Fitness Tips- ପାଣିରେ ଏହି ଜିନିଷ ମିଶେଇ ପ୍ରତିଦିନ ସକାଳୁ ପିଅନ୍ତୁ, ପେଟ ଓ ଜଙ୍ଘ ର ଚର୍ବି ସବୁ ଦିନ ପାଇଁ ଗାୟବ ହେଇଯିବ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ, ତାହା ମୋଟାପଣ କୁ କମ କରିବା ସହିତ, ଡେଲିଭେରୀ ପରେ ମହିଳା ମାନଙ୍କ ପେଟ, ଥାଇରଡ, ପିସିଓଡି ପେସେଣ୍ଟ ଙ୍କ ନିମନ୍ତେ ଅଥବା ଯେଉଁ ମାନଙ୍କୁ ୱେଟ ଲସ କରିବାରେ ବହୁତ ଅଧିକ କଷ୍ଟ ହେଉଅଛି,

ଯେଉଁମାନେ ଜିମ ଯାଇ ପାରୁ ନାହାନ୍ତି, ତଥା ଡାଏଟ କରିପାରୁନାହାନ୍ତି ସେମାନଙ୍କ ନିମନ୍ତେ ବହୁତ ଲାଭ ଦାୟକ ହେବ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ଉପାୟ ଟି କହିବାକୁ ଯାଉଅଛୁ, ଏହାକୁ ଆପଣ ସକାଳେ ଖାଲି ପେଟରେ ସେବନ କରିବା ଦ୍ଵାରା ଆପଣଙ୍କ ପେଟର ଚର୍ବି କମିବାକୁ ଲାଗିବ । ଆସନ୍ତୁ ଜାଣିବା ତେବେ ସେହି ଉପାୟ ଟି କଣ ? ପ୍ରଥମେ ଆପଣ ଗୋଟିଏ ପାତ୍ର ରେ ୨ ଗିଲାସ ପାଣି ନିଅନ୍ତୁ । ଏହାପରେ ଆପଣ ଏଥିରେ ୧ ଚାମଚ ଜୀରା ପକାନ୍ତୁ ।

ଏହା ଆମ ଶରୀରର ରକ୍ତ ର ଅଭାବ କୁ ମଧ୍ୟ ପୁରା କରିଥାଏ । ଏହାସହିତ ପ୍ୟାଟ କୁ କମାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏହାପରେ ଏଥିରେ କିଛି ଡାଲଚିନ ପକାନ୍ତୁ । ଏହା ଆମ୍ଭ ମୋଟାପା କୁ କମାଇବାରେ ସାହାର୍ଯ୍ୟ କରିଥାଏ । ଏହାପରେ ଆପଣ ଏଥିରେ ୪ ଟି ଗୁଜୁରାତି ପକାନ୍ତୁ । ଏହା ସୁଗନ୍ଧିତ ହେବା ସହିତ ଆମ୍ଭ ଶରୀରକୁ ଅନେକ ବେମାରି ରୁ ବଞ୍ଚାଇ ରଖିଥାଏ ।

ଗୁଜୁରାତି ଆମ ମେଟାବେଲଜିୟମ କୁ ହାଇ କରିଥାଏ ତଥା ଇମ୍ୟୁନିଟି ପାୱାର କୁ ଷ୍ଟ୍ରଙ୍ଗ କରିଥାଏ । ଏହାପରେ ଆପଣ ୧ ରୁ ୨ ଟି ଲେମ୍ବୁ କୁ ଆପଣ ସ୍ଲାଇସ କରି କାଟି ଏଥିରେ ପକାଇ ଦିଅନ୍ତୁ । ଲେମ୍ବୁ ଆମ୍ଭ ଶରୀରର ଚର୍ବି କୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଆପଣଙ୍କ ଅଧିକ ରୁ ଅଧିକ ମୋଟାପଣ ଥିଲେ ମଧ୍ୟ ଏହା ମହମ ପରି ତରଳାଇ ଦେବ । ଏହାପରେ ଆପଣ ଏହି ପାଣି କୁ ପ୍ରାଏ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ।

ଏହାକୁ ଆପଣ ପ୍ରାଏ ୧ ଗ୍ଳାସ ହେବା ପର୍ଯ୍ୟନ୍ତ ପୁଟାନ୍ତୁ । ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇ ସାରିବା ପରେ ଏହାକୁ ଆପଣ ଏକ ଗ୍ଳାସ କୁ ଛାଣି ନିଅନ୍ତୁ । ଏହାକୁ ଆପଣ ସ୍ଵାଦ ନିମନ୍ତେ ୧ ଚାମଚ ମହୁ ମଧ୍ୟ ପକାଇ ସେବନ କରି ପାରିବେ । ଏହି ମିଶ୍ରଣ ଟି ଆପଣ ଙ୍କ ଶରୀରର ସମସ୍ତ ଚର୍ବି କୁ ତରଳାଇବାରେ ସାହାର୍ଯ୍ୟ କରିବ । ଆପଣ ଏହାକୁ ପ୍ରତିଦିନ ସକାଳେ ଖାଲି ପେଟରେ କେବଳ ଥରେ ସେବନ କରନ୍ତୁ ।

ଏହାପରେ ଏହାର ଉପକାରିତା ଆପଣ ନିଜ ସ୍ଵ ଚକ୍ଷୁ ରେ ଦେଖିନେବେ । ଆପଣଙ୍କ ମୋଟାପା ତଥା ଶରୀରର ବିଭିନ୍ନ ଅଙ୍ଗ ରେ ଥିବା ଚର୍ବି ର କ୍ଷୟ ଅତି କମ ସମୟ ମଧ୍ୟରେ ହେବାକୁ ଲାଗିବ । ଯଦି ଆପଣ ଏହାକୁ ନିୟମିତ ସଠିକ ଭାବରେ ସେବନ କରିବେ ତେବେ ନିଶ୍ଚିତ ଏହା ଆପଣଙ୍କ ଶରୀର ନିମନ୍ତେ ଲାଭ ଦାଯକ ସାବ୍ୟସ୍ଥ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘରୋଇ ଉପଚାର ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *