ଶରୀରରେ ରକ୍ତାଭାବ ପାଇଁ ଚିନ୍ତିତ ! ଏହି ଜିନିଷର ସେବନ ଦ୍ଵାରା କିଛି ସପ୍ତାହରେ ଶରୀରରେ ରକ୍ତ ବୃଦ୍ଧି ପାଇବ- Health tips

ଶରୀରର ଆବଶ୍ୟକତା ଅନୁଯାଇ ସଠିକ ମାତ୍ରାରେ ରକ୍ତ ରହିବା ନିତାନ୍ତ ଆବଶ୍ୟକ ହୋଇଥାଏ । ହେଲେ ଯଦି କୌଣସି ବ୍ୟକ୍ତିର ଶରୀରରେ ରକ୍ତର ଅଭାବ ରହିଥାଏ । ତେବେ ତାହାକୁ ରକ୍ତହୀନତା ବୋଲି କୁହାଯାଇଥାଏ । ଶରୀରରେ ରକ୍ତର ଅଭାବ ଥିଲେ । ବିଭିନ୍ନ ପ୍ରକାର ସମସ୍ଯା ଶରୀରରେ ଦେଖାଯାଇଥାଏ । ତେବେ କେଉଁ ସବୁ ଖାଦ୍ୟ ଖାଇବା ଦ୍ଵାରା ଶରୀରର ରକ୍ତାଭାବକୁ ଦୂର କରିପାରିବେ ଚାଲନ୍ତୁ ଜାଣିବା ।

ତେବେ ବଡିରେ ରକ୍ତର ଅଭାବ ଏପରି କିଛି କାରଣ ଯୋଗୁ ହୋଇଥାଏ । । ଯେପରି ପେଟରେ ଇନଫେକସନ ହେବା । ଖାଦ୍ୟରେ ପୋଷକ ତତ୍ଵର କମ୍ ହେବା । ଶରୀରରୁ ଅଧିକ ମାତ୍ରାରେ ବ୍ଲଡ଼ ବାହାରିବା । କୌଣସି ବଡ ବେମାରୀ କାରଣରୁ ରକ୍ତ କମିଯିବା । ଯେତେବେଳେ ଶରୀରରେ ରକ୍ତର ଅଭାବ ଦେଖାଯାଇଥାଏ ।

ସେତେବେଳେ ବ୍ୟକ୍ତି ଶୀଘ୍ର ହାଲିଆ ହୋଇଯାଇଥାଏ । ଶରୀରରେ ଅଧିକ ଥକାପଣ ଅନୁଭୂତ କରିବା । ତ୍ଵଚାର ରଙ୍ଗ ହଳଦିଆ ଦେଖାଯିବା । ହାତ ଓ ଗୋଡ ମଧ୍ୟ ରକ୍ତର ଅଭାବରୁ ଫୁଲିଯାଇଥାଏ । ତେବେ କେଉଁ ସବୁ ଖାଦ୍ୟ ଖାଇ ଆପଣ ଆପଣଙ୍କ ଶରୀରର ରକ୍ତର ଅଭାବକୁ ଦୂର କରିପାରିବେ ଚାଲନ୍ତୁ ଜାଣିବା ।

1- ଅଞ୍ଜିର ଖାଇବା ଦ୍ଵାରା ଶରୀରରେ ରକ୍ତ ବଢିବାରେ ଲାଗିଥାଏ । ଏହି ଫଳକୁ ରାତିରେ ପାଣିରେ ଭେଦାଇ ସକାଳୁ ଏହାର ସେବନ କରିବା ଦ୍ଵାରା ଶରୀରରେ ରକ୍ତର ପରିମାଣ ବୃଦ୍ଧି ପାଇଥାଏ । 10 ରୁ 15 ଦିନ ପର୍ଯ୍ୟନ୍ତ ଏହାକୁ ଖାଇ ଦେଖନ୍ତୁ ।

2- ବିଟ୍ ଖାଇବା ଦ୍ଵାରା ମଧ୍ୟ ଶରୀରରେ ବ୍ଲଡ଼ର ମାତ୍ରା ବଢିଥାଏ । ହେଲେ ଏହାର ଅଧିକ ସେବନ କରିବେ ନାହିଁ । କାରଣ ଏହାର ଅଧିକ ସେବନ ଦ୍ଵାରା ରକ୍ତ ଗାଢା ହୋଇଯାଇଥାଏ । 3- ଡାଳିମ୍ବ ମଧ୍ୟ ବଡିରେ ବ୍ଲଡ଼ ବଢାଇବାରେ ବହୁ ଅଧିକ ସାହାଜ୍ଯ କରିଥାଏ । ତେଣୁ ରକ୍ତ ବଢାଇବା ପାଇଁ ଡାଳିମ୍ବ ଅର୍ଥାତ ବେଦେନା ବହୁତ ଭଲ ଖାଦ୍ୟ ପଦାର୍ଥ ଅଟେ ।

4- କ୍ଷୀର ସହ ଆମ୍ବ ଖାଇଲେ ଶରୀରରେ ବ୍ଲଡ଼ ବଢିଥାଏ । 5- ଆମଲା ଓ ଯାମୁନର ରସକୁ ସମାନ ମାତ୍ରାରେ ମିଶାଇ ତାହାର ସେବନ କରିବା ଦ୍ଵାରା ରକ୍ତ ବଢିଥାଏ । 6- ଗୋଟିଏ ଲେମ୍ବୁ ଗୋଟିଏ ଗ୍ଳାସ ପାଣିରେ ଚିପୁଡି ସେଥିରେ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ମଧ୍ୟ ରକ୍ତ ବଢାଇବାରେ ହେଲ୍ପ କରିଥାଏ । ତେବେ ଏହି ସବୁ ଉପାୟ ଦ୍ଵାରା ଶରୀରରେ ରକ୍ତାଭାବ ଦୂର ହୋଇ ରକ୍ତ ବଢିବାରେ ଲାଗିଥାଏ ।

7- ଟମାଟୋ ଖାଇବା କି ଟମାଟୋ ଜୁଷ ପିଇବା ଦ୍ଵାରା ବି ବଡିରେ ବ୍ଲଡ଼ ବଢିଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *