ରକ୍ତାଭାବ ପାଇଁ ଏବେ ଚିନ୍ତା କରିବାକୁ ପଡିବନି, ବାସ୍ ସକାଳୁ ଏହାକୁ ଖାଲି ପେଟରେ ଖାଇ ନିଅନ୍ତୁ, କିଛି ଦିନରେ ଦେଖନ୍ତୁ ଚମତ୍କାର…

ବନ୍ଧୁଗଣ ଶରୀରରେ ରକ୍ତ ଠିକ ମାତ୍ରାରେ ରହିବା ନିହାତି ଭାବେ ଆବଶ୍ୟକ ହୋଇଥାଏ । ନଚେତ ବ୍ୟକ୍ତିଙ୍କୁ ରକ୍ତାଭାବରୁ ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଦାନା ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାର ରୋଗରୁ ମୁକ୍ତି ମିଳିବ । ଏହି ଦାନା ସେବନ ଦ୍ଵାରା ଆପଣଙ୍କ ଶରୀରରେ ରକ୍ତ ଅଭାବ, ଆଁଠୁ ଗଣ୍ଠି ବିନ୍ଧା ଓ ଅନ୍ୟ ଅସୁବିଧା ଦୂର ହୋଇଥାଏ । ତେବେ ଆସନ୍ତୁ ଏହି ଚମତ୍କାରୀ ଜିନିଷ ବିଷୟରେ ଜାଣିବା ।

ତେବେ ଆପଣ ମାନେ କିସମିସ ତ ନିହାତି ଖାଇଥିବେ । ତେବେ ଆଜି ଆମେ ଯେଉଁ ଚମତ୍କାରୀ ଦାନା ବିଷୟରେ କହିବାକୁ ଯାଉଛୁ ତାହା  କିସମିସ ଅଟେ ।  କିସମିସ ସେବନ ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ବହୁତ ଭଲରେ ହୋଇଥାଏ ଓ ଏହା ଦ୍ଵାରା ଶରୀର ଅନେକ ପ୍ରକାର ସମସ୍ଯା ଯେମିତିକି ପେଟ ରୋଗ, ଆଁଠୁ ଗଣ୍ଠି ବିନ୍ଧା ଅଧିକ ଥକା ଲାଗିବା ଆଦି ଏହି ଭଳି ସମସ୍ଯା ଦୂର ହୋଇଥାଏ । ତେବେ ଏହି ଖିସମିସକୁ କିପରି ଭାବେ ସେବନ କରିବେ ଆସନ୍ତୁ ସେହି ସମ୍ପର୍କରେ ଏଠାରେ ଆଲୋଚନା କରିବା ।

ପ୍ରଥମେ ଆପଣ ଗୋଟେ ଗ୍ଳାସ ପାଣି ନିଅନ୍ତୁ ଏହା ପରେ ଆଉ ଅଧା ଗ୍ଳାସ ବା ପାଣି ନିଅନ୍ତୁ । ଏହାକୁ ଗରମ ହେବା ପାଇଁ ଗ୍ଯାସ ଉପରେ ଏକ ପାତ୍ରରେ ରଖି ଦିଅନ୍ତୁ । ଏହା ପରେ ଆପଣ ଗୋଟେ ମୁଠା  କିସମିସ ଆଣନ୍ତୁ ଓ ତାହାକୁ ଧୋଇ ଏହି ଗରମ ପାଣିରେ ଫୁଟେଇବା ପାଇଁ ପକେଇ ଦିଅନ୍ତୁ । ଏହା ପରେ ଆପଣ ଏହି ପାଣିକୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ଯେପରି ଗୋଟେ ଗ୍ଳାସ ହୋଇଯିବ ।

ଏହା ପରେ ଏହାକୁ ଗ୍ଯାସରୁ ଓହ୍ଲାଇ ଆଣନ୍ତୁ ଓ ଥଣ୍ଡା ହେବା ପାଇଁ ରାତି ସାରା ଛାଡି ଦିଅନ୍ତୁ ଏହା ପରେ ଆପଣ ସକାଳେ ଉଠି ଖାଲି ପେଟରେ ଏହି ପାଣିର ସେବନ କରନ୍ତୁ ଏବଂ ସେହି ଭିଜାଯାଇଥିବା ଖିସମିସର ମଧ୍ୟ ସେବନ କରନ୍ତୁ ।

ଠିକ ସେମିତି ସକାଳେ ଆପଣ ପାଣିରେ ପୁଣିଥରେ  କିସମିସ ଫୁଟାନ୍ତୁ ଓ ତାହାକୁ ସନ୍ଧ୍ୟାରେ ଖାଲି ପେଟରେ ସେବନ କରନ୍ତୁ ପ୍ରତିଦିନ ଏହା ସେବନ କଲା ପରେ ଆପଣଙ୍କୁ କିଛି ଅଲଗା ପ୍ରକାର ଏକ ଭଲ ଅନୁଭବ ହେବ । କୌଣସି କାମ କରିବା ସମୟରେ ପୂର୍ବ ଅପେକ୍ଷା ଆପଣ ଅଧିକ ସକ୍ରିୟ ଅନୁଭବ କରିବେ । ଆପଣଙ୍କ ଶରୀରରେ କୌଣସି ଦିନ ମଧ୍ୟ ରକ୍ତ ଅଭାବରୁ କିଛି ମଧ୍ୟ ସମସ୍ଯା ହେବ ନାହିଁ ।

ଜିମ ଯାଉଥିବା ଲୋକଙ୍କୁ ମଧ୍ୟ ଟ୍ରେନର  କିସମିସ ଖାଇବା ପାଇଁ କହିଥାନ୍ତି । କାରଣ ଏହା ଦ୍ଵାରା ହାଡ ଗଣ୍ଠି ମଜବୁତ ହୋଇଥାଏ ଓ ସବୁ ପ୍ରକାର ଆଁଠୁ ଗଣ୍ଠି ସମସ୍ଯା ଦୂର ହୋଇଥାଏ । ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *