍ ହୋଇ ନଥାଏ । ଦ୍ବିତୀୟରେ ବନ୍ଧୁଗଣ ନିଜସ୍ୱ ବିଚାର କୁ କେବେ କାହାରି ଆଗରେ କହିବା କଥା ନୁହେଁ । ଯଦି କେବେ କିଛି କହୁଛନ୍ତି ତେବେ ୧୦୦ ରୁ ଅଧିକ ଥର ଚିନ୍ତା କରି କହିବା ଉଚିତ୍ । ତୃତୀୟରେ ବନ୍ଧୁଗଣ କେବେ ମଧ୍ୟ କାହା ଆଗରେ ନିଜ ଜୀବନର ଲକ୍ଷ ବିଷୟରେ କହିବ ଉଚିତ୍ ନୁହେଁ ।
ଯଦି ଆପଣ କହି ଦେଇଥା’ନ୍ତି, ତେବେ ଆପଣ ଙ୍କର ଲକ୍ଷ ପ୍ରତି ଆପଣଙ୍କର ଏକାଗ୍ରତା କମି ଯାଇଥାଏ । ଚତୁର୍ଥରେ କେବେ ମଧ୍ୟ କାହା ଆଗରେ ଅତୀତ ରେ କରି ଦେଇଥିବା କୌଣସି ଭୁଲ କିମ୍ବା ନିଜର ନିଜସ୍ୱ ଜୀବନ ଶୈଳୀ କୁ କେବେ କାହା ଆଗରେ କହିବା ଠିକ ହୋଇ ନଥାଏ । ପଞ୍ଚମ ଟି ହେଉଛି କେବେ ମଧ୍ୟ ନିଜ ପରିବାର ବିଷୟରେ କାହା ସମ୍ମୁଖରେ କହିବା ଉଚିତ୍ ହୋଇ ନଥାଏ ।
ନଚେତ ସେମାନେ ହିଁ ଭବିଷ୍ୟତରେ ପରିସ୍ଥିତି ଦେଖି ଆପଣଙ୍କ ଉପରେ ପରିହାସ କରନ୍ତି । ତେଣୁ ବନ୍ଧୁଗଣ ସବୁବେଳ ନିଜ ବନ୍ଧୁ ମାନଙ୍କ ସହ ଥିବା ସମୟରେ ଏହି ବିଷୟ ଗୁଡିକୁ ଗୁପ୍ତ ରଖିବା ଉଚିତ୍ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ