ଦୁନିଆର ସବୁଠାରୁ ବଡ ପାପ କଣ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! କଣ ଆପଣ ଏମିତି ପାପ କରୁ ନାହାନ୍ତି ତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାରର ବ୍ୟକ୍ତି ରହିଥାନ୍ତି । ସବୁ ବ୍ୟକ୍ତି ସମାନ ପ୍ରକୃତିର ହୋଇଥାନ୍ତି । ସବୁ ବ୍ୟକ୍ତିଙ୍କର ଠାରେ ଅଲଗା ଅଲଗା ପ୍ରକାରର କିଛି ସ୍ଵଭାବ ଦେଖିବାକୁ ମିଳିଥାଏ । ଯେପରି ସମସ୍ତଙ୍କର କାର୍ଯ୍ୟ ମଧ୍ୟ ସମାନ ହୋଇନଥାଏ । ଦୁନିଆରେ କେତେକ ଲୋକ ଭଲ କର୍ମ କରି ପୂଣ୍ୟ ଅର୍ଜନ କରୁଥିବା ସମୟରେ ଅପର ପକ୍ଷରେ କେତେକ ଲୋକ ଖରାପ କାର୍ଯ୍ୟରେ ଲିପ୍ତ ରହି ପାପ କରିଥାନ୍ତି ।

ଆଜି ଆପଣ ମାନେ ଜାଣିବାକୁ ପାଇବେ । ଦୁନିଆର ସବୁଠାରୁ ବଡ ପାପ କାର୍ଯ୍ୟ କ’ ଣ ହୋଇଥାଏ । ବ୍ୟକ୍ତି ଦୁନିଆରେ କରିଥିବା କର୍ମ ଅନୁସାରେ ହିଁ ଫଳ ଭୋଗ କରିଥାଏ । କାରଣ ଭଗବାନ କାହା ପ୍ରତି ମଧ୍ୟ ଅନ୍ୟାୟ କରିନଥାନ୍ତି । ସମସ୍ତଙ୍କୁ ସମସ୍ତଙ୍କର କର୍ମ ଦେଖିକି ହିଁ ସେହି ବ୍ୟକ୍ତିର ଭାଗ୍ୟଫଳର ନିର୍ଦ୍ଧାରିତ କରିଥାନ୍ତି ।

ଦୁନିଆର ସବୁଠାରୁ ପାପ କାର୍ଯ୍ୟ ହେଉଛି ମହିଳାଙ୍କର ଅସମ୍ମାନ କରିବା । ଯେଉଁ ବ୍ୟକ୍ତିବିଶେଷ ମାନେ ମହିଳାଙ୍କ ପ୍ରତି ଖରାପ ଦ୍ରୁଷ୍ଟି ରଖିଥାନ୍ତି । ତାଙ୍କ ସହିତ ଖରାପ କର୍ମ କରିବାକୁ ପଛ ଘୁଞ୍ଚା ଦେଇନଥାନ୍ତି । ସେହି ବ୍ୟକ୍ତି ଦୁନିଆରେ ସବୁଠାରୁ ଘୃଣ୍ୟ କାର୍ଯ୍ୟ କରିଥାଏ ବୋଲି କୁହାଯାଇଥାଏ ।

କାରଣ ମହିଳା ହେଉଛନ୍ତି ଦେବୀ ସ୍ଵରୁପା । ଏକ ମହିଳାର ଅସମ୍ମାନ କରିବା ଯାହା ଦେବୀଙ୍କର ଅପମାନ କରିବା ସହିତ ସମାନ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି ମହିଳାଙ୍କ ପ୍ରତି ଅତ୍ୟାଚାର କରିବା ସହିତ ତାଙ୍କୁ ମାରିଥାଏ । ସେହି ବ୍ୟକ୍ତି ବହୁତ ବଡ ଭୁଲ କାର୍ଯ୍ୟ କରିଦେଇଥାନ୍ତି । ମହିଳାଙ୍କର କେତେ ରୂପ ରହିଥାଏ । ମହିଳା ମାନଙ୍କୁ ଦୁଇ କୁଳର ହିତା ବୋଲି ମଧ୍ୟ କୁହାଯାଇଥାଏ ।

କାରଣ ନାରୀ ଦୁଇଟି କୁଳର ହିତ ସାଧନ କରିଥାନ୍ତି । ଅବିବାହିତ ବେଳେ ନିଜ ଘରର ଲୋକଙ୍କର ସମ୍ମାନ ରଖିବା ସହିତ ବିବାହିତ ହୋଇ ସାରିଲା ପରେ ନିଜ ଶାଶୁଘରର ଗୁରୁ ଦାଇତ୍ଵ ତୁଲାଇ ଥାନ୍ତି । ନାରୀ ଶକ୍ତି ଦୁନିଆର ସବୁଠାରୁ ବଡ ଶକ୍ତି ବୋଲି କୁହାଯାଇଥାଏ । ତେଣୁ ନାରୀର ସବୁବେଳେ ସମ୍ମାନ କରିବା ହିଁ ଉଚିତ ।

ନାରୀ ସର୍ବଦା ପୂଜନୀୟ ହୋଇଥାନ୍ତି । ଘରର ଲକ୍ଷ୍ମୀ ହେଉଛନ୍ତି ସ୍ଵୟଂ ନାରୀ । ନାରୀ ସହିତ ଘୃଣ୍ୟ ଖେଳ ଖେଳୁଥିବା ବ୍ୟକ୍ତି ମାନଙ୍କୁ ସମାଜର କଳଙ୍କିତ ଅଂଶ ବୋଲି ବିଚାର କରାଯାଇଥାଏ । ତେଣୁ ସର୍ବଶେଷରେ ଧ୍ୟାନପୂର୍ବକ କହିବା ପାଇଁ ଯାଉଅଛି କି ଯେ ନାରୀର ଅପମାନ କରୁଥିବା ମନୁଷ୍ୟ ହିଁ ଦୁନିଆରେ ସବୁଠାରୁ ବଡ ପାପ କରିଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଓ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *