ବନ୍ଧୁଗଣ, ଶନିଗ୍ରହ ପ୍ରତି ଅନେକ ଅକ୍ଷାଙ୍କ ପୁରାଣରେ ପ୍ରାପ୍ତ ହୋଇଅଛି, ଶନିଦେବଙ୍କୁ ସୂର୍ଯ୍ୟପୁତ୍ର ଏବଂ କର୍ମ ଫଳଦାତା ମାନାଯାଇଅଛି । ମାତ୍ର ଶନିଗ୍ରହ ଙ୍କ ସମ୍ବନ୍ଧରେ ଅନେକ ଭ୍ରାନ୍ତିଆ ରହିଅଛି । ଏଥିପାଇଁ ତାଙ୍କୁ ମାରକ, ଅଶୁଭ, ଏବଂ ଦୁଖକାରକ ମାନାଯାଇଅଛି । ବିଦେଶ ର ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ଶନି ଙ୍କୁ ଦୁଃଖଦାତା ବୋଲି ମାନାଯାଇଅଛି । ମାତ୍ର ଶନି ସେତେ ଅଶୁଭ ଏବଂ ମାରକ ଅଟନ୍ତି ନାହିଁ ଯେତେ ତାଙ୍କୁ ମାନାଯାଇଅଛି ।
ମୋକ୍ଷ ଦେଉଥିବା ଦେବତା ଙ୍କ ମଧ୍ୟରେ ଏକମାତ୍ର ଶନିଦେବ ହିଁ ଅଟନ୍ତି । ଶନି ପ୍ରକୃତି ରେ ସନ୍ତୁଳନ ଜନ୍ମ କରିଥାନ୍ତି, ଏବଂ ସମସ୍ତ ପ୍ରାଣୀ ଙ୍କ ସହିତ ଉଚିତ ନ୍ୟାୟ କରିଥାନ୍ତି । ଯେଉଁ ଲୋକ ଖରାପ କାମ କରିଥାନ୍ତି ଶନିଦେବ ତାଙ୍କୁ ହିଁ ଦଣ୍ଡିତ କରିଥାନ୍ତି । ଯେଉଁ ଲୋକଙ୍କ ଉପରେ ଶନିଦେବ ଙ୍କ କୃପା ରହିଥାଏ, ସେହିଭଳି ଲୋକଙ୍କୁ ନିଜ ଜୀବନରେ କେବେ ମଧ୍ୟ ଦୁଃଖ ର ସାମ୍ନା କରିବାକୁ ପଡି ନଥାଏ । ଏହିଭଳି ଲୋକଙ୍କୁ ଶନିଦେବ ରଙ୍କ ରୁ ରାଜା ବନାଇ ଦେଇଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ଲକ୍ଷଣ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ ଯେଉଁ ବ୍ୟକ୍ତି ପାଖରେ ଏହିଭଳି ଲକ୍ଷଣ ରହିଥାଏ ଶନିଦେବ ତାଙ୍କ ଉପରେ ପ୍ରସନ୍ନ ରହିଥାନ୍ତି ।
୧;- ଯେଉଁ ବ୍ୟକ୍ତି ଉପରେ ଶନିଦେବ ପ୍ରସନ୍ନ ହୋଇଥାନ୍ତି, ସେହି ବ୍ୟକ୍ତି ଅନୁଶାସନ ପ୍ରିୟ ହୋଇଥାନ୍ତି । ଏବଂ ବ୍ୟକ୍ତି ର ଶରୀର ବହୁତ ପତଳା ରହିଥାଏ । ଏହି ବ୍ୟକ୍ତି ଙ୍କୁ ପିଲାଦିନୁ ହିଁ ହାଡ ମାନଙ୍କ ରୋଗ ଲାଗିଯାଇଥାଏ । ଏହିଭଳି ବ୍ୟକ୍ତି ଧୀରେ ଧୀରେ ଆଧ୍ୟାତ୍ମିକ ଆଡକୁ ଚାଲିଯାଇଥାଏ ।
୨;- ଏହିଭଳି ବ୍ୟକ୍ତି କଠିନ ସମୟରେ ପରାଜୟ ମାନି ନଥାଏ, ଏବଂ ପରିଶ୍ରମ କରିଥାଏ । ଶନି କୃପା ପ୍ରାପ୍ତ ବ୍ୟକ୍ତି କେବେ ମଧ୍ୟ ଅନ୍ୟଠାରୁ ସାହାର୍ଯ୍ୟ ର ହାତ ବଢାଇ ନଥାଏ । ଏହିଭଳି ବ୍ୟକ୍ତି ଶନି ଙ୍କ କୃପା ରୁ ଏବଂ ବିନା ଅନ୍ୟ ର ସାହାର୍ଯ୍ୟ ରେ ସଫଳତା ର ଶୀର୍ଷ ରେ ପହଞ୍ଚିଥାଏ ।
୩;- ଯଦି ବ୍ୟକ୍ତି ଙ୍କ ଉପରେ ଶନିଦେବ ସନ୍ତୁଷ୍ଟ ଅଛନ୍ତି ତେବେ ବ୍ୟକ୍ତି ସ୍ଵଭାବରୁ କ୍ରୋଧୀ ହୋଇଥାଏ । ଏହିଭଳି ବ୍ୟକ୍ତି କ୍ରୋଧ କରିବାକୁ ପସନ୍ଦ କରି ନଥାନ୍ତି କିନ୍ତୁ ସ୍ଵଭାବ କୁ ବଦଳାଇ ହୁଏ ନାହିଁ ।
୪;- ଶନି ଙ୍କ ପ୍ରିୟ ବ୍ୟକ୍ତି ବଳବାନ ହେବା ସହିତ ମଧ୍ୟ କମଜୋର ମାନଙ୍କୁ କଷ୍ଟ ଦେଇ ନଥାଏ । ଏବଂ ସର୍ବଦା ଅନ୍ୟର ସାହାର୍ଯ୍ୟ କରିଥାଏ । ଏମାନଙ୍କୁ ମିଛ ଏବଂ ପାଖଣ୍ଡ ରୁ ଅତ୍ୟନ୍ତ ଘୃଣା ଲାଗିଥାଏ । ଏମାନେ କାହା ସହିତ ପଇସା କୁ ନେଇ ଧୋକା କରି ନଥାନ୍ତି । ଏବଂ ଏହି କାରଣରୁ ଏମାନଙ୍କୁ ଅନେକ ସମୟରେ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ । ଅନ୍ତ ରେ ଶନିଦେବ ଙ୍କ କୃପା ରୁ ଭଲ ଦିନ ଆସିବାକୁ ଲାଗିଥାଏ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।