ପତଳା ଶରୀର ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କିପରି ବଢାଇବେ ନିଜର ଓଜନ ? Dr Sunita Sahoo

ବନ୍ଧୁଗଣ, ଓଜନ ଅଧିକ ହେବା ତଥା ଓଜନ କମ ହେବା ମଧ୍ୟ ବହୁତ ବଡ ସମସ୍ୟା ର କାରଣ ହୋଇଥାଏ । ଓଜନ କମ ହେଲେ ବହୁତ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଇଥାଏ । କେତୋଟି କାରଣ ରହିଅଛି ଯାହାଦ୍ୱାରା ଆପଣଙ୍କ ଓଜନ ବଢି ନଥାଏ । ଯଦି ଆପଣଙ୍କ ପରିବାରରେ କାହାର ଓଜନ ଅଧିକ ଥିବ ତେବେ ପିଲାମାନେ ମଧ୍ୟ ସେହିଭଳି ହେବାର ଅଧିକ ଚାନ୍ସ ରହିଥାଏ ।

ଏହାପରେ ହେଉଛି ଆପଣଙ୍କ ର ଯେତିକି କ୍ୟାଲୋରି ଦରକାର ସେତିକି ଯଦି ଆପଣ ନେଉଆ ନାହାନ୍ତି ତେବେ ମଧ୍ୟ ଆପଣଙ୍କର ଓଜନ ବଢିଥାଏ । ଶରୀରର ପ୍ରୋଟିନ ଋକ୍ୱାର୍ମେଣ୍ଟ ଗୋଟିଏ ରହିଥାଏ । ୧ ଗ୍ରାମ ପ୍ରୋଟିନ ୧ କେଜି ହିସାବରେ ନେବା ଦରକାର ।

ଯଦି ଆପଣ ସେଟେକି ପରିମାଣ ର ପ୍ରୋଟିନ ନେଉ ନାହାନ୍ତି ତେବେ ଆପଣଙ୍କ ର ଓଜନ ବୃଦ୍ଧି ହେବ ନାହିଁ । ଓଜନ ବୃଦ୍ଧି ହବା ନିମନ୍ତେ ଆପଣଙ୍କର ମସଲମାସ ବଢିବା ନିହାତି ଆବଶ୍ୟକ । ପତଳା ଲୋକ ମାନେ ମଧ୍ୟ କିଛି ବ୍ୟାୟାମ କରିବା ନିହାତି ଆବଶ୍ୟକ । ଓଜନ ବୃଦ୍ଧି କରାଇବା ନିମନ୍ତେ ସର୍ବ ପ୍ରଥମେ ନିଜର କ୍ୟାଲୋରି ବଢାଇବା ଆବଶ୍ୟକ । ଯଦି ଆପଣଙ୍କ କ୍ୟାଲୋରି କମ ଅଛି ତେବେ ଜଣେ ଲୋକ କୁ ୩୫ କ୍ୟାଲୋରି ନେବା ଆବଶ୍ୟକ । ଯଦି ଆପଣଙ୍କୁ ଓଜନ ବୃଦ୍ଧି କରାଇବାର ଅଛି ତେବେ ପ୍ରୋଟିନ ୧.୫ ଗ୍ରାମ ହିସାବରେ ପ୍ରୋଟିନ ନେବାର ଅଛି ।

ଆପଣଙ୍କୁ ଖାଦ୍ୟରେ କ୍ୟାଲସିୟମ ମଧ୍ୟ ବୃଦ୍ଧି କରିବାର ଅଛି । ଓଜନ ବଢାଇବାକୁ ହେଲେ ଆପଣ ସଠିକ ସମସ୍ୟାରେ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଯଦି ଆପଣ ଜଳଖିଆ ଖାଉଛନ୍ତି ତେବେ ସେଥିରେ ଆପଣ ଏକ କପ ଦହି ଅଥବା ଏକ କପ କ୍ଷୀର ସେବନ କରନ୍ତୁ । ଯଦି ରୁଟି ଖାଉଛନ୍ତି ତେବେ ଡାଲମା ଖାଇପାରିବେ । ଆପଣଙ୍କ ଶରୀର ନିମନ୍ତେ ପ୍ରୋଟିନ ନିହାତି ଭାବରେ ଆବଶ୍ୟକ । ଆପଣଙ୍କ ନିମନ୍ତେ ଅଣ୍ଡା ନିହାତି ଭାବରେ ଜରୁରୀ କାରଣ ଅଣ୍ଡା ରେ ପ୍ରୋଟିନ ଭଲ ଭାବରେ ରହିଥାଏ ।

ଏହା ବହୁତ ଭଲ ହେବ ଓଜନ ବଢାଇବାରେ । ଆପଣ ଡାଲି ନିହାତି ଭାବରେ ସେବନ କରନ୍ତୁ । ଏହା ସହିତ ମାଛ ମଧ୍ୟ ଖାଇ ପାରନ୍ତି । ବ୍ରେକଫାଷ୍ଟ ଏବଂ ଲଞ୍ଚ ମଝିରେ ଆପଣ ୫୦ ରୁ ୮୦ ଗ୍ରାମ ଡ୍ରାଏଫୁଡ ଖାଇ ପାରିବେ । ସନ୍ଧ୍ୟା ସମୟରେ ଆପଣ ମିଲ୍କସେକ ସେବନ କରିଲେ ଆପଣଙ୍କୁ ସେଥିରୁ ଅଧିକ କ୍ୟାଲୋରି ମିଳିପାରିବ । ଏହା ଆପଣନାକ ଶରୀର ପକ୍ଷେ ବହୁତ ଲାଭକାରୀ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *