Kidney ଖରାପ ହେବାର 5 ଟି ସବୁଠୁ ବଡ ସଂକେତ ! ସମୟ ଥାଇ ଜାଣି ନପାରିଲେ ଆସେ ମୃତ୍ୟୁ…

 ନମସ୍କାର ବନ୍ଧୁଗଣ , କିଡନି ହେଉଛି ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ । ଅନେକ ସମୟ ରେ କିଡନି ସଂପୂର୍ଣ୍ଣ ଖରାପ ହେବା ଯାଏ ଏହା ବାହାର କୁ ଜଣାପଡିନଥାଏ । ତେଣୁ ଆମ ଦେଶ ରେ ବହୁତ ସାରା  ଲୋକମାନେ  କିଡନି ଫେଲ୍  ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି । ଯେଉଁ ମଣିଷ ଅନେକ ବର୍ଷ ବଞ୍ଚିବା କଥା ସେ ଅଳ୍ପ ସମୟ ରେ ମୃତ୍ୟୁ ବରଣ କରୁଛି । ଏହି ବିଷୟ କୁ ନେଇ ଅନେଲ ଲୋକମାନେ ଚିନ୍ତିତ ରହିଥାନ୍ତି ।

ଯେ ମଣିଷ ଅତି କମ୍ ବୟସ ରେ ହିଁ ଏହି ପୃଥିବୀ ପୁଷ୍ଟ କୁ ଛାଡି ସବୁ ଦିନ ପାଇଁ ପଳାଉଛି କାହିଁକି । ଦୁନିଆରେ ବହୁତ ଗୁଡାଏ ରୋଗ ରହିଛି ଯାହା ମଣିଷ କୁ ହେବା ଦ୍ଵାରା ମଣିଷ ଅଳ୍ପ ଦିନ ବଞ୍ଚୁଛି । ଯେବେ ରୋଗ ଶରୀରରେ ଆରମ୍ଭ ହୋଇଥାଏ ତେବେ ମଣିଷ ଜାଣିପାରିନଥାଏ କି ତାହାକୁ ଏହି ରୋଗ ହେଇଛି ବୋଲି । ଏଭଳି ଏକ ରୋଗ ହେଉଛି କିଡନି ସାଧାରଣତ ଏହା ଆମ ଶରୀରରେ ହେବା ଆମେ ଜାଣି ବ ଥାଉ ।

କିଡନି ଅଧିକ ଖରାପ ହେବା ଯାଏ ଆମେ ଜାଣିପାରିନଥାଉ ଆମ ଏହି ରୋଗ ହେଇଛି ବୋଲି । ଏହି ରୋଗ ହେବା ଦ୍ଵାରା ମଣିଷ ମୃତ୍ୟୁ ହୋଇଥାଏ ଏହା ସହିତ କିଡନି transplant ଦେଇ ମଧ୍ୟ ଅନେକ ବ୍ୟକ୍ତି କୁ ଯିବାକୁ ପଡିଥାଏ । ଅନେକ ସମୟରେ ବ୍ୟକ୍ତିକୁ କିଡନି ମିଳିନଥାଏ । କିନ୍ତୁ ମୁଁ ଆଜି ଆପଣଙ୍କୁ ଏହାର କିଛି ଲକ୍ଷଣ ସମ୍ବନ୍ଧରେ କହିବି । ଯାହା ଦ୍ଵାରା ଆପଣ ଏହି ରୋଗ କୁ ପୂର୍ବରୁ ଜାଣିପାରିବେ ।

1- ପ୍ରଥମ ହେଉଛି ଆପଣଙ୍କ ରକ୍ତ ରେ କିଛି ପରିବର୍ତ୍ତନ ହୋଇଥାଏ ଯାହା ଫଳରେ ଆପଣଙ୍କୁ ଥକାପଣ ଅନୁଭବ ହୋଇଥାଏ । ସାମାନ୍ୟ କାମ ବା ବିନା କାମ ରେ ମଧ୍ୟ ଆପଣ ଥକି ଯାଇଥାନ୍ତି । 2-  ହେଉଛି ପରିସ୍ରା ରେ ପରିବର୍ତ୍ତନ ଦେଖାଯିବା । କିଡନି ଉପରେ ଏହା ଖରାପ ପ୍ରଭାବ ପଡିଥାଏ । ଯାହା ଫଳରେ କିଡନି ନିଜର କାମ କରିପାରିନଥାଏ ।

ତେଣୁ ଆମ ପରିସ୍ରା ର ରଙ୍ଗ ବଦଳିଥାଏ । ଆପଣ ପରିସର ଯିବା ସମୟରେ ଦୁର୍ଗନ୍ଧ ବାହାରିଥାଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ହୋଇଥାଏ । 3-  ଯଦି ଆପଣଙ୍କ ଅଣ୍ଟା ରେ ବିନ୍ଧା ହୋଇଥାଏ ଗୋଟିଏ ପଟ ରୁ ଆରମ୍ଭ ହୋଇ ଧୀରେ ଧିରେ ଏହା  ବଢିଥାଏ । କିଡନି ଦ୍ଵାରା ହୋଇଥିବା ଅଣ୍ଟା ବିନ୍ଧା ଆପଣଙ୍କୁ ଅଧିକ କଷ୍ଟ ଦେଇଥାଏ ଏବଂ ଏହା ସହିତ ଆପଣଙ୍କୁ ରାତି ରେ ଶୋଇବାକୁ ଦେଇନଥାଏ ।

4- ଆପଣଙ୍କ ଶରୀରର ଅଂଶ ଫୁଲି ଯାଇଥାଏ ଏବଂ ଲାଲ ପଡିଯାଏ । କାରଣ ପ୍ରୋଟିନ ଅଭାବ ରୁ  ଏହା ହୋଇଥାଏ ।  ପରିସ୍ରା ବାଟେ ସମସ୍ତ ପ୍ରୋଟିନ ଶରୀର ରୁ ବାହାର କୁ ଆସିଯାଇଥାଏ ।  5- କିଡନି ଆମ ଶରୀରରେ ଅନାବଶ୍ୟକ ପାଣି ବାହାର କୁ ବାହାର କରିଥାଏ ଏହା ସହିତ ରକ୍ତ କୁ ମଜବୁତ କରିଥାଏ । ଯଦି ଆପଣଙ୍କ କିଡନି ଖରାପ ହୋଇଯାଇଥାଏ । ତେବେ ଆପଣଙ୍କ ଶରୀରରେ ଲାଲ ଦାଗ ଦେଖାଯାଇଥାଏ । ଏହି ପଞ୍ଚୋଟି ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରନଅକା ପାଖକୁ ଯାଆନ୍ତୁ ।

ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *