ଶରୀରରେ ଏହି ସବୁ ଲକ୍ଷଣ ଦେଖା ଦେଉଛି ତ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଶନିଦେବ, ଖୁବ ଶୀଘ୍ର ଚମକିବ ଭାଗ୍ୟ

ନମସ୍କାର ବନ୍ଧୁଗଣ ତେବେ ଶନି ଦେଵ ଯେକି ନ୍ୟାୟର ଦେବତା । ଉଚିତ ନ୍ୟାୟ ଦେବା ତାଙ୍କ କର୍ମ । ସୂର୍ଯ୍ୟ ଦେଵତା ତଥା ମାତା ଛାୟା ଦେବୀଙ୍କ ପୁତ୍ର ଶନି ଦେଵ । ନବଗ୍ରହ ମଧ୍ୟରୁ ଶନିଗ୍ରହ ହେଉଛନ୍ତି କୃର ଓ ଉଗ୍ର ମନାଯାଏ । ହିନ୍ଦୁ ଧର୍ମ ଅନୁସାରେ ଶନିବାର କୁ ଶନିଦେଵଙ୍କ ବାର ମଣାଯାଏ । ସେଥିପାଇଁ ପୂର୍ବ କାଳରୁ ମୁନୀ ଋଷିମାନେ ଶନିବାରରେ ଶନି ଠାକୁରଙ୍କୁ ଆରଧନା କରନ୍ତି । ଶନି ସାଡେସାତ । ମାନେ ଶନି ବସନ କଲେ ଭଲ ଭଲ ଜାତକରେ ମଧ୍ୟ ପ୍ରତିକୂଳ ମନ ପ୍ରଭାବିତ ହୁଏ ।

ଶନି ଦୁଷ୍ଟ ଲୋକମାନଙ୍କୁ ଯେପରି ଦଣ୍ଡ ଓ କଷ୍ଟ ଭୋଗିବାକୁ ଦିଅନ୍ତି, ସେହିପରି ଭଲ ଲୋକମାନଙ୍କୁ ଯଶ,ଆୟୁ,ଧନ,ଆଦି ଢାଳି ଦିଅନ୍ତି । ଶନି ସନ୍ତୁଳନ ଓ ନ୍ୟାୟର ଦେଵତା ଅଟନ୍ତି । ଶନି କର୍ମ,ନ୍ୟାୟ,ଧନସମ୍ପତ୍ତି,ସହାୟର ପ୍ରତୀକ ଅଟନ୍ତି । ତେବେ ଚଲାନ୍ତୁ ଜାଣିବା କଣ ସେହି ଲକ୍ଷଣ ଯାହା ଦେଖାଦେଲେ ଆପଣ ଜାଣିବେ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ଅଛି । ତେବେ ଯଦି ଶନି ଦେବ କେଉଁ ଲୋକ ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ତାହା ଜୀବନରେ କିଛି ବିଶେଷ ସଙ୍କେତ ଦେଖା ଦିଏ ।

ଏମିତି ଲୋକ ହାଲ୍କା ପତଳା ହୋଇଥାନ୍ତି , ସେହି ବ୍ୟକ୍ତି ପୁରା ଦୋଷ ମୁକ୍ତ ଥାଏ ଆଉ ଧୀରେ ଧୀରେ ଆଧ୍ୟାତ୍ମିକ ଆଡକୁ ମନ ବଳେଇଥାଏ । ଏହି ଲୋକ ମାନେ ଦେବୀ ଦେବତା ଉପରେ ଆରମ୍ଭରୁ ବିଶ୍ଵାସ ରଖନ୍ତି ନାହିଁ କିନ୍ତୁ ଧୀରେ ଧୀରେ ବିଶ୍ଵାସ ବଢିବାରେ ଲାଗିଥାଏ । ତେବେ ଯେଉଁ ବ୍ୟକ୍ତି ର ଲମ୍ବା କେଶ ଥାଏ ତାହା ପ୍ରତି ମଧ୍ୟ ଶନିଦେଵ ପ୍ରସନ୍ନ ଥାଆନ୍ତି । ତେବେ ଏହିପରି ଲୋକଙ୍କୁ ଛୋଟ ବୟସରେ ଅସ୍ତି ଜନିତ ରୋଗ ଧରିନେଇଥାଏ , ଗୋଡ ମୋଡି ହୋଇଯିବା , ଗୋଡ ହାତ ଭାଙ୍ଗିବା , ଗଣ୍ଠି ଦରଜ ଆଦି ରହିଥାଏ ।

ଯଦି ଆପଣଙ୍କର ଏଭଳି ଲକ୍ଷଣ ଦେଖାଯାଉଛି ତେବେ ଜାଣି ନିଅନ୍ତୁ ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଦ୍ରୁଷ୍ଟି ଅଛି । ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ କୃପା ରହିଥାଏ ସେମାନେ ବଡରୁ ବଡ ବିପଦରୁ ରକ୍ଷା ପାଇଥାନ୍ତି । ବିପଦ କେତେ ବଡ ହେଉ ନା କାହିଁକି ସମାଧାନ ବାହାରି ଆସିଥାଏ , ମାନେ କେତେ କଷ୍ଟ ହେଉ ନା କାହିଁକି ତାଙ୍କୁ ଅଧିକ କ୍ଷତି ହୋଇ ନଥାଏ । ତେବେ ଏହି ପ୍ରକାର ବ୍ୟକ୍ତି କାହାର ସାହାର୍ଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ ଅବା କାହା ସାହାଯ୍ୟ ନେଇ ଆଗକୁ ବଢିଥାନ୍ତି ।

ଏଭଳି ଲୋକ ବହୁ ଛୋଟ କାମକୁ ଆରମ୍ଭ କରି ବହୁତ ବଡ ମଣିଷ ହୋଇ ଯାଇଥାନ୍ତି । ଯଦି ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଅଛି ତେବେ ଆପଣ ସବୁବେଳେ ନିଜକୁ ସ୍ୱତନ୍ତ୍ର ଆଉ ମଜବୁତ ଭାବରେ ଦେଖେଇଥାନ୍ତି , ଆଉ ତାହା ଆପଣ ହୋଇଥାନ୍ତି ମଧ୍ୟ । ଆପଣ ଜଣେ ଭାବୁକ ଲୋକ ହୋଇଥାନ୍ତି । ଆପଣ କାହା ସହିତ ମିଶନ୍ତି ତ ତାହା ସହିତ ଆପଣଙ୍କ ସମ୍ବନ୍ଧ ଦୃଢ ହୋଇ ଯାଇଥାଏ ।

ଆଉ ଆପଣ ତାଙ୍କ ସାଥ ଛାଡିବା ପସନ୍ଦ କରନ୍ତି ନାହିଁ । ଆପଣ ମିଛ, ଛଳ, କପଟୀ ଲୋକକୁ ଘୃଣା କରନ୍ତି । ଆପଣ ଏଭଳି ଲୋକକୁ ନିଜ ସାଥିରେ ରଖିବାକୁ ପସନ୍ଦ କରନ୍ତି ନାହିଁ , ଆପଣ ସବୁ କାମକୁ ଅନୁଶାସନରେ କରିଥାନ୍ତି । କାମରେ ଯେତେବେଳ ପର୍ଯ୍ୟନ୍ତ ସଫଳତା ମିଳିନଥାଏ ଆପଣ ଲଗାତର ଚେଷ୍ଟା କରିଥାନ୍ତି । ଶନି ଦେବ ଆପଣଙ୍କ ଏହି ଚେଷ୍ଟା ଯୋଗୁଁ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଶେଷରେ ଆପଣଙ୍କୁ ସଫଳତା ଦେଇଥାନ୍ତି ।

ଯଦି ଶନି ଦେବଙ୍କ କୃପା ପରେ ବି ଜୀବନରେ ସଂଘର୍ଷ ଜାରି ରହିଥାଏ , ତେଣୁ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ନିଶ୍ଚିତ କରନ୍ତୁ , ତାଙ୍କୁ ପ୍ରସନ୍ନ କରିବାକୁ ସୋରିଷ ତେଲ ଦାନ କରିବା, ବ୍ୟବହାର କରିବା ଅନୁକୂଳ ପରିଣାମ ଦେଇ ଥାଏ । ତେବେ ଶନିଙ୍କ କୃପା ପାଇବା ପାଇଁ ଶନି ଦେବଙ୍କୁ ସୋରିଷ ତେଲରେ ପୂଜା , ଓସ୍ତ ଗଛ ତଳେ ସୋରିଷ ତେଲ ଦୀପ ଜଳେଇବା ଦରକାର ।


ଯଦି ଆପଣ ଶନି ଦେବଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଶନି ମନ୍ଦିର ଯାଇ କଳା ବସ୍ତ୍ର ଦାନ ନିଶ୍ଚିତ କରନ୍ତୁ , ଶନି ଦେବଙ୍କ ଉପରେ ତେଲ ଚଢାନ୍ତୁ , ତାଙ୍କୁ ପ୍ରାଥନା କରନ୍ତୁ । ଶନି ଦେବ ଜୀବନରେ କଷ୍ଟ ତ ଦିଅନ୍ତି , କିନ୍ତୁ ପ୍ରସନ୍ନ ହେଲା ପରେ ଯେଉଁ ସଫଳତା ଦିଅନ୍ତି ମଣିଷ ନିଜ ଜୀବନରେ କେବେ ବି ତାହା କଳ୍ପନା କରିନଥାଏ । ଏହି ସବୁ ଲକ୍ଷଣ ଥିଲେ ଜାଣିବେ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ରହିଛି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *