ସକାଳୁ ଉଠିବା ପରେ ଏମାନଙ୍କ ମୁହଁ ଚାହିଁଲେ ହେବ ସର୍ବନାଶ (Ajira Anuchinta)

ବନ୍ଧୁଗଣ, ସକାଳୁ ଉଠିବା ମାତ୍ରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୩ ଟି କାମ ଅଥବା ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ୩ ଟି ଜିନିଷ । ନଚେତ ସାରାଦିନ ଆପଣଙ୍କର ଅମଙ୍ଗଳ ରେ କ-ଟି-ଯିବ । ପ୍ରତ୍ୟକ ଦିନ ସୂର୍ଯ୍ୟ ର ଉଦୟ ସହିତ ଏକ ନୂତନ ଦିନ ହୋଇଥାଏ । ଏଣୁ ଦିନ ଆରମ୍ଭରୁ କେଉଁ କାର୍ଯ୍ୟ କଲେ ଏହାର ସୁଫଳ ଆମ୍ଭ ଜୀବନରେ ଦେଖିବାକୁ ମିଳିଥାଏ ବର୍ତ୍ତମାନ ଆସନ୍ତୁ ବିସ୍ତାର ରୂପରେ ସମ୍ପୂର୍ଣ ବିବରଣୀ ଜାଣିବା ।

୧- ସକାଳୁ ଆଖି ଖୋଲିବା ପରେ ଦର୍ପଣ ଦେଖିବା ଅଶୁଭ ହୋଇଥାଏ । ବେଡରୁମରେ ଦର୍ପଣ ରଖିବା ଉଚିତ ନୁହେଁ । ଯଦି ରଖିବାକୁ ପଡୁଅଛି ତେବେ ଆପଣ ଏପରି ରଖନ୍ତୁ, ଯେପରି ସକାଳୁ ଉଠିବା ପରେ ଆପଣଙ୍କର ମୁହଁ ସେହି ଦର୍ପଣ ରେ ଦେଖାନଯାଏ । ସେହି ଦର୍ପଣ ରେ ଆପଣଙ୍କର ବେଡ ଦେଖାଯିବା ଠିକ ହୋଇନଥାଏ । ଆପଣ ସାରା ଦିନ ଅଥବା ରାତିରେ ଦର୍ପଣ କୁ ଏକ କପଡା ରେ ଘୋରାଇ ରଖନ୍ତୁ । ଆପଣ ଆବଶ୍ୟକ ସମୟରେ ଦର୍ପଣଟିକୁ ବ୍ୟବହାର କରନ୍ତୁ ।

୨- ସୋଇଥିବା ସେଯ ଅଥବା ଖଟରୁ ଉଠିବା ପରେ ନିଜର ଛାଇ ଦେଖନ୍ତୁ ନାହିଁ । ଏହି ସମୟରେ କୌଣସି ଅନ୍ୟ ବ୍ୟକ୍ତି ର ଛାଇ ଦେଖାଯିବା ଅଶୁଭ ବିଚାର କରାଯାଏ । ସକାଳୁ ଉଠିବା ପରେ ନିଜର ଛାଇ ଅଥବା ଅନ୍ୟ କାହାର ଛାଇ ଦେଖନ୍ତୁ ନାହିଁ । ସକାଳୁ କାହାର ଛାଇ ଦେଖିଲେ, ଆପଣଙ୍କର ସାରା ଜୀବନ ନକାରାତ୍ମକ ଭାବନରେ କଟିବାର ଆଶଙ୍କା ରହିଥାଏ ।

୩- ଆପଣ ନିଜ ଘରେ ଜ-ଙ୍ଗ-ଲି ପ-ଶୁ ଅଥବା ହିଂ-ସ୍ର ଜ-ନ୍ତୁ ମାନଙ୍କର ଫଟୋ ଲଗାଇବା ସଠିକ ନୁହେଁ । ଏହା ଦ୍ଵାରା ନକାରାତ୍ମକ ଊର୍ଜାର ସଂଚାର ହୋଇଥାଏ । ଏହା ସହିତ ପରିବାର ରେ ଜଣଙ୍କର ଅନ୍ୟଜଣଙ୍କ ପ୍ରତି ଭାବ ସଠିକ ରହି ନଥାଏ । ଏବଂ ହିଂ-ସ୍ର ଭା-ବ ସୃଷ୍ଟି ହୋଇଥାଏ । ଏଥିପାଇଁ କୌଣସି ପରିସ୍ଥିତି ରେ ହିଂ-ସ୍ର ଜ-ନ୍ତୁ ମାନଙ୍କର ଚିତ୍ର ଘରେ ରଖିବା ଉଚିତ ନୁହେଁ । ଏହି ଜିନିଷ ଗୁଡୁକଙ୍କୁ ସକାଳୁ ଉଠି ଦେଖିବା ଦ୍ଵାରା ଆପଣଙ୍କର ଅମଙ୍ଗଳ ହୋଇଥାଏ । ଏଣୁ ଏହିସବୁ ଜିନିଷ ପ୍ରତି ଆପଣ ବିଶେଷ ଧ୍ୟାନ ଦିଅନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *