ଶନିବାର ଦିନ ଏହି ଜାଗାରେ ବାନ୍ଧିଦିଅନ୍ତୁ କଳା ସୁତା, ସବୁ ଇଛା ହେବ ପୂରଣ

ଆପଣ ମାନେ ଏହି କଥାକୁ ନିଶ୍ଚିତ ଭାବେ ଜାଣି ଥିବେ କି କଳା ସୂତାର ମହତ୍ୱ କୁ ସବୁ ସମୟ ରେ ହିନ୍ଧୁ ଧର୍ମ ରେ ମନା ଜାଇ ଥାଏ । ଏହା ଧାରଣ କଲେ ଯେକୈଣସି ନଜରରୁ ଆପଣ ମାନଙ୍କୁ ବଞ୍ଚାଇ ଥାଏ । ବହୁତ ଲୋକ ମାନେ ଏହାର ବ୍ୟବହାର କରନ୍ତି । ହେଲେ ଏହାର ସଠିକ୍ ବ୍ୟବହାର ଜଣା ନ ଥିବାରୁ ସେମାନଙ୍କୁ କିଛିବି ଫାଇଦା ହୁଏ ନାହିଁ । ତେବେ ଜ୍ୟତିଷ ଶାସ୍ତ୍ର ଯଦି କଥା କହିବା ତେବେ ଏହି କଳା ସୂତା ଏମିତି ଗୋଟିଏ ଜିନିଷ ଅଟେ ଜାହା ବ୍ୟକ୍ତି ଙ୍କୁ ଧନୀ କରି ଦେଇ ପାରେ ।

ଯଦି ଏହାର ସଠିକ୍ ବ୍ୟବହାର କରାଯାଏ । ଯଦି ଆପଣ ମାନେ ଏହାର ଧାରଣ କରୁଛନ୍ତି ତେବେ ଏହା କେଉଁ ସ୍ଥାନରେ ପିନ୍ଧିବା ଏବଂ କେମିତି ପିନ୍ଧିବା ଉଚିତ୍ ସେହି ବିଷୟ ରେ ଜାଣି ନିଅନ୍ତୁ । ତେବେ ଆସନ୍ତୁ ଜାଣି ନେବା ଏହି ବିଷୟ ରେ । ସବୁଠାରୁ ପ୍ରଥମେ ଗୋଟିଏ କଳା ସୂତାରେ ନଅ ଟି ଗଣ୍ଠୀ ପକାନ୍ତୁ । ଏବଂ ମଙ୍ଗଳବାର ବା ଶନିବାର ଦିନ ଆପଣ ମାନେ ଏହାକୁ ନିଜର ଡାହାଣ ହାତ ରେ କଉଣୀ ରେ ବାନ୍ଧି ଦିଅନ୍ତୁ ।

ଏହାକୁ ଆପଣ ମାନେ 3 ରୁ 7 ଟି ସପ୍ତାହ ପର୍ଯ୍ୟନ୍ତ ବାନ୍ଧି କରି ରଖିବା ଦ୍ୱାରା ଆପଣ ମାନଙ୍କ ଦାରିଦ୍ରତା ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଯିବ । ଏହାର ଫାଇଦା ଆପଣ ମାନଙ୍କୁ ଗୋଟିଏ ସପ୍ତାହ ମଧ୍ୟ ରେ ଦେଖିବା ପାଇଁ ମିଳିବ । ସେହି ପରି ଭାବେ କୁହାଯାଏ କି ଶନି ଦେବ ହେଉଛନ୍ତି ପ୍ରତ୍ୟେକ ରାଶି ର ଅଶୁଭ ଗ୍ରହ । ତେବେ ସେମିତି ରେ ଜାତକ ରେ ଆପଣ ମାନଙ୍କ ଶନି ର ପ୍ରଭାବ ରହିଛି ତେବେ ଆପଣ ମାନେ ଶନି ବାର ଦିନ ତାଙ୍କ ପାଖରେ ରାଶି ତେଲ ଚଢାନ୍ତୁ । ଏହାକୁ ସବୁ ରାଶି ର ଲୋକ ମାନେ କରିବେ ।

ଏମିତି ରେ ଆପଣ ମାନେ ସେହି ସମୟ ରେ ନିଜ ପାଖରେ ରହି ଥିବା କଳା ସୂତା କୁ ନେଇ କରି ଯିବେ ଏବଂ ସେଠାରେ ତେଲ ର ଅର୍ପଣ କରିବା ସହିତ ସେଠାରେ ସେହି କଳା ସୂତା ର ପୂଜା କରେଇବେ ଏବଂ ନିଜର ଡାହାଣ ହାତ ରେ ଧାରଣ କରିବେ । ତେବେ ଦେଖିବେ ଆପଣ ମାନଙ୍କ ସବୁ ଦଶା ଦୂର ହୋଇ ଯିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *