ସରକାରୀ ଚାକିରି ଓ ସମ୍ପତ୍ତି ପାଇବା ପାଇଁ କଣ କରିବେ ? ଏହା ସହିତ ପଢନ୍ତୁ ଆଜିର 15 Anuchinta

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।

୧- ଜୀବନରେ ସୁଖ ଶାନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତ କରିବା ନିମନ୍ତେ କିଛି ମହତ୍ଵପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଜାଣିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ ।

୨- ସକାଳୁ ସୂର୍ଯ୍ୟଦେବ ଙ୍କୁ ନିୟମିତ ଭାବରେ ଜଳଦାନ କରିଲେ ମଙ୍ଗଳକାରୀ ହୋଇଥାଏ ଏବଂ ଆଖି ସମସ୍ୟା ଦୂର ହୋଇଥାଏ ।

୩- ନିୟମିତ ଭାବରେ ସୂର୍ଯ୍ୟ ଙ୍କୁ ଜଳଦନ କରିବା ଦ୍ଵାରା ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ ଏବଂ ଚାକିରି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

୪- ସୂର୍ଯ୍ୟ ଙ୍କୁ ଜଳଦାନ କରିବା ପରେ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ହୃଦରୋଗ ଆଶା କମ ହୋଇଥାଏ ।

୫- ଯଦି ପୈତୃକ ସମ୍ପତ୍ତି ପାଇଁ ବାଦ ବି-ବା-ଦ ଦେଖା ଦେଉଥାଏ କିମ୍ବା ବାପାଙ୍କ ସହିତ ମାନମାଳିନ୍ୟ ଦେଖାଦେଇଥାଏ ତେବେ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କରିବା ଦ୍ଵାରା ଦୂର ହୋଇଥାଏ ।

୬- ଯଦି କେହି ସରକାରୀ ଚାକିରୀ କରିବା ନିମନ୍ତେ ଚାହୁଁଛନ୍ତି ତେବେ ନିୟମିତ ଭାବେ ସୂର୍ଯ୍ୟ ଙ୍କୁ ଜଳଦାନ କରିବା ସହିତ ସୂର୍ଯ୍ୟ ଉପାସନା କରିବାଦ୍ଵାରା ଲାଭପ୍ରଦ ହୋଇଥାଏ ।

୭- ଯଦି ଚର୍ମରୋଗ ଅଥବା ଚର୍ମ ଜନିତ ସମସ୍ୟା ଦେଖା ଦେଉଥାଏ ତେବେ ନିୟମିତ ସୂର୍ଯ୍ୟ ଙ୍କୁ ଜଳଦାନ କରିବା ସହିତ ସୂର୍ଯ୍ୟ ଉପାସନା କରିବାଦ୍ଵାରା ଆରୋଗ୍ୟଲାଭ ହୋଇଥାଏ ।

୮- ଯଦି ଶୀଘ୍ର ବିବାହ ଏବଂ ସୁଖଦ ବୈବାହିକ ଜୀବନ ଚାହୁଁଥାନ୍ତି ତେବେ ଜଳରେ ହଳଦୀ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

୯- ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପରେ ବଳି ପଡିଥିବା କିଛି ଜଳ ମସ୍ତକ, କଣ୍ଠ ଏବଂ ଦୁଇ ହାତରେ ଲଗାଇବା ଦ୍ଵାରା ବହୁତ ମଙ୍ଗଳକାରୀ ହୋଇଥାଏ ଏବଂ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ ।

୧୦- ପିତୃ ଶାନ୍ତି ପାଇଁ ଏବଂ ପିତୃଦୋଷ ଦୂର କରିବା ପାଇଁ ଜଳରେ ଅକ୍ଷତ ଏବଂ ଖସା ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।

୧୧- ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶକ୍ତି ପ୍ରାପ୍ତ କରିବା ପାଇଁ ଜଳରେ ଲାଲ ଚନ୍ଦନ ମିଶାଇ ସୂର୍ଯ୍ୟ ଙ୍କୁ ଅର୍ପଣ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

୧୨- ଯଦି ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଚାହୁଁଥାନ୍ତି କିମ୍ବା ଏକାଗ୍ରତା ବୃଦ୍ଧି କରିବା ପାଇଁ ହେଲେ ଜଳରେ ନୀଳରଙ୍ଗ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।

୧୩- ଯେଉଁ ଘରେ ଜିନିଷ ପତ୍ର ଏଠିସେଠି ପଡିବା ସହିତ ବ୍ୟବହୃତ ଜିନିଷ ଚି-ରି ଯାଇଥାଏ ଏବଂ ସ୍ତ୍ରୀ ଲୋକଙ୍କ ଉପରେ ମା-ର-ପି-ଟ ହେଉଥାଏ, ସେହି ଘରେ ଦେବତା ପ୍ରବେଶ କରନ୍ତି ନାହିଁ ।

୧୪- ଘରେ ଫୁଟିଯାଇଥିବା ବାସନ କିମ୍ବା ଭା-ଙ୍ଗି ଯାଇଥିବା ଖଟ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ କ-ଳି ହେବା ସହିତ ଧନହାନି ହୋଇଥାଏ ।

୧୫- ଶାସ୍ତ୍ର ଅନୁସାରେ ପିତାଙ୍କ ମୃ-ତ୍ୟୁ ପରେ ବଡ ଭାଇଙ୍କୁ ପିତା ସମାନ ବିବେଚନା କରିବା ଉଚିତ ଏହା ଦ୍ଵାରା କଲ୍ୟାଣକାରୀ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *