କେବଳ ଏହି 3 ଟି ଡାଲି ଖାଆନ୍ତୁ, କମଜୋରି, ଥକାପଣ, କ୍ୟାଲସିୟମ ଓ ରକ୍ତ ଅଭାବ Joint pain/knee pain, 100 ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବ ନାହିଁ- Health Tips

ବନ୍ଧୁଗଣ, ଆୟୁର୍ବେଦ ପୁସ୍ତକ ଅଷ୍ଟାଙ୍ଗ ହୃଦମ ଦ୍ଵାରା ଆମ୍ଭେ କହିବାକୁ ଯାଉଅଛୁ ଯେ, ଏହି ୩ ଡାଲି ର ସେବନ ଦ୍ଵାରା ଆପଣଙ୍କୁ କେଉଁ କେଉଁ ଲାଭ ପ୍ରାପ୍ତ ହେବ । ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମ ର ଅଭାବ ରହୁଅଛି, ବ୍ଲଡ଼ ର ଅଭାବ ରହୁଅଛି,

ହାଲିଆ ଅତି ଶୀଘ୍ର ହେଉଜାଉଛନ୍ତି, ଅର୍ଥରାଇଡେସ ର ସମସ୍ୟା ରହୁଅଛି, ଏହା ବ୍ୟତୀତ ଆପଣଙ୍କୁ ଯଦି କୌଣସି କାର୍ଯ୍ୟ କରିବାକୁ ଇଛା ହେଉ ନାହିଁ । ତେବେ ଆପଣ ମାନେ ଏହି ଉପାୟ ସମ୍ବନ୍ଧରେ ନିଶ୍ଚିନ୍ତ ଜାଣନ୍ତୁ । ୧- କୋଳଥ ଡାଲି;- ଏଥିରେ ଅନେକ ପ୍ରୋଟିନ ରହିଅଛି । ଏହାଠାରୁ ଅଧିକ ପ୍ରୋଟିନ ଅନ୍ୟ କେଉଁଥିରେ ନଥିବ । କୋଳଥ ଡାଲି ଶରୀରକୁ ଶକ୍ତିଶାଳୀ ବନାଇବା ସହିତ ଆଖିର ଆଲୋକ ଯାହାର କମ ହେବାରେ ଲାଗିଛି ସେମାନଙ୍କ ନିମନ୍ତେ ମଧ୍ୟ ଏହି ଡାଲି ବହୁଳ ଲାଭ ଦାୟକ ।

କେଶ ମଜବୁତ ନିମନ୍ତେ ମଧ୍ୟ ଏହି ଡାଲି ବହୁତ ଲାଭଦାୟକ ଅଟେ । କ୍ୟାଲସିୟମ ତଥା ରକ୍ତ ର ଅଭାବ ଯାହାଙ୍କୁ ହୋଇଥାଏ ସେମାନଙ୍କ ନିମନ୍ତେ ମଧ୍ୟ ଏହି ଡାଲି ଅତ୍ୟନ୍ତ ଜରୁରୀ ଅଟେ । ଏହାକୁ ଆପଣ ୩ ଚାମଚ ପାଣିରେ ଭିଯାଇ ରଖନ୍ତୁ ଅଥବା ଏହାକୁ ଆପଣ ଗ୍ରାଇଣ୍ଡିଙ୍ଗ କରି ମଧ୍ୟ କୌଣସି ଡବା ରେ ରଖି ପାରିବେ । ଏହାପରେ ଆପଣ ପାଣିରେ ପକାଇ ଏହାର ସୁପ ବଣାଇ ଆପଣ ଏହାକୁ ସେବନ କରି ପାରିବେ । ଏହାକୁ ସନ୍ଧ୍ୟାରେ ଅଥବା ସକାଳେ ଖାଦ୍ୟ ଖାଇବା ପରେ ସେବନ କରି ପାରିବେ ।

୨- ସବୁଜ ରଙ୍ଗର ମୁଗ ଡାଲି;- ଯଦି ଆପଣଙ୍କ ଶରୀରରେ ପ୍ରୋଟିନ ର ଅଭାବ ରହିଅଛି ତେବେ ଏହାକୁ ଆପଣ ଭିଯାଇ ଏହାର ଗଯା ବାହାରିଲା ପରେ ସେବନ କରନ୍ତୁ ଏହା ବହୁତ ଲାଭ ଦାୟକ ଅଟେ । ଯଦି ଆପଣ ଏହାକୁ ରାନ୍ଧି ଖାଆନ୍ତି ତେବେ ଏଥିରେ ଥିବା ପ୍ରୋଟିନ ର ପରିମାଣ କମିଯାଏ । ଏଣୁ ଆପଣ ଭିଯାଇ ଏହାର ଗଜା ବନାଇ ଏହାକୁ ସେବନ କରନ୍ତୁ ।

୩- ଚଣା ଡାଲି;- ଯେଉଁ ମାନଙ୍କୁ ଷ୍ଟାମିନା ବନାଇବାର ଅଛି ଅଥବା ଆର୍ମୀ ଯେଉଁମାନେ ଜଇନ କରିବାକୁ ଇଛୁକ ସେମାନେ ମୁଖ୍ୟତ ଏହାର ସେବନ କରିବା ଆବଶ୍ୟକ । ଚଣା ଡାଲି କୁ ରାତିରେ ଭିଯାଇ ପ୍ରତିଦିନ ସକାଳେ ଖାଇବା ଦ୍ଵାରା ଶରୀରରେ ତାକତ ଆସିବା ସହିତ ଅଧିକ ଶକ୍ତିଶାଳୀ ହୋଇଥାଏ । ଯେଉଁ ମାନଙ୍କୁ ଅର୍ଥରାଇଡେଶ ର ପ୍ରୋବ୍ଲେମ ରହିଅଛି ସେମାନଙ୍କ ନିମନ୍ତେ ଏହି ଡାଲି ବହୁତ ଲାଭ ଦାୟକ ଅଟେ ।

ଏହାକୁ ଭିଯାଇ ନୀତିଦିନ ସେବନ କରିବା ବ୍ୟତୀତ ଯଦି ଆପଣ ପ୍ରାଣାୟମ କରନ୍ତି ତେବେ ଅତ୍ୟଧିକ ଲାଭ ଦାୟକ ସାବ୍ୟସ୍ଥ ହେବ । ବନ୍ଧୁଗଣ ଏହିଭଳି ଭାବରେ ଏହି ୩ ଟି ଡାଲି ର ବ୍ୟବହାର କରନ୍ତୁ ଆପଣଙ୍କ ଶରୀରକୁ ବହୁତ ଲାଭ ମିଳିବା ସହିତ ପୂର୍ବ ଅପେକ୍ଷା ଶକ୍ତିଶାଳୀ ରହିବ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *